ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଅକ୍ଟୋବର ୭ରେ Repo Rateକୁ ୨୫ ବେସିସ୍ ପଏଣ୍ଟ ବଢ଼ାଇ ୫.୫୦% କରିବା ପରେ ବ୍ୟାଙ୍କଗୁଡ଼ିକ ମଧ୍ୟ ଲୋନ୍ର ସୁଧ ହାର ବଢ଼ାଇବା ଆରମ୍ଭ କରିଛନ୍ତି। ଅକ୍ଟୋବର ୮ରୁ ଏହି ପରିବର୍ତ୍ତନ ଲାଗୁ ହୋଇଛି।
ଏହି ସୁଧ ବୃଦ୍ଧି ବିଶେଷକରି Repo-linked floating-rate loan ନେଇଥିବା ଗ୍ରାହକଙ୍କୁ ପ୍ରଭାବିତ କରିପାରେ। ନୂଆ ଲୋନ୍ ନେଉଥିବା ଗ୍ରାହକଙ୍କ ପାଇଁ ମୋଟ ସୁଧ ଖର୍ଚ୍ଚ ବଢ଼ିପାରେ। ଅନ୍ୟପକ୍ଷରେ, existing floating-rate borrowersଙ୍କ EMI ବଢ଼ିପାରେ କିମ୍ବା ବ୍ୟାଙ୍କ ଲୋନ୍ ଟେନ୍ୟୁର ବଢ଼ାଇପାରେ।
PNB ଏହି ସମୟରେ ନିଜର MCLR ଓ Base Rateରେ ପରିବର୍ତ୍ତନ କରିନାହିଁ। ସେହିପରି ବ୍ୟାଙ୍କଗୁଡ଼ିକର rate revisionର ପ୍ରଭାବ ଗ୍ରାହକଙ୍କ ଲୋନ୍ କେଉଁ benchmark ସହିତ linked ଅଛି, ତାହା ଉପରେ ନିର୍ଭର କରିବ।
ଏଥେନ୍ସ: ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଆମେରିକା ପୁଣ...
ନୂଆଦିଲ୍ଲୀ: ଭାରତୀୟ ସେନା ନିଜର ଡ୍ରୋନ୍ କ୍ଷମତାକୁ ଆହୁରି...
ନୂଆଦିଲ୍ଲୀ: ପରବେଶ ବର୍ମାଙ୍କୁ ନେଇ ଚାଲିଥିବା ‘ଚାପ...
ବେଙ୍ଗାଲୁରୁ:ବେଙ୍ଗାଲୁରୁର ଫ୍ରିଡମ୍ ପାର୍କରେ ଗୁରୁବାର ଆୟୋ...
ୱାଶିଂଟନ୍: ନୋବେଲ ଶାନ୍ତି ପୁରସ୍କାର ନେଇ ଆମେରିକାର ରାଷ୍ଟ...
ମୁମ୍ବାଇ: ଅଜୟ ଦେବଗନଙ୍କ ‘Drishyam 3: The Concl...
ୱାଶିଂଟନ୍: ଇରାନ ବିରୋଧରେ ସମ୍ଭାବ୍ୟ ବଡ଼ ସାମରିକ ଅଭିଯାନ...
ଭାରତୀୟ ସିନେମାର ଜଣେ ପ୍ରତିଷ୍ଠିତ ଅଭିନେତା ନାନା ପାଟେକରଙ...