34 villagers arrested after attacking police and blocking national highway in Rairangpur Mayurbhanj

ପୁଲିସ ଉପରେ ଆକ୍ରମଣ ଓ ଜାତୀୟ ରାଜପଥ ଅବରୋଧ ଘଟଣା: ୩୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ତିରିଂ ଥାନା ଅଞ୍ଚଳରେ ଜନୈକ ଆଦିବାସୀ ନାବାଳିକାଙ୍କ ସହ ଅସଦାଚରଣ ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ବହଳଦା ବାଇପାସରେ ଗ୍ରାମବାସୀମାନେ ଜାତୀୟ ରାଜପଥ ଅବରୋଧ କରି ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ପୁଲିସ ୩୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ତିରିଂ ଥାନା ଅଞ୍ଚଳରେ ଜନୈକ ଆଦିବାସୀ ନାବାଳିକାଙ୍କ ସହ ଅସଦାଚରଣ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାକୁ ନେଇ କ୍ଷୁବ୍ଧ ଗ୍ରାମବାସୀମାନେ ବହଳଦା ବାଇପାସରେ ଜାତୀୟ ରାଜପଥ ଅବରୋଧ କରିଥିଲେ।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିବା ସହ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ କିଛି ଗ୍ରାମବାସୀ ପୁଲିସ ଉପରେ ଆକ୍ରମଣ କରିଥିବା ସହ ତହସିଲଦାରଙ୍କ ଗାଡିକୁ ମଧ୍ୟ ଭାଙ୍ଗିଦେଇଥିବା ଅଭିଯୋଗ ରହିଛି।

ଏହି ଘଟଣାକୁ ଗୁରୁତ୍ୱର ସହ ପୁଲିସ ନେଇ ବହଳଦା ଥାନାରେ ମାମଲା ରୁଜୁ କରିଛି। ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ୩୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗିରଫ ହୋଇଥିବା ଲୋକମାନଙ୍କ ମଧ୍ୟରେ ୨୭ ଜଣ ମହିଳା ଓ ୭ ଜଣ ପୁରୁଷ ରହିଛନ୍ତି। ସମସ୍ତଙ୍କୁ ରାଇରଙ୍ଗପୁର କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ରାଇରଙ୍ଗପୁର ଏସଡିପିଓ ବୀରେନ୍ଦ୍ର ସେନାପତି।

Latest News
Bigg Boss 20ର କାଷ୍ଟିଂକୁ ନେଇ ବଡ଼ ପ୍ରଶ୍ନ: ଏହା କ’ଣ ସତରେ ଏକ ବଡ଼ Casting Fail?

Bigg Boss 20ର କାଷ୍ଟିଂକୁ ନେଇ ବଡ଼...

ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...

ଚିତ୍ରକୋଣ୍ଡାରେ ବ୍ୟାପୁଛି ଜଣ୍ଡିସ, ମେଡିକାଲ ବଦଳରେ ଦେଶୀ ଚିକିତ୍ସା ଉପରେ ଭରସା

ଚିତ୍ରକୋଣ୍ଡାରେ ବ୍ୟାପୁଛି ଜଣ୍ଡିସ, ମେଡିକାଲ ବଦଳରେ ଦେଶୀ...

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...

Sushmita Senଙ୍କ ପୂର୍ବରୁ ‘Taali’ ପାଇଁ ପ୍ରଥମ ପସନ୍ଦ ଥିଲେ Nawazuddin Siddiqui: ପ୍ରଯୋଜକ

Sushmita Senଙ୍କ ପୂର୍ବରୁ ‘Taali’ ପାଇଁ ପ୍ରଥମ...

‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...

Bigg Boss 20ରେ ମାହି ବିଜଙ୍କ ଏଣ୍ଟ୍ରି, ଏକ୍ସ-ହଜବ୍ୟାଣ୍ଡ ଜୟଙ୍କ ଶୁଭେଚ୍ଛା; କହିଲେ- ‘The don is in the house’

Bigg Boss 20ରେ ମାହି ବିଜଙ୍କ ଏଣ୍ଟ୍ରି,...

ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...

‘Silo’ ସିଜନ୍ ୩ ନେଇ ବଡ଼ ଖୁଲାସା: ଜୁଲିଏଟ୍‌ଙ୍କୁ କାହିଁକି ବଦଳାଗଲା କାହାଣୀ? ସିଜନ୍ ୪ରେ କ’ଣ ହେବ

‘Silo’ ସିଜନ୍ ୩ ନେଇ ବଡ଼ ଖୁଲାସା:...

ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...

କୋଇଲା ଖଣି ଖନନକୁ ଜୋରଦାର ବିରୋଧ; JCB ଆଗରେ ଛିଡ଼ାହେଲେ ୬ ଗାଁର ଲୋକ

କୋଇଲା ଖଣି ଖନନକୁ ଜୋରଦାର ବିରୋଧ; JCB...

ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ପ୍ରସ୍ତାବିତ GMDC କୋଇଲା ଖଣ...

ଝାରସୁଗୁଡ଼ା-କନକତୋରା ରାଜପଥରେ ଜଗିଛି ଯମ; ୨ ବର୍ଷ ୮ ମାସରେ ଗଲା ୧୩୩ ଜୀବନ, କେବେ ସୁଧୁରିବ ରାସ୍ତା?

ଝାରସୁଗୁଡ଼ା-କନକତୋରା ରାଜପଥରେ ଜଗିଛି ଯମ; ୨ ବର୍ଷ...

ଝାରସୁଗୁଡ଼ା-କନକତୋରା ଜାତୀୟ ରାଜପଥରେ ଦିନକୁ ଦିନ ବଢ଼ୁଛି...

ସେପ୍ଟେମ୍ବର ୧୧ରୁ ବଢ଼ିବ କ୍ଷୀର କିଣା ଦର; ଉପକୃତ ହେବେ ୩ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ

ସେପ୍ଟେମ୍ବର ୧୧ରୁ ବଢ଼ିବ କ୍ଷୀର କିଣା ଦର;...

ଭୁବନେଶ୍ୱର: ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଆସିଛି ବଡ଼ ଖୁସ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+