ମଧ୍ୟରାତ୍ରୀରେ ଅଘଟଣ: ବର୍ଷାରେ ଘର ଉପରେ ଭାଙ୍ଗି ପଡ଼ିଲା ୨୦୦ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ମହୁଲପାଲି ଗାଁରେ ପ୍ରବଳ ବର୍ଷା ଯୋଗୁଁ ଏକ ପ୍ରାୟ ୨୦୦ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ ଘର ଉପରେ ଭାଙ୍ଗି ପଡ଼ିଥିଲା। ଘଟଣାରେ ଏକ ପରିବାରର ତିନିଜଣ ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ସେମାନଙ୍କୁ ଉଦ୍ଧାର କରାଯାଇଛି।
A 200-year-old peepal tree collapsed on a house in Odisha's Boudh district, injuring three family members.
A 200-year-old peepal tree collapsed on a house in Odisha's Boudh district, injuring three family members.

ବୌଦ୍ଧ ଜିଲ୍ଲାରେ ମଧ୍ୟରାତ୍ରୀରେ ଏକ ଅଘଟଣ ଘଟିଛି। ପ୍ରବଳ ବର୍ଷା କାରଣରୁ ଏକ ପ୍ରାୟ ୨୦୦ ବର୍ଷ ପୁରୁଣା ଅଶ୍ୱତ୍ଥ ଗଛ ଉପୁଡ଼ି ଏକ ଘର ଉପରେ ଭାଙ୍ଗି ପଡ଼ିଛି। ଏଥିରେ ଘର ଭିତରେ ଶୋଇଥିବା ଏକ ପରିବାରର ତିନିଜଣ ସଦସ୍ୟ ଅଳ୍ପକେ ପ୍ରାଣରକ୍ଷା କରିଛନ୍ତି।

ଏହି ଘଟଣା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ମହୁଲପାଲି ଗାଁରେ ମଙ୍ଗଳବାର ରାତିରେ ଘଟିଥିଲା। ରାତି ପ୍ରାୟ ୧୨ଟାରୁ ୧୨ଟା ୩୦ ମଧ୍ୟରେ ଲଗାତାର ବର୍ଷା ପରେ ଅଶ୍ୱତ୍ଥ ଗଛଟି ଉପୁଡ଼ି ପଡ଼ିଥିଲା।

ଗଛଟି ଘରର ଆଜବେଷ୍ଟସ୍ ଛାତ ଭେଦ କରି ଘର ଭିତରକୁ ପଡ଼ିବା ସହ ଘରର କାନ୍ଥ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ପରିବାର ମୁଖ୍ୟ ରଞ୍ଜିତ, ତାଙ୍କ ପତ୍ନୀ ଓ ପୁଅ ଘର ଭିତରେ ଫସି ଯାଇଥିଲେ।

ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀ ଓ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବହୁ ପରିଶ୍ରମ ପରେ ତିନିଜଣଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।

ବର୍ତ୍ତମାନ ତିନିଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିବା କୁହାଯାଉଛି।

LIVE TV
LIVE
Latest News
ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

ଚୀନ୍ ବଦଳିଲା, CPM ବଦଳିଲା ନାହିଁ: ଭାରତର ଏକମାତ୍ର କମ୍ୟୁନିଷ୍ଟ ମନ୍ତ୍ରୀ CP John କହିଲେ ବାମପନ୍ଥର ଅବନତିର କାରଣ

ଚୀନ୍ ବଦଳିଲା, CPM ବଦଳିଲା ନାହିଁ: ଭାରତର...

ଭାରତରେ ବାମପନ୍ଥୀ ଦଳଗୁଡ଼ିକର ରାଜନୈତିକ ପ୍ରଭାବ ଗତ କିଛି...

ହଷ୍ଟେଲ୍‌ରୁ କ୍ୟାମ୍ପସ୍‌ ପଲିଟିକ୍ସ: DUSU ନିର୍ବାଚନରେ ଛାତ୍ର ଆବାସ ଏବେ ବଡ଼ ପ୍ରସଙ୍ଗ

ହଷ୍ଟେଲ୍‌ରୁ କ୍ୟାମ୍ପସ୍‌ ପଲିଟିକ୍ସ: DUSU ନିର୍ବାଚନରେ ଛାତ୍ର...

ଦିଲ୍ଲୀ ୟୁନିଭର୍ସିଟିରDUSU ନିର୍ବାଚନ ୨୦୨୬ରେ ଏଥର କେବଳ କ...

AI କ’ଣ ପରମାଣୁ ଅସ୍ତ୍ରଠାରୁ ମଧ୍ୟ ବିପଜ୍ଜନକ? ୪ ମାସରେ Anthropic ଛାଡ଼ିଲେ ଇଞ୍ଜିନିୟର, ଦେଲେ ବଡ଼ ଚେତାବନୀ?

AI କ’ଣ ପରମାଣୁ ଅସ୍ତ୍ରଠାରୁ ମଧ୍ୟ ବିପଜ୍ଜନକ?...

କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...

୧୪ରୁ ୨୧ ସେପ୍ଟେମ୍ବର ସାପ୍ତାହିକ ରାଶିଫଳ: ୫ ରାଶିଙ୍କ ପାଇଁ ଧନ ଓ କ୍ୟାରିୟରରେ ଲାଭ, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ

୧୪ରୁ ୨୧ ସେପ୍ଟେମ୍ବର ସାପ୍ତାହିକ ରାଶିଫଳ: ୫...

ନୂଆ ସପ୍ତାହ ଆରମ୍ଭ ହେବା ସହ ଗ୍ରହ ଓ ନକ୍ଷତ୍ରଙ୍କ ଗତିରେ ମ...

ପଶ୍ଚିମବଙ୍ଗର ଭୋଟର ତାଲିକା ମାମଲା: ୩୭ ଲକ୍ଷରୁ ଅଧିକ ଅପିଲ୍‌ ଏବେ ବି ବିଚାରାଧୀନ, ସୁପ୍ରିମକୋର୍ଟରେ ECର ସୂଚନା

ପଶ୍ଚିମବଙ୍ଗର ଭୋଟର ତାଲିକା ମାମଲା: ୩୭ ଲକ୍ଷରୁ...

ପଶ୍ଚିମବଙ୍ଗର ଭୋଟର ତାଲିକାର Special Intensive Revisio...

AI କାରଣରୁ ୩ ବର୍ଷ ମଧ୍ୟରେ ମାନବ ବିଲୁପ୍ତ ହେବାର ୭୦% ସମ୍ଭାବନା ଅଛି କି? OpenAI ସୁରକ୍ଷା ଗବେଷକଙ୍କ ବଡ଼ ଚେତାବନୀ

AI କାରଣରୁ ୩ ବର୍ଷ ମଧ୍ୟରେ ମାନବ...

କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...

ଗର୍ଭବତୀ ମହିଳା ଓ ସ୍ୱାମୀଙ୍କ ସହ ପୁଲିସ ମାରପିଟ ଅଭିଯୋଗ; ବାଲାଘାଟରେ ମରାର-ମାଳି ସମାଜର ବିକ୍ଷୋଭ, ରାଜନୈତିକ ଚର୍ଚ୍ଚା ତେଜ

ଗର୍ଭବତୀ ମହିଳା ଓ ସ୍ୱାମୀଙ୍କ ସହ ପୁଲିସ...

ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର କିରନାପୁରରେ ପୁଲିସ କାର୍ଯ...

Android ଫୋନ୍‌ରେ ନୂଆ ମାଲୱେର୍‌ର ଆତଙ୍କ? OTP ଚୋରି ସହ WhatsApp ଓ Telegram ଉପରେ ରଖୁଛି ନଜର

Android ଫୋନ୍‌ରେ ନୂଆ ମାଲୱେର୍‌ର ଆତଙ୍କ? OTP...

Android ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ମାଲୱେର୍‌କୁ...

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧ ବିଲିୟନ୍ ଡଲାରର ବ୍ୟବସାୟରେ ପରିଣତ କଲା କମ୍ପାନୀ

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧...

ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...

ତାମିଲନାଡୁରେ ନବୋଦୟ ସ୍କୁଲ ଓ ହିନ୍ଦୀ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ, ରାଜ୍ୟକୁ ମିଳିଲା ୩ ମାସ ସମୟ

ତାମିଲନାଡୁରେ ନବୋଦୟ ସ୍କୁଲ ଓ ହିନ୍ଦୀ ପ୍ରସଙ୍ଗ:...

ତାମିଲନାଡୁରେ ଜବାହର ନବୋଦୟ ବିଦ୍ୟାଳୟ ସ୍ଥାପନ ଓ ଭାଷା ନୀତ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+