‘ରାମଙ୍କ ନାଁ ଶୁଣିଲେ ବାବରଙ୍କ ଭଳି ବିରକ୍ତ ହୁଏ ସମାଜବାଦୀ ପାର୍ଟି’: ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି (SP)କୁ ଟାର୍ଗେଟ କରି କହିଛନ୍ତି ଯେ ଭଗବାନ ରାମଙ୍କ ନାମ ଉଚ୍ଚାରଣ ହେଲେ ଦଳଟି ମୁଗଲ ସମ୍ରାଟ ବାବରଙ୍କ ଭଳି ବିରକ୍ତ ହୁଏ।
ମେରଠରେ BJPର ଶକ୍ତି କେନ୍ଦ୍ର ସମ୍ମିଳନୀରେ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ଦେଇଛନ୍ତି ଉତ୍ତରପ୍ରଦେଶ CM ଯୋଗୀ ଆଦିତ୍ୟନାଥ।
ମେରଠରେ BJPର ଶକ୍ତି କେନ୍ଦ୍ର ସମ୍ମିଳନୀରେ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ଦେଇଛନ୍ତି ଉତ୍ତରପ୍ରଦେଶ CM ଯୋଗୀ ଆଦିତ୍ୟନାଥ।

ଉତ୍ତରପ୍ରଦେଶର ମେରଠରେ ସୋମବାର ଆୟୋଜିତ BJPର ପଶ୍ଚିମ ଅଞ୍ଚଳ ‘ଶକ୍ତି କେନ୍ଦ୍ର’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି ଓ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ନେଇ ଅନେକ ରାଜନୈତିକ ମନ୍ତବ୍ୟ ଦେଇଛନ୍ତି। କାର୍ଯ୍ୟକ୍ରମରେ BJPର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ମଧ୍ୟ ଉପସ୍ଥିତ ଥିଲେ।

ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେଭଗବାନ ରାମଙ୍କ ନାମ ଉଲ୍ଲେଖ ହେଲେ ସମାଜବାଦୀ ପାର୍ଟି ବାବରଙ୍କ ଭଳି ବିରକ୍ତ ହୁଏ।ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ SP ଧାର୍ମିକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରେ। ଏହି ମନ୍ତବ୍ୟ ତାଙ୍କ ରାଜନୈତିକ ଭାଷଣର ଅଂଶ ଥିଲା।

ଏହା ସହିତ ଯୋଗୀ SP, BSP ଓ କଂଗ୍ରେସ ବିରୋଧରେପରିବାରବାଦ ଓ ଜାତିବାଦର ରାଜନୀତିକରୁଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ଏହି ଦଳଗୁଡ଼ିକ କ୍ଷମତାକୁ ନିଜସ୍ୱ ସ୍ୱାର୍ଥ ଓ ପରିବାରକେନ୍ଦ୍ରିକ ରାଜନୀତି ପାଇଁ ବ୍ୟବହାର କରିଛନ୍ତି।

ଭାଷଣରେ ଯୋଗୀ ଭାରତରସନାତନ ପରମ୍ପରା ଓ ସାଂସ୍କୃତିକ ଐତିହ୍ୟପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ନୂଆ ଭାରତ’ ନିଜ ଐତିହ୍ୟ ଉପରେ ଗର୍ବ କରୁଥିବା ସେ କହିଛନ୍ତି। ଏହାର ଉଦାହରଣ ଭାବେ ସେକାଶୀ ବିଶ୍ୱନାଥ ଧାମ, ଅଯୋଧ୍ୟାର ରାମ ମନ୍ଦିର ଏବଂ ମଥୁରା-ବୃନ୍ଦାବନର ବିକାଶ କାର୍ଯ୍ୟବିଷୟରେ ଉଲ୍ଲେଖ କରିଛନ୍ତି।

ଏହି ସମ୍ମିଳନୀରେ BJPର ସାଂଗଠନିକ ପ୍ରସ୍ତୁତି ଏବଂ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା।

LIVE TV
LIVE
Latest News
ବାତ୍ୟାକୁ ନେଇ ନବରଙ୍ଗପୁର ପ୍ରଶାସନ ସଜାଗ, ଗାଁ ଗାଁରେ ଚାଲିଛି ସଚେତନତା ଅଭିଯାନ

ବାତ୍ୟାକୁ ନେଇ ନବରଙ୍ଗପୁର ପ୍ରଶାସନ ସଜାଗ, ଗାଁ...

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସଜା...

‘ଆର୍ଣ୍ଣବ’ର ଗତି ବଢ଼ିଲା: ଅକ୍ଟୋବର ୨୭ରୁ ଓଡ଼ିଶାରେ ବର୍ଷା, ଆନ୍ଧ୍ର ଉପକୂଳ ଆଡ଼କୁ ବାତ୍ୟା

‘ଆର୍ଣ୍ଣବ’ର ଗତି ବଢ଼ିଲା: ଅକ୍ଟୋବର ୨୭ରୁ ଓଡ଼ିଶାରେ...

ବଙ୍ଗୋପସାଗରରେ ସୃଷ୍ଟ ଚକ୍ରବାତୀୟ ଝଡ଼ ‘ଆର୍ଣ୍ଣବ&rs...

ଭକ୍ତିରେ ମଜିଲେ ବିରାଟ-ଅନୁଷ୍କା, କୃଷ୍ଣ ଦାସଙ୍କ କୀର୍ତ୍ତନରେ ଝୁମିଲେ ଷ୍ଟାର୍ ଦମ୍ପତି

ଭକ୍ତିରେ ମଜିଲେ ବିରାଟ-ଅନୁଷ୍କା, କୃଷ୍ଣ ଦାସଙ୍କ କୀର୍ତ୍ତନରେ...

ମୁମ୍ବାଇ:କ୍ରିକେଟ୍ ଓ ସିନେମା ଜଗତର ଚର୍ଚ୍ଚିତ ଦମ୍ପତି ବିର...

‘ବିଶ୍ୱାସ ଦେ ପୃଥ୍ୱୀ’ ପାଇଁ ଡଃ ଆଶୁତୋଷ ପରିଡ଼ାଙ୍କୁ ୪୭ତମ ସାରଳା ପୁରସ୍କାର

‘ବିଶ୍ୱାସ ଦେ ପୃଥ୍ୱୀ’ ପାଇଁ ଡଃ ଆଶୁତୋଷ...

ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଡଃ ଆଶୁତୋଷ ପରିଡ଼ାଙ୍କୁ ମିଳିଛ...

Rise & Fall 2: Ultimate Ruler ହେଲେ Gautam Gulati, Towerର ନାଁ ବଦଳାଇଲେ ‘Gautam City’

Rise & Fall 2: Ultimate Ruler...

Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...

Fauzi First Look: ଜନ୍ମଦିନରେ ଧମାକା କଲେ Prabhas, ‘ରେବେଲ୍ ସୋଲଜର’ ଅବତାରରେ ନଜର; ରିଲିଜ୍ ଡେଟ୍ ଘୋଷଣା

Fauzi First Look: ଜନ୍ମଦିନରେ ଧମାକା କଲେ...

‘India’s biggest rebel soldier’...

₹୭୧୦ କୋଟି ପାର୍‌ ‘Jailer 2’! ବକ୍ସ ଅଫିସ୍‌ରେ ରଜନୀକାନ୍ତଙ୍କ ଜଲୱା

₹୭୧୦ କୋଟି ପାର୍‌ ‘Jailer 2’! ବକ୍ସ...

ଚେନ୍ନାଇ: ସୁପରଷ୍ଟାରରଜନୀକାନ୍ତଙ୍କ ‘Jailer 2&rsq...

କଣାସରେ ହଜାର ହଜାର ପ୍ରବାସୀ ପକ୍ଷୀଙ୍କ ସମାଗମ, ବଢ଼ିଲା ପକ୍ଷୀପ୍ରେମୀଙ୍କ ଭିଡ଼

କଣାସରେ ହଜାର ହଜାର ପ୍ରବାସୀ ପକ୍ଷୀଙ୍କ ସମାଗମ,...

ପୁରୀ: ଶୀତ ଋତୁ ଆସିବା ପୂର୍ବରୁ ପୁରୀ ଜିଲ୍ଲାର କଣାସ ଅଞ୍ଚ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+