America ର President Donald Trump ଙ୍କ ପରିବାର ପୁଣିଥରେ ବିବାଦରେ ପଡ଼ିଛି । Trump ଙ୍କ ଦୁଇ ପୁଅ Eric Trump ଓ Donald Trump Jr. ଏକ drone startup company କୁ ସମର୍ଥନ କରୁଥିବାରୁ ବିବାଦ ବଢ଼ିଛି ।
Florida ଭିତ୍ତିକ “Powers” ନାମକ ଏହି company Middle East ରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଧ୍ୟାନରେ ରଖି ନିଜର advanced drone technology ବିକ୍ରି କରୁଛି । ଏହା Iran ର ସମ୍ଭାବ୍ୟ attack ସମ୍ମୁଖୀନ ହେଉଥିବା ଦେଶଗୁଡ଼ିକୁ ଦିଆଯାଉଛି ।
Former ethics advisor Richard Painter ଏହି business କୁ କଡ଼ା ଭାବରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ Gulf ଦେଶମାନେ ଚାପରେ ଏହି technology କିଣୁଛନ୍ତି, ଯାହା ରାଜନୈତିକ ସ୍ୱାର୍ଥ ସହ ଜଡ଼ିତ ହୋଇପାରେ ।
ସେ ଆହୁରି କହିଛନ୍ତି, “America ଇତିହାସରେ ପ୍ରଥମ ଥର ପାଇଁ ଏକ President ପରିବାର ଯୁଦ୍ଧରୁ ଲାଭ କମାଉଛି, ଯେଉଁଠାରେ Congress ର କୌଣସି ସହମତି ନାହିଁ ।”
ଅନ୍ୟପଟେ, company ର co-founder Brett Velicovich କହିଛନ୍ତି ଯେ ଏହା ସୁରକ୍ଷା ଦୃଷ୍ଟିରୁ ଜରୁରୀ । ସେ କହିଛନ୍ତି ଯେ “interceptor system” Iran ର drone attack କୁ ରୋକିପାରିବ ଓ ଏହା ଅନେକ ଲୋକଙ୍କ ଜୀବନ ବଞ୍ଚାଇପାରିବ ।
ସେ କହିଛନ୍ତି ଯେ “ଆମେ ଏବେ ଏକ arms race ମଧ୍ୟରେ ଅଛୁ, ଯଦି America technology ରେ ପଛରେ ପଡ଼ିଯାଏ, ତେବେ ଏହା ଜୋଖିମପୂର୍ଣ୍ଣ ହେବ ।”
ରିପୋର୍ଟ ଅନୁଯାୟୀ, ଏହି deal ରେ Trump ଙ୍କ ପୁଅମାନେ company ରେ ବଡ଼ share ପାଇପାରନ୍ତି ।
Eric Trump ଏହାକୁ ସମର୍ଥନ କରି କହିଛନ୍ତି, “ମୁଁ ଯେଉଁ company ଉପରେ ବିଶ୍ୱାସ କରେ, ସେଠାରେ invest କରିଥିବାରୁ ଗର୍ବ ଅନୁଭବ କରୁଛି । Drone ହେଉଛି future technology ।”
ଏହି ଘଟଣା ପରେ America ରେ ‘conflict of interest’ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଏକ ପଟେ ଏହାକୁ security ଓ technology development ବୋଲି କୁହାଯାଉଥିବା ବେଳେ, ଅନ୍ୟପଟେ ଏହାକୁ ଯୁଦ୍ଧ ଭୟକୁ ବ୍ୟବହାର କରି ଲାଭ କମାଇବା ଭାବରେ ସମାଲୋଚନା କରାଯାଉଛି ।
ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟାକୁ ଅ...
ପଞ୍ଜାବର ଫିରୋଜପୁର ସେକ୍ଟରସ୍ଥିତ ଭାରତ-ପାକିସ୍ତାନ ସୀମାରେ...
ଦିଲ୍ଲୀର ଜନ୍ତର-ମନ୍ତରରେ ସମ୍ପ୍ରତି ଆୟୋଜିତ ସିଜେପିର&lsqu...
ଅଗଷ୍ଟ ମାସରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବ...
ଓଡ଼ିଶାର ଦ୍ରୁତ ବିକାଶଶୀଳ ପ୍ରଯୁକ୍ତି ପରିବେଶ ପାଇଁ ଏକ ବଡ...
ଦେଶର ବିଭିନ୍ନ ରାଜ୍ୟରେ ମୌସୁମୀ ବର୍ଷାର ପ୍ରକୋପ ଜାରି ରହି...
ମଣିପୁରରେ ୨୦୨୩ ମସିହାରେ ଘଟିଥିବା ଜାତିଗତ ହିଂସା ସମ୍ପର୍କ...
ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ରଛାତ୍ରୀଙ୍କ ବିରୋଧ...
ଉଚ୍ଚଶିକ୍ଷା ପାଇଁ ବଢ଼ୁଥିବା ଖର୍ଚ୍ଚ ଅନେକ ପରିବାରଙ୍କ ପାଇ...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ...