Supreme Court orders CBI probe into contracts linked to Pema Khandu family

Supreme Court ର ନିର୍ଦ୍ଦେଶ: Arunachal CM Pema Khandu ସମ୍ପର୍କିତ ଠିକା ମାମଲାରେ CBI ତଦନ୍ତ

Arunachal Pradesh CM Pema Khanduଙ୍କ ପରିବାର ସହ ଜଡ଼ିତ ସଂସ୍ଥାକୁ ଠିକା ଦେବା ଅଭିଯୋଗରେ Supreme Court CBI ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । 16 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।

Arunachal Pradesh ର Chief Minister Pema Khanduଙ୍କ ପରିବାର ସହ ଜଡ଼ିତ କମ୍ପାନୀଗୁଡ଼ିକୁ ସରକାରୀ ଠିକା ଦିଆଯାଇଥିବା ଅଭିଯୋଗରେ Supreme Court CBI ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ।

Court CBI କୁ ଏକ Preliminary Inquiry (PI) ଆରମ୍ଭ କରିବାକୁ କହିଛନ୍ତି । ଏହି ତଦନ୍ତରେ 2015 ରୁ 2025 ପର୍ଯ୍ୟନ୍ତ ନିଆଯାଇଥିବା ସମସ୍ତ ନିଷ୍ପତ୍ତି ଓ ତାହାର କାର୍ଯ୍ୟାନ୍ୱୟନକୁ ସାମିଲ କରାଯିବ ।

ବିଶେଷକରି respondents 4 to 6 କୁ ଦିଆଯାଇଥିବା ଠିକାଗୁଡ଼ିକୁ CBI ଯାଞ୍ଚ କରିବ । Court କହିଛନ୍ତି ଯେ ଏହି ସମୟ ସୀମା ବାହାରେ ଥିବା ନିଷ୍ପତ୍ତି ମଧ୍ୟ ଆବଶ୍ୟକ ହେଲେ ଯାଞ୍ଚ କରାଯାଇପାରିବ ।

State Government କୁ ଏହି ଆଦେଶକୁ 1 ସପ୍ତାହ ମଧ୍ୟରେ ପାଳନ କରିବାକୁ କୁହାଯାଇଛି । Chief Secretary ଜଣେ nodal officer ନିଯୁକ୍ତ କରି CBI କୁ ସମସ୍ତ ଆବଶ୍ୟକ record ଯୋଗାଇବେ ।

CBI କୁ 16 ସପ୍ତାହ ମଧ୍ୟରେ status report ଦାଖଲ କରିବାକୁ ହେବ ଓ ଆବଶ୍ୟକ ହେଲେ further investigation କରିବା ନେଇ ନିଷ୍ପତ୍ତି ନେବ ।

Justice Vikram Nathଙ୍କ ନେତୃତ୍ୱରେ 3-judge bench ଏହି ଆଦେଶ ଦେଇଛନ୍ତି ।

ଆବେଦନରେ ଅଭିଯୋଗ ହୋଇଛି ଯେ Arunachal Pradesh ରେ ବିଭିନ୍ନ development project ର ଠିକା CMଙ୍କ ପରିବାର ସହ ଜଡ଼ିତ କମ୍ପାନୀଗୁଡ଼ିକୁ ଦିଆଯାଇଥିଲା ।

Latest News
ଭାରତରେ ବଢୁଛି ମାନସିକ ଚିନ୍ତା: ମଧ୍ୟପ୍ରଦେଶରେ ବର୍ଷକରେ ୧୫,୪୯୧ ଆତ୍ମହତ୍ୟା, ବଢୁଛି ଉଦ୍ବେଗ

ଭାରତରେ ବଢୁଛି ମାନସିକ ଚିନ୍ତା: ମଧ୍ୟପ୍ରଦେଶରେ ବର୍ଷକରେ...

ଭାରତରେ ମାନସିକ ସ୍ୱାସ୍ଥ୍ୟ ଏବେ ଏକ ଗୁରୁତର ସାମାଜିକ ଏବଂ...

ସାପ୍ତାହିକ ରାଶିଫଳ (ମେ ୨୫ – ଜୁନ୍ ୧): କେଉଁ ରାଶି ପାଇଁ ଶୁଭ ସମୟ, କେଉଁଠି ରହିଛି ସତର୍କ ସଙ୍କେତ?

ସାପ୍ତାହିକ ରାଶିଫଳ (ମେ ୨୫ – ଜୁନ୍...

ନୂତନ ସପ୍ତାହର ଆରମ୍ଭ ସହ ଗ୍ରହ-ନକ୍ଷତ୍ରର ସ୍ଥିତିରେ ହେଉଥି...

ସାପ୍ତାହିକ ରାଶିଫଳ (୮ ଜୁନ୍ - ୧୫ ଜୁନ୍ ୨୦୨୬): କେଉଁ ରାଶି ପାଇଁ ସଫଳତା, କେଉଁଠି ରହିଛି ସତର୍କତା?

ସାପ୍ତାହିକ ରାଶିଫଳ (୮ ଜୁନ୍ - ୧୫...

ମେଷ : ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର...

NEET-UG 2026 ପୁନଃପରୀକ୍ଷା ତ୍ରୁଟିମୁକ୍ତ ଓ ନିର୍ଦ୍ଦୋଷ ଭାବେ ସମ୍ପନ୍ନ ହୋଇଛି: NTA ଡିଜି ଅଭିଷେକ ସିଂହ

NEET-UG 2026 ପୁନଃପରୀକ୍ଷା ତ୍ରୁଟିମୁକ୍ତ ଓ ନିର୍ଦ୍ଦୋଷ...

ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (NEET-UG) 2026...

ସାପ୍ତାହିକ ରାଶିଫଳ (ମେ ୧୮ – ମେ ୨୫): କେଉଁ ରାଶି ପାଇଁ ସଫଳତା, କେଉଁଠି ରହିଛି ସତର୍କତା?

ସାପ୍ତାହିକ ରାଶିଫଳ (ମେ ୧୮ – ମେ...

ନୂତନ ସପ୍ତାହର ଆରମ୍ଭ ସହ ଗ୍ରହ-ନକ୍ଷତ୍ରର ଗତିବିଧିରେ ହେଉଥ...

ହେୟାର କଲର୍ ଓ ଷ୍ଟ୍ରେଟନିଂରେ ବଢ଼ିପାରେ କ୍ୟାନ୍ସର ଝୁମ୍ପ? ଗବେଷଣାରେ ଚିନ୍ତାଜନକ ସୂଚନା

ହେୟାର କଲର୍ ଓ ଷ୍ଟ୍ରେଟନିଂରେ ବଢ଼ିପାରେ କ୍ୟାନ୍ସର...

ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆଜିକାଲି ଅନେକ ମହିଳା ଏବଂ ପୁର...

ନାଗପୁର ନିଟ୍‌ ଛାତ୍ରଙ୍କ ଆବୁଧାବି ସେଣ୍ଟର ବିବାଦରେ ନୂଆ ମୋଡ଼, ଏନ୍‌ଟିଏର ସ୍ପଷ୍ଟୀକରଣ ଘିରିଲା ଚର୍ଚ୍ଚା

ନାଗପୁର ନିଟ୍‌ ଛାତ୍ରଙ୍କ ଆବୁଧାବି ସେଣ୍ଟର ବିବାଦରେ...

ନିଟ୍-ୟୁଜି ୨୦୨୬ ପୁନଃପରୀକ୍ଷାକୁ ନେଇ ଚର୍ଚ୍ଚା ମଧ୍ୟରେ ନା...

ଅସଫା ଓ କ୍ଷତିଗ୍ରସ୍ତ ଛୁରି ବ୍ୟବହାର ବନ୍ଦ କରନ୍ତୁ: ଖାଦ୍ୟ ବ୍ୟବସାୟୀଙ୍କୁ FSSAIର କଡ଼ା ନିର୍ଦ୍ଦେଶ

ଅସଫା ଓ କ୍ଷତିଗ୍ରସ୍ତ ଛୁରି ବ୍ୟବହାର ବନ୍ଦ...

ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ...

ଏମ୍ସ ଭୁବନେଶ୍ୱରର ଜୁନିୟର ଡାକ୍ତର ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ

ଏମ୍ସ ଭୁବନେଶ୍ୱରର ଜୁନିୟର ଡାକ୍ତର ଭଡ଼ାଘରୁ ଝୁଲନ୍ତା...

ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍...

ନାଗପୁର ଛାତ୍ରଙ୍କୁ ଅବୁଧାବି ପରୀକ୍ଷା କେନ୍ଦ୍ର ଆବଣ୍ଟନ ତ୍ରୁଟି ସୁଧାରିଲା NTA, ନୂଆ ଆଡମିଟ୍ କାର୍ଡ ଜାରି

ନାଗପୁର ଛାତ୍ରଙ୍କୁ ଅବୁଧାବି ପରୀକ୍ଷା କେନ୍ଦ୍ର ଆବଣ୍ଟନ...

National Testing Agency ପକ୍ଷରୁ NEET-UG 2026 ପୁନଃପର...

CBSE ଦଶମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା ଫଳ ଖୁବ୍‌ ଶୀଘ୍ର, ୬.୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଅପେକ୍ଷା

CBSE ଦଶମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା...

Central Board of Secondary Education ଖୁବ୍ ଶୀଘ୍ର ଦଶ...

ସାପ୍ତାହିକ ରାଶିଫଳ (୧ ଜୁନ୍ – ୮ ଜୁନ୍ ୨୦୨୬): କେଉଁ ରାଶି ପାଇଁ ସଫଳତା, କେଉଁଠି ରହିଛି ସତର୍କତା?

ସାପ୍ତାହିକ ରାଶିଫଳ (୧ ଜୁନ୍ – ୮...

ମେଷ : ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍...

Breaking News
+