ଗରମ ଦିନରେ ଅଧିକ ଘାମ, ଶରୀରରେ ପାଣି କମିଯିବା ଓ ଅନିୟମିତ lifestyle କାରଣରୁ Urinary Tract Infection (UTI)ର ଝୁମ୍ପ ବହୁଗୁଣା ବଢ଼ିଯାଏ। ବିଶେଷକରି ମହିଳାମାନଙ୍କ ମଧ୍ୟରେ summer seasonରେ UTI ସମସ୍ୟା ଅଧିକ ଦେଖାଯାଏ ବୋଲି ଡାକ୍ତରମାନେ କହିଛନ୍ତି।
ଡାକ୍ତରମାନଙ୍କ ଅନୁସାରେ, ଗରମରେ dehydration ବଢ଼ିଯାଇଥାଏ, ଯାହାର ଫଳରେ ଶରୀର କମ୍ parisra ତିଆରି କରେ। ଏଥିରେ urinary tractରେ bacteria ଅଧିକ ସମୟ ରହି multiply କରିଥାଏ, ଯାହା infectionର କାରଣ ହୁଏ।
ଅଧିକ humidity, tight କିମ୍ବା synthetic clothes, ଦୀର୍ଘ ସମୟ wet clothes ପିନ୍ଧି ରହିବା ଓ proper hygieneର ଅଭାବ ମଧ୍ୟ UTI risk ବଢ଼ାଇଥାଏ।
ଗୁରୁତର ଅବସ୍ଥାରେ fever, chills କିମ୍ବା back pain ମଧ୍ୟ ହୋଇପାରେ।
ଡାକ୍ତରମାନେ self-medication କିମ୍ବା over-the-counter antibiotics ବ୍ୟବହାର ନକରି professional medical advice ନେବାକୁ ପରାମର୍ଶ ଦେଇଛନ୍ତି।
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନରେ ଭୁଶୁଡ଼ି ପଡ଼ିଥିବା ଏକ P...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...