ମଧ୍ୟ ପ୍ରଦେଶର ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିର ବିସ୍ତାର କାର୍ଯ୍ୟ ସମୟରେ ଖନନ ବେଳେ ଏକ ବିଶାଳ ଶିବଲିଙ୍ଗ ମିଳିବା ଘଟଣା ଧାର୍ମିକ ଓ ପୁରାତତ୍ତ୍ୱ ମହଳରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି। Simhastha Kumbh Mela 2028 ପାଇଁ ଚାଲିଥିବା ଭୂମି ସମତଳ କାର୍ଯ୍ୟ ବେଳେ ଏହି ପବିତ୍ର ଆବିଷ୍କାର ହୋଇଥିଲା।
ଶିବଲିଙ୍ଗ ମିଳିବା ପରେ ସତ୍ବରା ଖନନ କାର୍ଯ୍ୟ ବନ୍ଦ କରାଯାଇଥିଲା ଏବଂ ପ୍ରଶାସନକୁ ସୂଚନା ଦିଆଯାଇଥିଲା। ପରେ ସ୍ଥାନୀୟ ପ୍ରଶାସନ, ମନ୍ଦିର ପୁଜାରୀ ଓ ଅନେକ ଭକ୍ତ ସ୍ଥଳରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ।
ପୁଜାରୀମାନଙ୍କ କହିବା ଅନୁସାରେ, ମହାକାଳଙ୍କ ପବିତ୍ର ଧାମରେ ଏପରି ଆବିଷ୍କାର ସନାତନ ସଂସ୍କୃତିର ଗୌରବକୁ ଆହୁରି ମଜବୁତ କରିଛି। ବର୍ତ୍ତମାନ ପୁରାତତ୍ତ୍ୱ ବିଭାଗ ଏହାର ଐତିହାସିକ ମୂଲ୍ୟ ଓ ପ୍ରାଚୀନତା ନେଇ ଅଧ୍ୟୟନ କରିବ।
ଏହି ଘଟଣା ଉଜ୍ଜୟିନୀର ଆଧ୍ୟାତ୍ମିକ ମହତ୍ତ୍ୱକୁ ଆହୁରି ଉଜାଗର କରିଥିବା ବେଳେ Simhastha 2028 ପ୍ରସ୍ତୁତି ମଧ୍ୟରେ ଏହାକୁ ଏକ ଶୁଭ ସଙ୍କେତ ଭାବେ ଦେଖାଯାଉଛି।
ବଙ୍ଗୋପସାଗରରେ ଆଉ ଏକ ପାଣିପାଗ ପ୍ରଣାଳୀକୁ ନେଇ ଚର୍ଚ୍ଚା ବ...
କେବେ ନେଇପାରେ ବାତ୍ୟାର ରୂପ? ପାଣିପାଗ ବିଶାରଦଙ୍କ ଆକଳ...
ବଙ୍ଗୋପସାଗରରେ ଆଉ ଏକ ଅବପାତ ସମ୍ଭାବନା, ନଭେମ୍ବର ୧ରୁ ଓଡ଼...
ନୂଆଦିଲ୍ଲୀ: ପ୍ରଥମ କମନୱେଲ୍ଥ କବାଡ଼ି ଚାମ୍ପିଅନସିପ୍&zwnj...
ହକି ପଡ଼ିଆରେ ଜଣେ ମହାନ ଖେଳାଳିଙ୍କ ପରିଚୟ କେବଳ ଗୋଲ୍&zwn...
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳକୁ ଚତୁର୍ଥ T20...
ଭୁବନେଶ୍ୱର: ବଙ୍ଗୋପସାଗରରେ ପାଣିପାଗରେ ପରିବର୍ତ୍ତନ ଦେଖାଦ...
ମୁମ୍ବାଇ: IPL 2027 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନା...