E20

E20 ପେଟ୍ରୋଲକୁ ନେଇ ଟ୍ରୋଲ୍ ହେଲେ ରାହୁଲ ଗାନ୍ଧୀ, ବିଜେପିର ପାଲଟା ଆକ୍ରମଣ

E20 ପେଟ୍ରୋଲକୁ ନେଇ ରାହୁଲ ଗାନ୍ଧୀଙ୍କ ଭିଡିଓକୁ ନେଇ ବିଜେପି ତାଙ୍କୁ ଟ୍ରୋଲ୍ କରିଛି। ରାହୁଲ ଦେଖାଇଥିବା କାରର ଫ୍ୟୁଏଲ୍ ଟାଙ୍କ ନିକଟରେ ‘Up to E20’ ଲେଖାଥିବା ଦର୍ଶାଇ ବିଜେପି ତାଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଛି।

ନୂଆଦିଲ୍ଲୀ: E20 ପେଟ୍ରୋଲକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ରାହୁଲ ଗାନ୍ଧୀ ଭିଡିଓ ଜାରି କରି E20 ଇନ୍ଧନ ଯୋଗୁଁ ସାଧାରଣ ଲୋକଙ୍କ ଗାଡ଼ି ନଷ୍ଟ ହେଉଥିବା ଏବଂ ମରାମତି ଖର୍ଚ୍ଚ ବଢ଼ୁଥିବା ଅଭିଯୋଗ କରିଥିଲେ।

ଏହାର ଜବାବରେ ବିଜେପି ରାହୁଲଙ୍କ ଭିଡିଓକୁ ନେଇ ପାଲଟା ଆକ୍ରମଣ କରିଛି। ବିଜେପିର ଦାବି ଅନୁସାରେ, ରାହୁଲ ଯେଉଁ କାରର ଫ୍ୟୁଏଲ୍ ଟାଙ୍କ ଖୋଲି ଦେଖାଉଥିଲେ, ସେହି ଟାଙ୍କ ନିକଟରେ କମ୍ପାନୀ ପକ୍ଷରୁ ‘Up to E20’ କିମ୍ବା ‘E20 Comfortable’ ଲେଖାଯାଇଥିଲା। ଅର୍ଥାତ୍ କାରଟି E20 ଇନ୍ଧନ ବ୍ୟବହାର ପାଇଁ ଉପଯୋଗୀ ବୋଲି ବିଜେପି କହିଛି।

ବିଜେପି ଅଭିଯୋଗ କରିଛି ଯେ, ବିନା ଯଥେଷ୍ଟ ତଥ୍ୟ କିମ୍ବା ରିସର୍ଚ୍ଚରେ ରାହୁଲ ଗାନ୍ଧୀ କେବଳ ରାଜନୈତିକ ଲାଭ ପାଇଁ ଏଭଳି ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହାକୁ ନେଇ ବିଜେପି ତାଙ୍କୁ କଟାକ୍ଷ ମଧ୍ୟ କରିଛି।

ଅନ୍ୟପଟେ, ରାହୁଲ ଗାନ୍ଧୀଙ୍କ ଦାବି ହେଉଛି E20 ଇନ୍ଧନ ଯୋଗୁଁ ଗାଡ଼ିର ରକ୍ଷଣାବେକ୍ଷଣ ଖର୍ଚ୍ଚ ବଢ଼ୁଛି ଏବଂ ଏହାର ଭାର ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ବିଜେପିର ଏହି ପାଲଟା ଆକ୍ରମଣ ଉପରେ ଏପର୍ଯ୍ୟନ୍ତ ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

Latest News
‘ଖାନ୍ନା’ ହଟାଇବାକୁ ଚାହୁଁଛନ୍ତି ଆକାଂକ୍ଷା, Metaକୁ ମାଗିଲେ ସହାୟତା

‘ଖାନ୍ନା’ ହଟାଇବାକୁ ଚାହୁଁଛନ୍ତି ଆକାଂକ୍ଷା, Metaକୁ ମାଗିଲେ...

ନୂଆଦିଲ୍ଲୀ:ଟେଲିଭିଜନ ଜଗତର ଚର୍ଚ୍ଚିତ ଦମ୍ପତି ଆକାଂକ୍ଷା ଚ...

କେନ୍ଦ୍ରାପଡ଼ାରେ ବନ୍ୟା ବିପତ୍ତି: ଚାରିପଟୁ ପାଣି ଘେରରେ ଗାଁ, ଖାଦ୍ୟ ଓ ସୁରକ୍ଷାକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ାରେ ବନ୍ୟା ବିପତ୍ତି: ଚାରିପଟୁ ପାଣି ଘେରରେ...

ସିଂହଗାଁ ପଞ୍ଚାୟତର ଚାରିପଟୁ ବନ୍ୟାଜଳ ଘେରି ରହିଛି। ଗୋଟିଏ...

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିରୋଧରେ ମନ୍ତବ୍ୟ ମାମଲା: ଫୋକସ୍ ପ୍ଲସ୍‌ ଏଡିଟରଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିରୋଧରେ ମନ୍ତବ୍ୟ ମାମଲା:...

କ୍ୟାପିଟାଲ ଥାନାରେ ରୁଜୁ ହୋଇଥିବା ଏକ ଅପରାଧିକ ମାମଲାକୁ ନ...

ରୁଷିଆ ଉପରେ ନୂଆ କଟକଣା ବିଲ୍ ଆମେରିକା ସିନେଟରେ ପାସ୍: ଭାରତ ଓ ଚୀନ୍ ଉପରେ ଲାଗିପାରେ ୧୦୦% ପର୍ଯ୍ୟନ୍ତ ଟାରିଫ୍

ରୁଷିଆ ଉପରେ ନୂଆ କଟକଣା ବିଲ୍ ଆମେରିକା...

ୱାଶିଂଟନ୍:ରୁଷିଆରୁ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ କିଣୁ...

E20 ପେଟ୍ରୋଲ୍ ନିର୍ଭୟରେ ବ୍ୟବହାର କରନ୍ତୁ: ଇନ୍ଧନର ଗୁଣବତ୍ତାକୁ ନେଇ ବିବାଦ ମଧ୍ୟରେ କେନ୍ଦ୍ରର ଆଶ୍ୱାସନ

E20 ପେଟ୍ରୋଲ୍ ନିର୍ଭୟରେ ବ୍ୟବହାର କରନ୍ତୁ: ଇନ୍ଧନର...

ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...

ଯାଜପୁର ଯାତ୍ରାରେ ଉତ୍ତେଜନା: ‘ବିବାଦୀୟ ଦୃଶ୍ୟ’କୁ ନେଇ ମଞ୍ଚ ଉପରକୁ ଚେୟାର ଫିଙ୍ଗିଲେ ଦର୍ଶକ

ଯାଜପୁର ଯାତ୍ରାରେ ଉତ୍ତେଜନା: ‘ବିବାଦୀୟ ଦୃଶ୍ୟ’କୁ ନେଇ...

ସୂଚନା ଅନୁସାରେ, ‘ଯ|ଜ୍ଞସେନୀ’ ଯାତ୍ରା ପାର୍...

ଆଦାନୀ-ରିଲାଏନ୍ସର କଚ୍ଛ ପ୍ରକଳ୍ପ ପରେ ପାକିସ୍ତାନ ସୀମା ନିକଟରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ କମ୍ପାନୀଙ୍କ ଭିଡ଼

ଆଦାନୀ-ରିଲାଏନ୍ସର କଚ୍ଛ ପ୍ରକଳ୍ପ ପରେ ପାକିସ୍ତାନ ସୀମା...

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ...

୧୦୪° ଜ୍ୱରରେ ବି ସୁଟିଂ! ହସ୍ପିଟାଲରେ ‘ବାଲିକା ବଧୂ’ ଫେମ୍ ଅବିକା ଗୌର

୧୦୪° ଜ୍ୱରରେ ବି ସୁଟିଂ! ହସ୍ପିଟାଲରେ ‘ବାଲିକା...

ମୁମ୍ବାଇ:ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ତଥା &lsqu...

‘ଆମେରିକାନ୍ ଓକ୍ କାସ୍କରେ ମ୍ୟାଚୁର୍ଡ’ ଦାବିକୁ ଭ୍ରମାତ୍ମକ କହିଲା FSSAI, Diageoକୁ ନୋଟିସ୍

‘ଆମେରିକାନ୍ ଓକ୍ କାସ୍କରେ ମ୍ୟାଚୁର୍ଡ’ ଦାବିକୁ ଭ୍ରମାତ୍ମକ...

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ Food Safety...

ଶିମିଳିପାଳରେ ବାଘୁଣୀର ମୃତ୍ୟୁକୁ ନେଇ ରହସ୍ୟ: ୫ ବର୍ଷୀୟ ବାଘୁଣୀର ମୃତଦେହ ଉଦ୍ଧାର

ଶିମିଳିପାଳରେ ବାଘୁଣୀର ମୃତ୍ୟୁକୁ ନେଇ ରହସ୍ୟ: ୫...

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଭିତରେ ଜଣେ...

ଇମ୍ରାନ ହାଶମୀଙ୍କ ୪ ବଡ଼ ଫିଲ୍ମ, ‘ଆୱାରାପନ୍ ୨’ ଠାରୁ ‘ରୁହ୍’ ପର୍ଯ୍ୟନ୍ତ

ଇମ୍ରାନ ହାଶମୀଙ୍କ ୪ ବଡ଼ ଫିଲ୍ମ, ‘ଆୱାରାପନ୍...

ମୁମ୍ବାଇ:ବଲିଉଡ୍ର ଲୋକପ୍ରିୟ ଅଭିନେତା ଇମ୍ରାନ ହାଶମୀ ଏବେ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+