ଓଡ଼ିଶାରେ ବନ୍ଦ ହେବ ରାପିଡୋ ଓ ଉବେର ବାଇକ୍ ସେବା, ୧୫ ଦିନର ମହଲତ ଦେଲା କ୍ରାଇମବ୍ରାଞ୍ଚ

ଓଡ଼ିଶାରେ ରାପିଡୋ ଓ ଉବେରର ବାଇକ୍ ସେବା ବନ୍ଦ କରିବାକୁ ରାଜ୍ୟ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଛି। ମୋଟର ଭେଇକିଲ ଆକ୍ଟ ଉଲ୍ଲଂଘନ ଅଭିଯୋଗରେ ଉଭୟ କମ୍ପାନୀକୁ ନୋଟିସ୍ ଜାରି ହୋଇଛି। ତେବେ ଉଭୟ କମ୍ପାନୀର କାର୍ ଓ ଅଟୋ ସେବା ପୂର୍ବଭଳି ଜାରି ରହିବ ।
	Rapido and Uber bike taxi services to be stopped in Odisha
Rapido and Uber bike taxi services to be stopped in Odisha

ଓଡ଼ିଶାରେ ବନ୍ଦ ହେବ ରାପିଡୋ ଓ ଉବେରର ମୋଟର ସାଇକେଲସେବା। ଏନେଇ ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟ କ୍ରାଇମବ୍ରାଞ୍ଚ। ଉଭୟ କମ୍ପାନୀରେ ବ୍ୟବହୃତ ହେଉଥିବା ପ୍ରାଇଭେଟ୍ ନମ୍ବର ଥିବା ଦୁଇଚକିଆ ଗାଡ଼ିକୁ ଯାତ୍ରୀ ପରିବହନରେ ବ୍ୟବହାର କରିବା ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏନେଇ ରାପିଡୋ ଓ ଉବେରର ନୋଡାଲ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଲେଖାଯାଇଛି। ମୋଟର ଭେଇକିଲ ଆକ୍ଟର ଉଲ୍ଲଂଘନ କରି ପ୍ରାଇଭେଟ୍ ନମ୍ବର ଥିବା ଗାଡ଼ିକୁ ବ୍ୟବସାୟିକ ଯାତ୍ରୀ ପରିବହନରେ ବ୍ୟବହାର କରାଯାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ନୋଟିସ୍ ପାଇବାର ୧୫ ଦିନ ମଧ୍ୟରେ ଉଭୟ କମ୍ପାନୀକୁ ଏହି ବାଇକ୍ ସେବା ବନ୍ଦ କରିବାକୁ କୁହାଯାଇଛି। ଏଥିସହ ସେବା ବନ୍ଦ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଓ ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି (STA)କୁ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ନିର୍ଦ୍ଦେଶ ପାଳନ ନକଲେ ଉଭୟ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ତେବେ ଏହି ନିଷ୍ପତ୍ତି କେବଳ ବାଇକ୍  ସେବା ପାଇଁ ଲାଗୁ ହେବ। ରାପିଡୋ ଓ ଉବେରର କାର୍ ଏବଂ ଅଟୋ ସେବା ପୂର୍ବଭଳି ଚାଲୁ ରହିବ। ଅର୍ଥାତ୍ ଯାତ୍ରୀମାନେ ଉଭୟ ଆପ୍‌ରେ କାର୍ ଓ ଅଟୋ ବୁକ୍ କରିପାରିବେ।

LIVE TV
LIVE
Latest News
ତେଲେଙ୍ଗାନାରେ ବଡ଼ ପ୍ରଶାସନିକ ଅଦଳବଦଳ! ୨୧ ଜଣ IPS ଅଧିକାରୀଙ୍କ ବଦଳି, ହାଇଦ୍ରାବାଦର ନୂଆ ପୋଲିସ କମିଶନର ହେଲେ ମହେଶ ଭଗବତ

ତେଲେଙ୍ଗାନାରେ ବଡ଼ ପ୍ରଶାସନିକ ଅଦଳବଦଳ! ୨୧ ଜଣ...

ତେଲେଙ୍ଗାନା ପୋଲିସ ପ୍ରଶାସନରେ ବଡ଼ ଅଦଳବଦଳ! ୨୧ ଜଣ IPS ଅ...

ଫୁଟବଲ୍ ପରେ ଏବେ ଟିଭି ଦୁନିଆରେ ରୋନାଲ୍ଡୋଙ୍କ ଏଣ୍ଟ୍ରି, ପ୍ରଥମ ସିରିଜ୍ ‘Day 1s’ର ଶୁଟିଂ ଆରମ୍ଭ!

ଫୁଟବଲ୍ ପରେ ଏବେ ଟିଭି ଦୁନିଆରେ ରୋନାଲ୍ଡୋଙ୍କ...

ଫୁଟବଲ୍ ମଇଦାନରେ ଦୀର୍ଘ ବର୍ଷ ଧରି ରାଜ୍ କରିବା ପରେ ଏବେ ଏ...

U-19 ଏସିଆ କପ୍ ଫାଇନାଲରେ ଭାରତ-ପାକିସ୍ତାନ ମହାମୁକାବିଲା! ଅଫଗାନିସ୍ତାନକୁ ୮ ୱିକେଟ୍‌ରେ ହରାଇଲା ଟିମ୍ ଇଣ୍ଡିଆ

U-19 ଏସିଆ କପ୍ ଫାଇନାଲରେ ଭାରତ-ପାକିସ୍ତାନ ମହାମୁକାବିଲା!...

 ଅଣ୍ଡର-୧୯ ଏସିଆ କପ୍‌ରେ ପୁଣି ଥରେ ଦେଖିବାକୁ...

ମୁମ୍ବାଇରେ ପୁଣି ବୋମା ଆତଙ୍କ! ଅମିତାଭ ବଚ୍ଚନଙ୍କ ‘ଜଲସା’ ବଙ୍ଗଳା ସମେତ ବିମାନବନ୍ଦର ଓ ମେୟରଙ୍କ କାର୍ଯ୍ୟାଳୟକୁ ଧମକ

ମୁମ୍ବାଇରେ ପୁଣି ବୋମା ଆତଙ୍କ! ଅମିତାଭ ବଚ୍ଚନଙ୍କ...

ମୁମ୍ବାଇରେ ପୁଣି ବୋମା ଆତଙ୍କ! ଅମିତାଭଙ୍କ ‘ଜଲସା&r...

ଫିଟନେସ୍ ଟେଷ୍ଟରେ ପାସ୍ ହେଲେ ଋଷଭ ପନ୍ତ, ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଟେଷ୍ଟ ଟିମ୍‌ରେ ଯୋଗଦେବେ

ଫିଟନେସ୍ ଟେଷ୍ଟରେ ପାସ୍ ହେଲେ ଋଷଭ ପନ୍ତ,...

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍ ପ...

କରୀନା କପୁରଙ୍କ ପେଣ୍ଡାଣ୍ଟକୁ ନେଇ ବିବାଦ! କୁରାନ୍‌ର ପବିତ୍ର ଆୟତ୍‌ ଲେଖା ହାର ପିନ୍ଧିବାରୁ କଂଗ୍ରେସ ନେତା ପଠାଇଲେ ଲିଗାଲ୍‌ ନୋଟିସ୍‌

କରୀନା କପୁରଙ୍କ ପେଣ୍ଡାଣ୍ଟକୁ ନେଇ ବିବାଦ! କୁରାନ୍‌ର...

ଦୀପାବଳି ଲୁକ୍‌କୁ ନେଇ କରୀନା କପୁରଙ୍କୁ ଲିଗାଲ୍&zwn...

ଅଖିଳେଶ ଯାଦବଙ୍କ ଦୀପାବଳି ମନ୍ତବ୍ୟକୁ ନେଇ ଘେରିଲେ ମନ୍ତ୍ରୀ ଦୟାଶଙ୍କର ସିଂହ, କହିଲେ- ନିଜ ଶାସନରେ ଅଯୋଧ୍ୟା ପାଇଁ କ’ଣ କରିଥିଲେ?

ଅଖିଳେଶ ଯାଦବଙ୍କ ଦୀପାବଳି ମନ୍ତବ୍ୟକୁ ନେଇ ଘେରିଲେ...

ଅଖିଳେଶଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ଲକ୍ଷ୍ନୌ:...

ଦୁଇ-ତୃତୀୟାଂଶ ବହୁମତ ହାସଲ ନେଇ ମୋଦି ସରକାର ଆଶାବାଦୀ! ସୀମା ନିର୍ଦ୍ଧାରଣ ବିଲ୍‌ ପାଇଁ ଡକାଯାଇପାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ

ଦୁଇ-ତୃତୀୟାଂଶ ବହୁମତ ହାସଲ ନେଇ ମୋଦି ସରକାର...

ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ମୋଦି ସରକାରଙ୍କ ବଡ଼ ପ୍ରସ୍...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+