ବିରୋଧୀଙ୍କ ହଟ୍ଟଗୋଳରେ ବିଧାନସଭା ଅଚଳ, ଦିନ ୧ଟା ୧୦ ଯାଏଁ ଗୃହ ମୁଲତବି

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହୋହଲ୍ଲା ପରେ ବାଚସ୍ପତି ଗୃହକୁ ଦିନ ୧ଟା ୧୦ ମିନିଟ୍ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।
Odisha Assembly adjourned till 1:10 pm after opposition members create uproar
Odisha Assembly adjourned till 1:10 pm after opposition members create uproar

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ପରେ ପ୍ରଥମେ ଦିବଙ୍ଗତ ନେତାମାନଙ୍କ ସମେତ ନେପାଳରେ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ, ସୁଶାନ୍ତ ସିଂ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁ, ରାମମୂର୍ତ୍ତି ଗମାଙ୍ଗୋ, ହାଜି ମହମ୍ମଦ ଆୟୁବ ଖାନ୍ ଏବଂ ଶିବାଜୀ ମାଝୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଣିଥିଲେ। ବିରୋଧୀ ଦଳ ମଧ୍ୟ ଏହାକୁ ସମର୍ଥନ କରିଥିଲା। ପରେ ସମସ୍ତ ସଦସ୍ୟ ଦିବଙ୍ଗତମାନଙ୍କ ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ।

ତେବେ ଏହା ପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ପରିସ୍ଥିତିକୁ ଦେଖି ବାଚସ୍ପତି ଗୃହକୁ ଦିନ ୧ଟା ୧୦ ମିନିଟ୍ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି।

LIVE TV
LIVE
Latest News
ଲାଲବାଗଚା ରାଜାଙ୍କ ଦର୍ଶନ କଲେ ଶାହରୁଖ ଖାନ୍, ସୁହାନା ଓ ଗୌରୀଙ୍କ ସହ ପହଞ୍ଚିଲେ ପଣ୍ଡାଲରେ

ଲାଲବାଗଚା ରାଜାଙ୍କ ଦର୍ଶନ କଲେ ଶାହରୁଖ ଖାନ୍,...

ଗଣେଶ ଚତୁର୍ଥୀ ପର୍ବର ମାହୋଲ ମଧ୍ୟରେ ମୁମ୍ବାଇର ପ୍ରସିଦ୍ଧଲ...

ରିଲିଜ୍ ପୂର୍ବରୁ ‘Raaka’ର ବିଶ୍ୱ ରେକର୍ଡ! ୩୭ ଜଣଙ୍କୁ ଏକାସାଙ୍ଗରେ Motion Capture

ରିଲିଜ୍ ପୂର୍ବରୁ ‘Raaka’ର ବିଶ୍ୱ ରେକର୍ଡ! ୩୭...

ଅଲ୍ଲୁ ଅର୍ଜୁନ ଓ ନିର୍ଦ୍ଦେଶକ ଆଟଲୀଙ୍କ ଆଗାମୀ ସାଇ-ଫାଇ ଫି...

‘Hanuman Ansh’ ଟିମ୍‌କୁ ଅମିତ ଶାହଙ୍କ ସହ ସାକ୍ଷାତ, ୩୫୦ କୋଟି ଛୁଇଁବାକୁ ଫିଲ୍ମ

‘Hanuman Ansh’ ଟିମ୍‌କୁ ଅମିତ ଶାହଙ୍କ ସହ...

‘Hanuman Ansh’ ଫିଲ୍ମକୁ ନେଇ ଚର୍ଚ୍ଚା ମଧ୍...

‘Bethlehem Kudumba Unit’ର ଜବରଦସ୍ତ ସଫଳତା: ₹୩୨୫ କୋଟି ଆଡ଼କୁ ଫିଲ୍ମ, ସଫଳତାର କାରଣ କହିଲେ ଫହାଦ୍ ଫାସିଲ୍

‘Bethlehem Kudumba Unit’ର ଜବରଦସ୍ତ ସଫଳତା: ₹୩୨୫...

ମାଲାୟାଲମ୍ ସିନେମା‘Bethlehem Kudumba Unit&rsqu...

ଏଲ୍ ନିନୋ ପ୍ରଭାବରେ ଭାରତରେ ମୌସୁମୀ ସଙ୍କଟ! ୨୦୦୯ ପରେ ସବୁଠୁ କମ୍ ବର୍ଷାର ଆଶଙ୍କା

ଏଲ୍ ନିନୋ ପ୍ରଭାବରେ ଭାରତରେ ମୌସୁମୀ ସଙ୍କଟ!...

ଭାରତ ଏଥର ଦୀର୍ଘ ସମୟ ପରେ ଏକ ଦୁର୍ବଳ ମୌସୁମୀ ଋତୁର ସାମ୍ନ...

ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ, ଓଡ଼ିଶା ପାଇଁ ବଡ଼ ବର୍ଷା ଚେତାବନୀ; ୨୩-୨୪ରେ ଅତି ପ୍ରବଳ ବର୍ଷା

ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ, ଓଡ଼ିଶା ପାଇଁ...

ବଙ୍ଗୋପସାଗରରେ ଗଠିତ ଲଘୁଚାପ କ୍ରମେ ଶକ୍ତିଶାଳୀ ହେଉଥିବାରୁ...

ଭାରି ବର୍ଷା ସତ୍ତ୍ୱେ ମେଘାଳୟରେ ବଢ଼ୁଛି ମରୁଡ଼ି ଆଶଙ୍କା! ଜଳବାୟୁ ପରିବର୍ତ୍ତନ ନେଇ ନୂଆ ଅଧ୍ୟୟନ

ଭାରି ବର୍ଷା ସତ୍ତ୍ୱେ ମେଘାଳୟରେ ବଢ଼ୁଛି ମରୁଡ଼ି...

ମେଘାଳୟରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ଭବିଷ୍ୟତରେ ମରୁଡ଼ି...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+