5.3 magnitude earthquake hits Nepal with tremors felt in India and Tibet

ନେପାଳରେ ୫.୩ ତୀବ୍ରତାର ଭୂକମ୍ପ; ବନ୍ୟା ପରେ ଭୂକମ୍ପ ଝଟକା, ଭାରତ-ତିବ୍ଦତରେ ବି ଅନୁଭୂତ

ବନ୍ୟାର ଦୁର୍ଦ୍ଦଶା ନଥମୁଣୁ ନେପାଳରେ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ୫.୩ ତୀବ୍ରତାର ଭୂକମ୍ପ ରେକର୍ଡ ହୋଇଥିବା ବେଳେ ନେପାଳ-ଚୀନ ସୀମା ନିକଟରେ ୧୪୩ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି। ଭାରତ ଓ ତିବ୍ଦତର କିଛି ଅଞ୍ଚଳରେ ମଧ୍ୟ ଝଟକା ଅନୁଭୂତ ହୋଇଛି।

ବନ୍ୟାର ଭୟାବହତାରୁ ନେପାଳ ମୁକୁଳିନଥିବା ବେଳେ ଏବେ ଭୂକମ୍ପ ଝଟକା ଲୋକଙ୍କ ଚିନ୍ତା ବଢ଼ାଇଛି। ନେପାଳରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ନେପାଳ-ଚୀନ ସୀମା ନିକଟରେ ପ୍ରାୟ ୧୪୩ କିଲୋମିଟର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ଭୂକମ୍ପର ଝଟକା ତିବ୍ଦତ ଏବଂ ଭାରତର କିଛି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ତେବେ ଏପର୍ଯ୍ୟନ୍ତ ଭୂକମ୍ପ ଯୋଗୁଁ କୌଣସି ମୃତାହତ କିମ୍ବା ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିନାହିଁ। ପ୍ରଭାବିତ ଅଞ୍ଚଳରେ ଅଧିକାରୀମାନେ ସ୍ଥିତିର ଆକଳନ କରୁଛନ୍ତି।

ଏହା ପୂର୍ବରୁ ସେପ୍ଟେମ୍ବର ୩ ତାରିଖ ଅପରାହ୍ନରେ ମଧ୍ୟ ତିବ୍ଦତରେ ଭୂକମ୍ପ ଅନୁଭୂତ ହୋଇଥିଲା। ସେତେବେଳେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ରେକର୍ଡ ହୋଇଥିଲା। ଏହାର ଝଟକା ନେପାଳ, ତିବ୍ଦତ ସମେତ ଭାରତର ଉତ୍ତରାଖଣ୍ଡର କିଛି ଅଞ୍ଚଳରେ ଅନୁଭୂତ ହୋଇଥିଲା।

ଅନ୍ୟପଟେ, ଅଗଷ୍ଟ ୨୬ରେ ହିମହ୍ରଦ ଫାଟିବା ପରେ ଚୀନ ସୀମାବର୍ତ୍ତୀ ନେପାଳର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦାବି କରାଯାଇଛି। ଉପଲବ୍ଧ ସୂଚନା ଅନୁସାରେ, ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୩୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫,୩୨୬ ଜଣ ନିଖୋଜ ଥିବା କୁହାଯାଇଛି।

Latest News
ଭତ୍ତା ପାଣ୍ଠିରୁ ୧୬.୭୬ ଲକ୍ଷ ଟଙ୍କା ହେରଫେର ଅଭିଯୋଗ, ୩ ପଞ୍ଚାୟତ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭତ୍ତା ପାଣ୍ଠିରୁ ୧୬.୭୬ ଲକ୍ଷ ଟଙ୍କା ହେରଫେର...

ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...

US-Canada ଟାରିଫ୍ ଯୁଦ୍ଧ: Bombardierକୁ ଟ୍ରମ୍ପଙ୍କ ଚେତାବନୀ, ଆମେରିକାରେ ବିମାନ ତିଆରି କର ନଚେତ୍ ବଜାର ବନ୍ଦ

US-Canada ଟାରିଫ୍ ଯୁଦ୍ଧ: Bombardierକୁ ଟ୍ରମ୍ପଙ୍କ ଚେତାବନୀ,...

ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...

‘Silo’ ସିଜନ୍ ୩ ନେଇ ବଡ଼ ଖୁଲାସା: ଜୁଲିଏଟ୍‌ଙ୍କୁ କାହିଁକି ବଦଳାଗଲା କାହାଣୀ? ସିଜନ୍ ୪ରେ କ’ଣ ହେବ

‘Silo’ ସିଜନ୍ ୩ ନେଇ ବଡ଼ ଖୁଲାସା:...

ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...

ଟଙ୍କା ଦେଇ ବି ମିଳିଲାନି ଘର: ପାର୍ସଭନାଥଙ୍କ ପ୍ରସ୍ତାବ ଖାରଜ କଲେ ସୁପ୍ରିମକୋର୍ଟ, ଦେଲେ କଡ଼ା ଚେତାବନୀ

ଟଙ୍କା ଦେଇ ବି ମିଳିଲାନି ଘର: ପାର୍ସଭନାଥଙ୍କ...

ନୂଆଦିଲ୍ଲୀ:ଘର କିଣିବା ପାଇଁ ସମ୍ପୂର୍ଣ୍ଣ ଟଙ୍କା ଦେବା ପରେ...

Bigg Boss 20ର କାଷ୍ଟିଂକୁ ନେଇ ବଡ଼ ପ୍ରଶ୍ନ: ଏହା କ’ଣ ସତରେ ଏକ ବଡ଼ Casting Fail?

Bigg Boss 20ର କାଷ୍ଟିଂକୁ ନେଇ ବଡ଼...

ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...

Sushmita Senଙ୍କ ପୂର୍ବରୁ ‘Taali’ ପାଇଁ ପ୍ରଥମ ପସନ୍ଦ ଥିଲେ Nawazuddin Siddiqui: ପ୍ରଯୋଜକ

Sushmita Senଙ୍କ ପୂର୍ବରୁ ‘Taali’ ପାଇଁ ପ୍ରଥମ...

‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...

ବ୍ୟାଙ୍କ ଲକରରୁ ଗାଏବ ୩୯ ଲକ୍ଷର ସୁନା! ଅସଲି ଗହଣା ବଦଳରେ ରଖିଥିଲେ ନକଲି, ୨ ଗିରଫ

ବ୍ୟାଙ୍କ ଲକରରୁ ଗାଏବ ୩୯ ଲକ୍ଷର ସୁନା!...

ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...

GDP ଭଲ, କିନ୍ତୁ Viksit Bharat 2047 ପାଇଁ ଯଥେଷ୍ଟ ନୁହେଁ: ସୁରଜିତ ଭଲ୍ଲା, ମୋଣ୍ଟେକ ସିଂହ ଅହଲୁୱାଲିଆ

GDP ଭଲ, କିନ୍ତୁ Viksit Bharat 2047...

ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...

ଆମେରିକାରେ Software Engineer ଚାକିରି ସହ ମେହେନ୍ଦି କଳା: ଘଣ୍ଟାକୁ ରୋଜଗାର ₹୧୦ ହଜାର ପର୍ଯ୍ୟନ୍ତ

ଆମେରିକାରେ Software Engineer ଚାକିରି ସହ ମେହେନ୍ଦି...

ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...

ମୋଦିଙ୍କ ରାଲି ପୂର୍ବରୁ ଦୁଇ ସନ୍ଦିଗ୍ଧ ଅଟକ, ଜଣଙ୍କ ନିକଟରୁ ନକଲି PMO ପରିଚୟପତ୍ର ଜବତ

ମୋଦିଙ୍କ ରାଲି ପୂର୍ବରୁ ଦୁଇ ସନ୍ଦିଗ୍ଧ ଅଟକ,...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...

Bigg Boss 20ରେ ମାହି ବିଜଙ୍କ ଏଣ୍ଟ୍ରି, ଏକ୍ସ-ହଜବ୍ୟାଣ୍ଡ ଜୟଙ୍କ ଶୁଭେଚ୍ଛା; କହିଲେ- ‘The don is in the house’

Bigg Boss 20ରେ ମାହି ବିଜଙ୍କ ଏଣ୍ଟ୍ରି,...

ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+