ଭୁବନେଶ୍ୱର:ଗଣେଶ ପୂଜାକୁ ନେଇ ଉତ୍ସବମୁଖର ହୋଇଛି ଜଟଣୀ ସହର। ସହର ସାରା ଆଲୋକମାଳାରେ ସଜେଇ ହୋଇଥିବା ବେଳେ ରାତିରେ ଏଠାର ଦୃଶ୍ୟ ଦିନ ଭଳି ଲାଗୁଛି। ରାସ୍ତାଘାଟରେ ଗହଳିଚହଳି ବଢ଼ିବା ସହ ଗଣେଶଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମୁଛି।
‘ମିନି ମୁମ୍ବାଇ’ ଭାବେ ପରିଚିତ ଜଟଣୀରେ ଚଳିତ ବର୍ଷ୨୦୦ରୁ ଅଧିକ ପୂଜା ମଣ୍ଡପରେଗଜାନନଙ୍କ ପୂଜା କରାଯାଉଛି। ବିଭିନ୍ନ ମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିବା ବେଳେ ଦର୍ଶକମାନେ ଗୋଟିଏ ମଣ୍ଡପରୁ ଅନ୍ୟ ମଣ୍ଡପ ବୁଲି ପୂଜା ଓ ସାଜସଜ୍ଜା ଉପଭୋଗ କରୁଛନ୍ତି।
ଜଟଣୀ ଛକରେ ପ୍ରାୟ୨୫ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତିଓ ଅର୍ଦ୍ଧନାରୀଶ୍ୱର ବେଶ ବିଶେଷ ଆକର୍ଷଣ ପାଲଟିଛି। ଏହାକୁ ଦେଖିବା ପାଇଁ ଛକରେ ଲୋକଙ୍କ ଭିଡ଼ ଜମୁଛି। ଆଲୋକସଜ୍ଜା, ବିଭିନ୍ନ ଦୋକାନର ପସରା ଓ ଭକ୍ତଙ୍କ ଭିଡ଼ରେ ଜଟଣୀର ପୂଜା ପରିବେଶ ଚଳଚଞ୍ଚଳ ହୋଇଉଠିଛି।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଘରୋଇ ODI ସିରିଜ୍ ପାଇଁ ଭାର...
ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ODI ସିର...
ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ...
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗାଁରେ...
ଭାରତର IITରୁ ପଢ଼ି Silicon Valleyରେ ନିଜର ପରିଚୟ ତିଆରି...
ଅଗଷ୍ଟ 2026ରେ ଭାରତରବାଣିଜ୍ୟିକ ଘାଟତି (Goods Trade D...
LPG ଗ୍ୟାସ ଉପଭୋକ୍ତାଙ୍କ ମଧ୍ୟରେ ଇ-କେୱାଇସି ପ୍ରକ୍ରିୟାକୁ...
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ସିରିଜ୍ ପାଇଁ ବିସି...
ବହୁ ପ୍ରତୀକ୍ଷିତNational Stock Exchange of India (NS...
ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨ ୨୦୨୬-୨୭ରେ ଇଷ୍...
ଦେଶବ୍ୟାପୀ ଚର୍ଚ୍ଚାରେ ଥିବାଗୁରୁଗ୍ରାମ ମହିଳା ବାଇକର ହିଟ୍...
QS Global MBA Rankings 2027 ସେପ୍ଟେମ୍ବର 16, 2026ରେ...