ନୂଆଦିଲ୍ଲୀ: ଦେଶର କମ୍ପାନୀଗୁଡ଼ିକ ପାଇଁ Annual Filing ନେଇ ଆସିଛି ବଡ଼ ଆଶ୍ୱସ୍ତି। Ministry of Corporate Affairs (MCA) ୨୦୨୫-୨୬ ଆର୍ଥିକ ବର୍ଷର Annual Financial Statements ଦାଖଲ କରିବାର ଶେଷ ତାରିଖକୁ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ବଢ଼ାଇଛି।
ଏହା ସହିତ କମ୍ପାନୀମାନେ ନିଜର Annual Returns ୩୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ମନ୍ତ୍ରଣାଳୟ ନିକଟରେ ଦାଖଲ କରିପାରିବେ। ଏନେଇ MCA ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି।
MCA 21 portal ମାଧ୍ୟମରେ ଆବଶ୍ୟକ statutory filings ଦାଖଲ କରିବା ସମୟରେ କମ୍ପାନୀ ଓ ଅନ୍ୟ stakeholdersମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ଓ ଅନୁରୋଧ ମିଳିଥିଲା। ଏହାକୁ ବିଚାର କରି filing deadlines ବଢ଼ାଇବାର ନିଷ୍ପତ୍ତି ନିଆଯାଇଛି।
ଏହି ସମୟବୃଦ୍ଧି ଫଳରେ କମ୍ପାନୀଗୁଡ଼ିକୁ ଆବଶ୍ୟକ ଆର୍ଥିକ ବିବରଣୀ ଓ ବାର୍ଷିକ ରିଟର୍ନ ସଠିକ୍ ଭାବେ ପ୍ରସ୍ତୁତ କରି MCA portalରେ ଦାଖଲ କରିବା ପାଇଁ ଅଧିକ ସମୟ ମିଳିବ।
🚆 କାଉଣ୍ଟର ଟିକେଟ୍‌ରେ ମଧ୍ୟ ମିଳିବ ବୀମା ଏପର୍ଯ...
ଖରଗୋନ: ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାର ମଣ୍ଡଳେଶ୍ୱର ଅଞ୍ଚଳର...
🇮🇳 ‘କୌଣସି ଟାର୍ଗେଟ୍ ପହଞ୍ଚ ବାହାରେ ନୁହେଁ’...
‘India’s biggest rebel soldier’...
ନୂଆଦିଲ୍ଲୀ:ଉତ୍ତର-ପୂର୍ବ ଭାରତରେ ସକ୍ରିୟ ସୀମାପାର ଡ୍ରଗ୍ସ...
ମୁମ୍ବାଇ:କ୍ରିକେଟ୍ ଓ ସିନେମା ଜଗତର ଚର୍ଚ୍ଚିତ ଦମ୍ପତି ବିର...
ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...
ନାବାଳିକା ନିଖୋଜ ପରେ ମିଳିଥିଲା ମୃତଦେହ ରିପୋର୍ଟ ଅନୁଯ...