ଆର୍ଜେଣ୍ଟିନାର ଷ୍ଟାର୍ ଫୁଟବଲରଲିଓନେଲ୍ ମେସିଚଳିତ ବିଶ୍ୱକପରେ ଗୋଲଡେନ୍ ବୁଟ୍ ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି। ସେ ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ସୁଦ୍ଧା୮ଟି ଗୋଲ୍କରିଥିବା ବେଳେ୪ଟି ଗୋଲ୍ରେ ଆସିଷ୍ଟମଧ୍ୟ କରିଛନ୍ତି।
ଯଦିଓ ଗତ ଦୁଇଟି ନକ୍-ଆଉଟ୍ ମ୍ୟାଚ୍ରେ ମେସି ନିଜେ ଗୋଲ୍ କରିପାରିନଥିଲେ, ତଥାପି ସହଖେଳାଳିଙ୍କୁ ଗୋଲ୍ କରିବାରେ ସହାୟତା କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏହି କାରଣରୁ ଗୋଲ୍ ସଂଖ୍ୟା ସମାନ ଥିଲେ ମଧ୍ୟ ଆସିଷ୍ଟ ଆଧାରରେ ସେ ଗୋଲଡେନ୍ ବୁଟ୍ ତାଲିକାର ଶୀର୍ଷରେ ରହିଛନ୍ତି।
ଫ୍ରାନ୍ସର ଷ୍ଟାର୍ ଷ୍ଟ୍ରାଇକର୍କିଲିଆନ୍ ଏମ୍ବାପେମଧ୍ୟ ୮ଟି ଗୋଲ୍ କରିଛନ୍ତି। ତେବେ ସେ ୩ଟି ଆସିଷ୍ଟ କରିଥିବାରୁ ମେସିଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ଅନ୍ୟପକ୍ଷରେ ଇଂଲଣ୍ଡର ଅଧିନାୟକହ୍ୟାରି କେନ୍ଓ ଯୁବ ତାରକାଜୁଡ୍ ବେଲିଂହାମ୍୬ଟି ଲେଖାଏଁ ଗୋଲ୍ କରି ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି।
ରବିବାର ବିଶ୍ୱକପ୍ ଫାଇନାଲ୍ରେଆର୍ଜେଣ୍ଟିନାଓସ୍ପେନ୍ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ମେସିଙ୍କ ପାଇଁ ଆଉ ଏକ ଐତିହାସିକ ସୁଯୋଗ ନେଇ ଆସିଛି। ସେ ବିଶ୍ୱକପ୍ ଇତିହାସରେତିନୋଟି ଫାଇନାଲ୍ ଖେଳୁଥିବା ଦ୍ୱିତୀୟ ଖେଳାଳିହେବେ। ଏହା ପୂର୍ବରୁ ବ୍ରାଜିଲର କିମ୍ବଦନ୍ତୀକାଫୁ୧୯୯୪, ୧୯୯୮ ଏବଂ ୨୦୦୨ ବିଶ୍ୱକପ୍ ଫାଇନାଲ୍ ଖେଳି ଏହି କୀର୍ତ୍ତି ଗଢ଼ିଥିଲେ।
ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାସ୍ଥିତ ପବିତ୍ରବଦ୍ରିନାଥ ଧାମର...
ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ଶୁକ୍ରବାର ସକାଳେ ଏକ...
ଶିକ୍ଷାବିତ୍ ଓ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନ...
ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ବିଚଳିତ କରିଦେବା ଭଳି ଘଟ...
୨୦୨୦ ଫେବୃଆରୀରେ ଘଟିଥିବା ଦିଲ୍ଲୀ ଦଙ୍ଗା ପଛରେ ଥିବା କଥ...
ଜାତୀୟ ପରୀକ୍ଷା ଏଜେନ୍ସି (NTA) ଗୁରୁବାର NEET UG 2026 ପ...
NEET ପରୀକ୍ଷା ପ୍ରକ୍ରିୟାକୁ ନେଇ ପୁଣି ଥରେ ବିବାଦ ଦେଖାଦେ...
ଲଘୁଚାପର ପ୍ରଭାବରେ ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଜାରି ରହ...