'ସୁମନ୍ ରୋଡମ୍ୟାପ୍ 2030' ଉନ୍ମୋଚନ କରିବେ କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡା; ମାତୃ ଓ ନବଜାତ ସ୍ୱାସ୍ଥ୍ୟସେବାକୁ ମିଳିବ ନୂଆ ଦିଗ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ. ପି. ନଡ୍ଡା ୧୬ତମ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦ ବୈଠକରେ 'ସୁମନ୍ ରୋଡମ୍ୟାପ୍ 2030' ଉନ୍ମୋଚନ କରିବେ। ମାତୃ ଓ ନବଜାତ ମୃତ୍ୟୁହାର ହ୍ରାସ ସହ ଗର୍ଭବତୀ ମହିଳା ଏବଂ ଶିଶୁଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ଏହି ରୋଡମ୍ୟାପ୍‌ର ପ୍ରମୁଖ ଲକ୍ଷ୍ୟ।
Union Health Minister JP Nadda launches SUMAN Roadmap 2030 to strengthen maternal and newborn healthcare.
Union Health Minister JP Nadda launches SUMAN Roadmap 2030 to strengthen maternal and newborn healthcare.

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଜଗତ ପ୍ରକାଶ ନଡ୍ଡାସୋମବାର୧୬ତମ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦ (CCHFW)ସମ୍ମିଳନୀରେ'ସୁମନ୍ ରୋଡମ୍ୟାପ୍ 2030'ଉନ୍ମୋଚନ କରିବେ।

ଏହି ରୋଡମ୍ୟାପ୍ ମାତୃ ଓ ନବଜାତ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ସହ୨୦୩୦ ସୁଦ୍ଧା ମାତୃ ଓ ନବଜାତ ମୃତ୍ୟୁହାର ହ୍ରାସଲକ୍ଷ୍ୟ ପୂରଣ ପାଇଁ ଏକ ବ୍ୟାପକ ଓ ବହୁମୁଖୀ ରଣନୀତି ଭାବେ ପ୍ରସ୍ତୁତ କରାଯାଇଛି।

ରାଜ୍ୟ ଓ ଜିଲ୍ଲା ଭିତ୍ତିକ ସ୍ୱତନ୍ତ୍ର ରଣନୀତି

ଗତ ଦଶନ୍ଧିରେ ଭାରତରେ ମାତୃ ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ସୁଧାର ହୋଇଥିଲେ ମଧ୍ୟ କେତେକ ରାଜ୍ୟରେ ମାତୃ ଓ ନବଜାତ ମୃତ୍ୟୁହାର ଏପର୍ଯ୍ୟନ୍ତ ଚିନ୍ତାର କାରଣ ହୋଇ ରହିଛି। ଏହାକୁ ଦୃଷ୍ଟିରେ ରଖି ରୋଡମ୍ୟାପ୍ରେ ପ୍ରତ୍ୟେକ ରାଜ୍ୟ ଓ ଜିଲ୍ଲାର ଆବଶ୍ୟକତା ଅନୁଯାୟୀପ୍ରମାଣଭିତ୍ତିକ ଓ ସ୍ୱତନ୍ତ୍ର ହସ୍ତକ୍ଷେପପାଇଁ ବ୍ୟବସ୍ଥା କରାଯାଇଛି।

ଗର୍ଭଧାରଣ ପୂର୍ବରୁ ପ୍ରସବ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସେବା

ଏହି ରୋଡମ୍ୟାପ୍ରେଗର୍ଭଧାରଣ ପୂର୍ବ ପରାମର୍ଶ, ଗର୍ଭାବସ୍ଥା ସେବା, ପ୍ରସବ ସମୟର ଚିକିତ୍ସା ଏବଂ ପ୍ରସବ ପରବର୍ତ୍ତୀ ସେବାକୁ ଏକାଠି କରାଯାଇଛି। ଏହାସହ ଶିଶୁ ସ୍ୱାସ୍ଥ୍ୟ, କିଶୋର ସ୍ୱାସ୍ଥ୍ୟ, ପରିବାର ନିୟୋଜନ ଓ ପୋଷଣ ସେବାକୁ ମଧ୍ୟ ସମନ୍ୱିତ କରାଯିବ।

ଉଚ୍ଚ ବିପଦପୂର୍ଣ୍ଣ ଗର୍ଭାବସ୍ଥା ଉପରେ ବିଶେଷ ନଜର

ରୋଡମ୍ୟାପ୍ରେ ଉଚ୍ଚ ବିପଦପୂର୍ଣ୍ଣ ଗର୍ଭାବସ୍ଥା ଚିହ୍ନଟ, ନିୟମିତ ନଜରଦାରି ଓ ଚିକିତ୍ସା ପାଇଁଚାରି ପର୍ଯ୍ୟାୟ ବିଶିଷ୍ଟ ବ୍ୟବସ୍ଥାରହିଛି। ଏଥିରେ ଗର୍ଭାବସ୍ଥା, ତୃତୀୟ ତ୍ରୈମାସିକ, ପ୍ରସବ ସମୟ ଏବଂ ପ୍ରସବ ପରବର୍ତ୍ତୀ ଅବସ୍ଥାରେ ବିପଦପୂର୍ଣ୍ଣ ମା’ମାନଙ୍କୁ ବିଶେଷ ନଜରରେ ରଖାଯିବ।

ଓଡ଼ିଶା ସମେତ ୧୩ ରାଜ୍ୟକୁ ମିଳିବ ବିଶେଷ ଗୁରୁତ୍ୱ

ଏହି ରୋଡମ୍ୟାପ୍ରେଓଡ଼ିଶା ସମେତ ୧୩ଟି ଉଚ୍ଚ ପ୍ରାଥମିକତା ରାଜ୍ୟର ୧୩୦ଟି ଜିଲ୍ଲାପାଇଁ ସ୍ୱତନ୍ତ୍ର ଓ ସମୟବଦ୍ଧ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି। ଗର୍ଭବତୀ ମହିଳାଙ୍କ ସମୟୋପଯୋଗୀ ପଞ୍ଜିକରଣ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ନିରାପଦ ପ୍ରସବ ଓ ପ୍ରସବ ପରବର୍ତ୍ତୀ ଚିକିତ୍ସା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

ଆଶା କର୍ମୀଙ୍କ ଘରକୁ ଘର ପରିଦର୍ଶନ

ରୋଡମ୍ୟାପ୍ ଅନୁଯାୟୀ, ଗର୍ଭାବସ୍ଥାରଅଷ୍ଟମ ଓ ନବମ ମାସରେ ଆଶା କର୍ମୀମାନେ ପ୍ରତି ଦୁଇ ସପ୍ତାହରେ ଘରକୁ ଯାଇଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ପୋଷଣ ପରାମର୍ଶ, ପ୍ରସବ ପ୍ରସ୍ତୁତି ଏବଂ ନିରାପଦ ସଂସ୍ଥାଗତ ପ୍ରସବ ପାଇଁ ସଚେତନ କରିବେ।

ନୂଆ ବ୍ୟବସ୍ଥା

ଏହି ରୋଡମ୍ୟାପ୍ରେ ଗର୍ଭବତୀଙ୍କ ସହ ଜଣେ ପରିଚର୍ଯ୍ୟାକାରୀଙ୍କ ପାଇଁ ଆର୍ଥିକ ସହାୟତା, ଦୁର୍ଗମ ଅଞ୍ଚଳରେ ରେଫରାଲ୍ ପରିବହନ ବ୍ୟବସ୍ଥା,Birth Waiting Homes (BWHs), Maternal & Child Health Wings (MCH), Obstetric HDUs ଏବଂ ICUsସ୍ଥାପନ ଉପରେ ମଧ୍ୟ ଜୋର ଦିଆଯାଇଛି।

ସମୁଦାୟର ସହଭାଗିତା ବଢ଼ାଇବା ପାଇଁ'ସୁମନ୍ ପଞ୍ଚାୟତ'ଏବଂ'ମଦର୍ସ ପିକନିକ୍'ଭଳି କାର୍ଯ୍ୟକ୍ରମ ମଧ୍ୟ ଏହି ରୋଡମ୍ୟାପ୍ର ଅଂଶ ରହିଛି।

LIVE TV
LIVE
Latest News
ଓଡ଼ିଶାର ହକି ତାରକା ସୁନେଲିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାର ୨୦୨୬, ମିଳିବ ୭ ଲକ୍ଷ ଟଙ୍କା

ଓଡ଼ିଶାର ହକି ତାରକା ସୁନେଲିତା ଟପ୍ପୋଙ୍କୁ ଏକଲବ୍ୟ...

ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଆଉ ଏକ ଗୌରବର ଖବର। ଉଦୀୟମାନ...

ଈଶାନଙ୍କ ଧମାକା, ଶ୍ରେୟସଙ୍କ ଅର୍ଦ୍ଧଶତକ! ନ୍ୟୁଜିଲାଣ୍ଡ ଆଗରେ ଭାରତର ୧୯୨ ରନ୍‌ର ଟାର୍ଗେଟ୍‌

ଈଶାନଙ୍କ ଧମାକା, ଶ୍ରେୟସଙ୍କ ଅର୍ଦ୍ଧଶତକ! ନ୍ୟୁଜିଲାଣ୍ଡ ଆଗରେ...

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ତଥା ଶେଷ T...

କୋଟିଆ ଉପରେ ତିନି ଦଳର ନଜର: ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଏକାଠି ହେଲେ ନେତା

କୋଟିଆ ଉପରେ ତିନି ଦଳର ନଜର: ଓଡ଼ିଶାର...

କୋରାପୁଟ: ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋଟିଆ ଅଞ୍...

କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା ମେଲଣ ଓ ଭସାଣି ପାଇଁ କଡ଼ା ସୁରକ୍ଷା, ମୁତୟନ ହେବେ ୩୦ରୁ ଅଧିକ ପ୍ଲାଟୁନ୍ ପୋଲିସ

କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା ମେଲଣ ଓ ଭସାଣି ପାଇଁ...

କେନ୍ଦ୍ରାପଡ଼ା, ନଭେମ୍ବର ୧: କେନ୍ଦ୍ରାପଡ଼ାର ଐତିହାସିକ ଲକ...

ବିଶ୍ୱ ଚାମ୍ପିଅନ୍ ମନୀଷାଙ୍କ ପ୍ରେରଣା ସାବାଲେଙ୍କା, ସୁଶୀଲ କୁମାର ଓ ରୋନାଲ୍ଡୋ

ବିଶ୍ୱ ଚାମ୍ପିଅନ୍ ମନୀଷାଙ୍କ ପ୍ରେରଣା ସାବାଲେଙ୍କା, ସୁଶୀଲ...

ଭାରତୀୟ କୁସ୍ତି ଜଗତରେ ଐତିହାସିକ ସଫଳତା ହାସଲ କରିଥିବା ମନ...

ଆଜିଠାରୁ OCS ମୁଖ୍ୟ ପରୀକ୍ଷା ଆରମ୍ଭ, ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଆଜିଠାରୁ OCS ମୁଖ୍ୟ ପରୀକ୍ଷା ଆରମ୍ଭ, ବନ୍ୟା...

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଆଜି,...

ଗୃହମନ୍ତ୍ରୀଙ୍କ ଦକ୍ଷତା ପଦକ ପାଇବେ ୪୯୦ ପୋଲିସ କର୍ମଚାରୀ, ନକ୍ସଲ ବିରୋଧୀ ଅଭିଯାନରେ CRPFକୁ ବଡ଼ ସ୍ୱୀକୃତି

ଗୃହମନ୍ତ୍ରୀଙ୍କ ଦକ୍ଷତା ପଦକ ପାଇବେ ୪୯୦ ପୋଲିସ...

ନୂଆଦିଲ୍ଲୀ: ପୋଲିସିଂ, ଆଭ୍ୟନ୍ତରୀଣ ସୁରକ୍ଷା, ଅପରାଧ ତଦନ୍...

ବାରବାଟୀ T20 ପରେ ହେବ OCA ନିର୍ବାଚନ, ସ୍ୱତନ୍ତ୍ର ବୈଠକରେ ସହମତି

ବାରବାଟୀ T20 ପରେ ହେବ OCA ନିର୍ବାଚନ,...

କଟକ, ୧ ନଭେମ୍ବର: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ (O...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+