ଯାଜପୁରରେ ହାତୀ ଆତଙ୍କ: ଘରୁ ବାହାରିବା ବେଳେ ବୃଦ୍ଧଙ୍କୁ ଆକ୍ରମଣ, ମୃତ୍ୟୁ

ଯାଜପୁର ଜିଲ୍ଲା ବୈରୀ ଡାଳିଯୋଡ଼ା ବନାଞ୍ଚଳ ଅନ୍ତର୍ଗତ ବନ୍ଧପଲ୍ଲୀ ଗାଁରେ ହାତୀ ଆକ୍ରମଣରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।
Elephant attack kills 60-year-old man in  Jajpur
Elephant attack kills 60-year-old man in Jajpur

ଯାଜପୁର: ଯାଜପୁର ଜିଲ୍ଲାରେ ପୁଣି ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବୈରୀ ଡାଳିଯୋଡ଼ା ବନାଞ୍ଚଳ ଅନ୍ତର୍ଗତ ବନ୍ଧପଲ୍ଲୀ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି।

ମୃତକ ହେଲେଜଗନ୍ନାଥ ରାଉତ। ସୂଚନା ଅନୁସାରେ, ଆଜି ସକାଳେ ଜଗନ୍ନାଥ ଘରୁ ଉଠି ବାହାରକୁ ଆସୁଥିବା ସମୟରେ ଘର ନିକଟରେ ଏକ ହାତୀ ଥିବା ଦେଖିବାକୁ ମିଳିଥିଲା। ହଠାତ୍ ହାତୀଟି ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି।

ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ହାତୀଟି ଗାଁ ନିକଟକୁ ଆସିଥିବା ବେଳେ ଜଗନ୍ନାଥ ତାହାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହକୁ ଉଦ୍ଧାର କରିବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି।

ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ହାତୀ ଆତଙ୍କ ବଢ଼ିଛି। ଗାଁ ନିକଟରେ ହାତୀର ଗତିବିଧି ଉପରେ ବନ ବିଭାଗ ନଜର ରଖିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

LIVE TV
LIVE
Latest News
ବିହାର ବିଧାନ ପରିଷଦ ନିର୍ବାଚନ: ୮ ଆସନ ପାଇଁ ଭୋଟିଂ, ମଇଦାନରେ ୧୫୦ ପ୍ରାର୍ଥୀ

ବିହାର ବିଧାନ ପରିଷଦ ନିର୍ବାଚନ: ୮ ଆସନ...

ବିହାରରେ ବିଧାନ ପରିଷଦର ୮ଟି ଆସନ ପାଇଁ ଶୁକ୍ରବାର, ଅକ୍ଟୋବ...

କର୍ଣ୍ଣାଟକରେ ବିଧାନ ପରିଷଦ ନିର୍ବାଚନ: ୪ ଆସନରେ କଂଗ୍ରେସ ବନାମ ବିଜେପି-JD(S) ମୁକାବିଲା

କର୍ଣ୍ଣାଟକରେ ବିଧାନ ପରିଷଦ ନିର୍ବାଚନ: ୪ ଆସନରେ...

କର୍ଣ୍ଣାଟକରେ ବିଧାନ ପରିଷଦର ୪ଟି ଆସନ ପାଇଁ ଶୁକ୍ରବାର ସକା...

ଅମିତ ଶାହଙ୍କୁ ଜନ୍ମଦିନ ଶୁଭେଚ୍ଛା: ମୋଦୀ ଓ ତାମିଲନାଡୁ ସିଏମ୍ ବିଜୟଙ୍କ ଶୁଭକାମନା

ଅମିତ ଶାହଙ୍କୁ ଜନ୍ମଦିନ ଶୁଭେଚ୍ଛା: ମୋଦୀ ଓ...

କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଆଜି, ଅକ୍ଟୋ...

ଭିଏତନାମ ଗସ୍ତକୁ ନେଇ ରାହୁଲଙ୍କୁ ନିଶିକାନ୍ତ ଦୁବେଙ୍କ ଟାର୍ଗେଟ୍, କହିଲେ- ‘ଲୋକଙ୍କୁ ଉସୁକାଇ ପଳାଇଗଲେ’

ଭିଏତନାମ ଗସ୍ତକୁ ନେଇ ରାହୁଲଙ୍କୁ ନିଶିକାନ୍ତ ଦୁବେଙ୍କ...

ଦିଲ୍ଲୀରେ ନିର୍ବାଚନ କମିଶନ ଓ **Special Intensive Revi...

ନିର୍ବାଚନ ଆୟୋଗ ବିବାଦରେ ବଡ଼ ଖୁଲାସା: ଦୁଇ ଆୟୁକ୍ତଙ୍କ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଲାନି କ୍ୟାବିନେଟ୍ ସଚିବାଳୟ

ନିର୍ବାଚନ ଆୟୋଗ ବିବାଦରେ ବଡ଼ ଖୁଲାସା: ଦୁଇ...

ନିର୍ବାଚନ ଆୟୋଗକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ RTI ମା...

ପ୍ରତିଦିନ ଗୋଟିଏ ଗୋଳି, ୩୦% କମିଲା Breast Cancer ପୁନରାବୃତ୍ତି ଆଶଙ୍କା; US FDAରେ Rocheର ବଡ଼ ପରୀକ୍ଷା

ପ୍ରତିଦିନ ଗୋଟିଏ ଗୋଳି, ୩୦% କମିଲା Breast...

ସ୍ତନ କର୍କଟ ବା Breast Cancer ବିରୋଧରେ ଏକ ନୂଆ ଔଷଧକୁ ନ...

ରାମ ମନ୍ଦିର ଦାନ ମାମଲାରେ ମୋଦିଙ୍କୁ କଂଗ୍ରେସର ଟାର୍ଗେଟ୍, କହିଲା- ‘ନିରବତା କାହିଁକି?’

ରାମ ମନ୍ଦିର ଦାନ ମାମଲାରେ ମୋଦିଙ୍କୁ କଂଗ୍ରେସର...

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିର ଦାନ ଓ ଜମି କାରବାରକୁ...

ଦଶହରା ପରେ ଦିଲ୍ଲୀରେ ବଢ଼ିଲା ବାୟୁ ପ୍ରଦୂଷଣ, AQI ୨୪୫; ଆଗକୁ ଆହୁରି ଖରାପ ହୋଇପାରେ

ଦଶହରା ପରେ ଦିଲ୍ଲୀରେ ବଢ଼ିଲା ବାୟୁ ପ୍ରଦୂଷଣ,...

୧୭୯ରୁ ୨୪୫କୁ ବଢ଼ିଲା AQI କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+