Indian passport ranked 125th in the Global Passport Index 2026.

ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ ୨୦୨୬: ୧୨୫ତମ ସ୍ଥାନକୁ ଖସିଲା ଭାରତୀୟ ପାସପୋର୍ଟ, ଟପ୍-୧୦୦ରୁ ବାହାରେ ଭାରତ

ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ ୨୦୨୬ରେ ଭାରତୀୟ ପାସପୋର୍ଟ ୧୨୫ତମ ସ୍ଥାନକୁ ଖସିଛି। ଭାରତୀୟ ପାସପୋର୍ଟଧାରୀମାନେ ବର୍ତ୍ତମାନ କେବଳ ୨୬ଟି ଦେଶକୁ ଭିସା-ମୁକ୍ତ କିମ୍ବା ଭିସା-ଅନ୍-ଆରାଇଭାଲ୍ ସୁବିଧା ପାଉଥିବାବେଳେ ଅଧିକାଂଶ ଦେଶକୁ ଯିବା ପାଇଁ ଭିସା ଆବଶ୍ୟକ ରହିଛି।

ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ ୨୦୨୬ରେ ଭାରତର ସ୍ଥାନ ପୁଣି ତଳକୁ ଖସିଛି। ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ,ଭାରତୀୟ ପାସପୋର୍ଟ ୧୨୫ତମ ସ୍ଥାନରେରହିଛି। ଏହା ସହ ଭାରତ ଟପ୍-୧୦୦ ଦେଶର ତାଲିକାରୁ ବାହାରେ ରହିଛି।

ରିପୋର୍ଟ ଅନୁସାରେ,୨୦୨୧ରୁ ୨୦୨୩ମଧ୍ୟରେ ଭାରତର ସ୍ଥାନ ୧୨୭ ଥିଲା।୨୦୨୫ରେଏହା ସୁଧୁରି ୧୨୪ତମ ସ୍ଥାନକୁ ଆସିଥିଲେ ମଧ୍ୟ୨୦୨୬ରେ ପୁଣି ୧୨୫ତମ ସ୍ଥାନକୁ ଖସିଛି।

ବର୍ତ୍ତମାନ ଭାରତୀୟ ପାସପୋର୍ଟଧାରୀମାନେ୨୬ଟି ଦେଶକୁ ଭିସା-ମୁକ୍ତ କିମ୍ବା ଭିସା-ଅନ୍-ଆରାଇଭାଲ୍ସୁବିଧାରେ ଯାତ୍ରା କରିପାରିବେ। ସେଥିରେଭୂଟାନ, ନେପାଳ, ଜାମାଇକା, ମାକାଉ, ପାଲେଷ୍ଟାଇନ୍, ଟ୍ୟୁନିସିଆ, ଆଙ୍ଗୋଲା ଏବଂ ବାର୍ବାଡୋସ୍ଭଳି ଦେଶ ସାମିଲ ରହିଛି।

ଅନ୍ୟପକ୍ଷରେଆମେରିକା, ଯୁକ୍ତରାଜ୍ୟ, ଜର୍ମାନୀ, ଫ୍ରାନ୍ସ, ଚୀନ୍ ଏବଂ ୟୁଏଇସମେତ ପ୍ରାୟ୮୮ଟି ଦେଶକୁଯାତ୍ରା କରିବା ପାଇଁ ଭାରତୀୟ ନାଗରିକଙ୍କୁ ପୂର୍ବରୁ ଭିସା ନେବାକୁ ପଡ଼ୁଛି।

ରିପୋର୍ଟ ଅନୁଯାୟୀ, ପଡ଼ୋଶୀ ଦେଶମାନଙ୍କ ମଧ୍ୟରେଚୀନ୍ ୧୦୪ତମ ସ୍ଥାନରେରହି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି। ତେବେ ଭାରତବାଙ୍ଗଲାଦେଶ (୧୬୬), ନେପାଳ (୧୬୪) ଏବଂ ପାକିସ୍ତାନ (୧୮୮)ତୁଳନାରେ ଭଲ ସ୍ଥିତିରେ ରହିଛି।

ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ ୨୦୨୬ରେସ୍ୱିଡେନ୍ପ୍ରଥମ ସ୍ଥାନରେ ଥିବାବେଳେସ୍ୱିଜରଲ୍ୟାଣ୍ଡଦ୍ୱିତୀୟ,ଫିନଲ୍ୟାଣ୍ଡତୃତୀୟ,ଜର୍ମାନୀଚତୁର୍ଥ ଏବଂଡେନମାର୍କପଞ୍ଚମ ସ୍ଥାନରେ ରହିଛି। ଚଳିତ ବର୍ଷ ଟପ୍-୧୦ ତାଲିକାରେ ୟୁରୋପୀୟ ଦେଶମାନଙ୍କର ପ୍ରାଧାନ୍ୟ ଦେଖିବାକୁ ମିଳିଛି।ଆମେରିକା ଓ ଫ୍ରାନ୍ସ ୧୧ତମଏବଂକାନାଡା ୧୩ତମ ସ୍ଥାନରେରହିଛି।

Latest News
ଓଡ଼ିଶାରେ ଆଲୁମିନିୟମ ପ୍ରକଳ୍ପ ପାଇଁ ବକ୍ସାଇଟ୍ ସୁରକ୍ଷା ଉପରେ ଆଦାନୀର ନଜର; OMC ସହ ଆଲୋଚନା ଜାରି

ଓଡ଼ିଶାରେ ଆଲୁମିନିୟମ ପ୍ରକଳ୍ପ ପାଇଁ ବକ୍ସାଇଟ୍ ସୁରକ୍ଷା...

ଓଡ଼ିଶାରେ ୧.୦୧ ଲକ୍ଷ କୋଟି ଟଙ୍କାର ବିନିଯୋଗ ନେଇ ରାଜ୍ୟ ସ...

ଭୁବନେଶ୍ୱର ବୁଦ୍ଧ ବିହାର ଆପାର୍ଟମେଣ୍ଟରେ ଆତଙ୍କ: ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ଗୁରୁତର

ଭୁବନେଶ୍ୱର ବୁଦ୍ଧ ବିହାର ଆପାର୍ଟମେଣ୍ଟରେ ଆତଙ୍କ: ମୁଖା...

ଭୁବନେଶ୍ୱରର ବୁଦ୍ଧ ବିହାର ଆପାର୍ଟମେଣ୍ଟ ପରିସରରେ ଶୁକ୍ରବା...

ଡାକ୍ତରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ: ରୋଗୀ ସେବା ବିପର୍ଯ୍ୟସ୍ତ, ଆଲୋଚନା ପାଇଁ ଡାକିଲେ ରାଜ୍ୟ ସରକାର

ଡାକ୍ତରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ: ରୋଗୀ ସେବା...

ଓଡ଼ିଶାରେ ସରକାରୀ ଡାକ୍ତରଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ ଚତୁର...

ଓଡ଼ିଶାରେ ଡାକ୍ତର ଆନ୍ଦୋଳନ ତେଜ: ବେତନ ବନ୍ଦ କଲେ ସରକାର, ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର ଚେତାବନୀ

ଓଡ଼ିଶାରେ ଡାକ୍ତର ଆନ୍ଦୋଳନ ତେଜ: ବେତନ ବନ୍ଦ...

ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନକୁ ନେଇ ଓଡ଼ିଶା ସରକାର କଡ଼ା...

ଡାକ୍ତର ଆନ୍ଦୋଳନ ମଧ୍ୟରେ ଚିକିତ୍ସା ନମିଳିବା ଅଭିଯୋଗ; ପ୍ରସବ ପରେ ନୂଆପଡ଼ାର ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଡାକ୍ତର ଆନ୍ଦୋଳନ ମଧ୍ୟରେ ଚିକିତ୍ସା ନମିଳିବା ଅଭିଯୋଗ;...

ଡାକ୍ତରମାନଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ ମଧ୍ୟରେ ନୂଆପଡ଼ା ଜି...

ସିୟା ଗୋୟଲଙ୍କ କଥିତ ସ୍ନାପଚ୍ୟାଟ୍ ଚାଟ୍ ସାମ୍ନାକୁ; ଆଧାର କାର୍ଡ ମାଗିବା ମେସେଜ୍‌କୁ ନେଇ ତଦନ୍ତ ଜୋରଦାର

ସିୟା ଗୋୟଲଙ୍କ କଥିତ ସ୍ନାପଚ୍ୟାଟ୍ ଚାଟ୍ ସାମ୍ନାକୁ;...

ହାଇପ୍ରୋଫାଇଲ୍ କେତନ ଅଗ୍ରୱାଲ ହତ୍ୟା ମାମଲାର ତଦନ୍ତ ମଧ୍ୟର...

ଲଗାଣ ବର୍ଷାର ସୁଯୋଗ ନେଇ ଗାଲେରି କାଳୀ ମନ୍ଦିରରେ ଚୋରି; ସୁନା-ରୁପା ଅଳଙ୍କାର ସହ ସିସିଟିଭି ହାର୍ଡଡିସ୍କ ଲୁଟ

ଲଗାଣ ବର୍ଷାର ସୁଯୋଗ ନେଇ ଗାଲେରି କାଳୀ...

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳସ୍ଥିତ ପ୍ରସିଦ୍ଧଗାଲେରି କ...

ପଞ୍ଚସଖା ଶିକ୍ଷା ସେତୁର ବଡ଼ ନିଷ୍ପତ୍ତି: ୨୩ ଜିଲ୍ଲାର ୬୦୯ ସ୍କୁଲ ପାଇଁ ୭.୨୯ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଅନୁମୋଦନ

ପଞ୍ଚସଖା ଶିକ୍ଷା ସେତୁର ବଡ଼ ନିଷ୍ପତ୍ତି: ୨୩...

ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶକୁ...

ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଆନ୍ଦୋଳନର ପ୍ରଭାବ: ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ଚିକିତ୍ସା ସେବା

ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଆନ୍ଦୋଳନର...

କୋରାପୁଟ ଜିଲ୍ଲାର ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡା...

ବାଲେଶ୍ୱରରୁ ନିଖୋଜ ୪ ନାବାଳିକା ପଶ୍ଚିମବଙ୍ଗରୁ ଉଦ୍ଧାର; ମାନବ ଚାଲାଣ ସନ୍ଦେହରେ ତଦନ୍ତ ଜୋରଦାର

ବାଲେଶ୍ୱରରୁ ନିଖୋଜ ୪ ନାବାଳିକା ପଶ୍ଚିମବଙ୍ଗରୁ ଉଦ୍ଧାର;...

ବାଲେଶ୍ୱର ଜିଲ୍ଲାରଜଳେଶ୍ୱରଅଞ୍ଚଳରୁ ନିଖୋଜ ହୋଇଥିବା ୪ ଜଣ...

ଓଡ଼ିଶାରେ ଦୁର୍ଯ୍ୟୋଗ ପରିଚାଳନାକୁ ଆହୁରି ଶକ୍ତିଶାଳୀ କରିବ ଡପ୍ଲର ରାଡାର: ଭୁବନେଶ୍ୱର ସହ ୪ ସହରରେ ଲାଗିବ ଅତ୍ୟାଧୁନିକ ବ୍ୟବସ୍ଥା

ଓଡ଼ିଶାରେ ଦୁର୍ଯ୍ୟୋଗ ପରିଚାଳନାକୁ ଆହୁରି ଶକ୍ତିଶାଳୀ କରିବ...

ଦୁର୍ଯ୍ୟୋଗ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଉ ଏକ ବଡ଼ ପଦକ୍...

ଓଡ଼ିଶାରେ ୬୭ ହଜାର କୋଟି ଟଙ୍କାର ଗ୍ରୀନ୍ ଏନର୍ଜି ଚୁକ୍ତି; ସୃଷ୍ଟି ହେବ ୮ ହଜାରରୁ ଅଧିକ ଚାକିରି

ଓଡ଼ିଶାରେ ୬୭ ହଜାର କୋଟି ଟଙ୍କାର ଗ୍ରୀନ୍...

ଓଡ଼ିଶାରେ ସବୁଜ ଶକ୍ତି (Green Energy) ଓ ସ୍ଥାୟୀ ଶିଳ୍ପ...

Breaking News
+