Four sluice gates of Hirakud Dam opened to release floodwater as reservoir level rises in Odisha.

ହୀରାକୁଦ ଡ୍ୟାମର ୪ଟି ସ୍ଲୁଇସ୍ ଗେଟ୍ ଖୋଲିଲା, ବଢ଼ୁଥିବା ଜଳସ୍ତର ମଧ୍ୟରେ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ସୂଚନା

ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ବଢ଼ିବା ପରେ ରବିବାର ଡ୍ୟାମର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ୩ଟି ଗେଟ୍ ବାମ ପାର୍ଶ୍ୱରେ ଓ ଗୋଟିଏ ଗେଟ୍ ଡାହାଣ ପାର୍ଶ୍ୱରେ ଖୋଲି ପ୍ରାୟ ୩୩ ହଜାର କ୍ୟୁସେକ୍ ପାଣି ଛଡ଼ାଯାଉଛି। ମହାନଦୀର ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।

ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ଦ୍ରୁତ ହାରରେ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ସମ୍ବଲପୁର ସ୍ଥିତହୀରାକୁଦ ଡ୍ୟାମର ୪ଟି ସ୍ଲୁଇସ୍ ଗେଟ୍ଖୋଲାଯାଇଛି।

ସୂଚନା ଅନୁସାରେ, ଡ୍ୟାମରବାମ ପାର୍ଶ୍ୱର ୩ଟି ଓ ଡାହାଣ ପାର୍ଶ୍ୱର ଗୋଟିଏ ସ୍ଲୁଇସ୍ ଗେଟ୍ମାଧ୍ୟମରେ ବନ୍ୟାଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

୬୧୧.୫୦ ଫୁଟରେ ପହଞ୍ଚିଲା ଜଳସ୍ତର

ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର୬୧୧.୫୦ ଫୁଟରେ ପହଞ୍ଚିଛି। ପ୍ରତି ସେକେଣ୍ଡରେ ପ୍ରାୟ୧,୫୭,୪୪୨ କ୍ୟୁସେକ୍ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଥିବା ସୂଚନା ମିଳିଛି।

ଏହି ବଢ଼ୁଥିବା ଜଳପ୍ରବାହକୁ ସନ୍ତୁଳିତ କରିବା ପାଇଁ୪ଟି ସ୍ଲୁଇସ୍ ଗେଟ୍ ଦେଇ ପ୍ରାୟ ୩୩,୦୦୦ କ୍ୟୁସେକ୍ ପାଣିଛଡ଼ାଯାଉଛି।

ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ

ଗେଟ୍ ଖୋଲିବା ପୂର୍ବରୁ ହୀରାକୁଦ କର୍ତ୍ତୃପକ୍ଷ ସାଇରନ୍ ବଜାଇ ମହାନଦୀର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ କରିଥିଲେ।

ଜଳଭଣ୍ଡାରକୁ ପାଣି ପ୍ରବେଶର ପରିମାଣ ଉପରେ କର୍ତ୍ତୃପକ୍ଷ ନିରନ୍ତର ନଜର ରଖିଛନ୍ତି। ଉପରମୁଣ୍ଡ ଅଞ୍ଚଳରେ ବର୍ଷା ଜାରି ରହିଥିବାରୁ ଆଗାମୀ ପରିସ୍ଥିତି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

ପ୍ରଶାସନ ପକ୍ଷରୁ ମହାନଦୀ କୂଳବର୍ତ୍ତୀ ଏବଂ ତଳିଆ ଅଞ୍ଚଳର ଲୋକମାନଙ୍କୁ ନଦୀ ନିକଟକୁ ନଯିବା ଓ ସରକାରୀ ସତର୍କ ସୂଚନାକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Latest News
୧୫ ବର୍ଷ ଧରି ଗ୍ୟାଙ୍ଗଷ୍ଟର ଭୂମିକା ପରେ ‘Hanuman Ansh’ରେ ମିଳିଲା ‘ସାତ୍ତ୍ୱିକ ଭୋଜନ’: ଚନ୍ଦନ ଆନନ୍ଦ

୧୫ ବର୍ଷ ଧରି ଗ୍ୟାଙ୍ଗଷ୍ଟର ଭୂମିକା ପରେ...

ଅଭିନେତାଚନ୍ଦନ ଆନନ୍ଦଙ୍କ ପାଇଁ ‘Hanuman Ansh&rsq...

ଶିକ୍ଷକ ଓ ସହପାଠୀଙ୍କ ଫଟୋକୁ ଅଶ୍ଳୀଳ କଣ୍ଟେଣ୍ଟରେ ପରିଣତ କରୁଥିଲା ଛାତ୍ର, ଗିରଫ

ଶିକ୍ଷକ ଓ ସହପାଠୀଙ୍କ ଫଟୋକୁ ଅଶ୍ଳୀଳ କଣ୍ଟେଣ୍ଟରେ...

କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି, ୧୪ ଅଭିଯୁକ୍ତ ଗିରଫ

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ...

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...

Bigg Boss 20: ବାଦଶାହଙ୍କଠାରୁ ଅଲଗା ହେବା ପରେ ଇଶା ରିଖିଙ୍କୁ ସଲମାନଙ୍କ ପରାମର୍ଶ- ‘ଅତୀତକୁ ଛାଡ଼ି ଆଗକୁ ବଢ଼’

Bigg Boss 20: ବାଦଶାହଙ୍କଠାରୁ ଅଲଗା ହେବା...

ପଞ୍ଜାବୀ ଅଭିନେତ୍ରୀଇଶା ରିଖିବାଦଶାହଙ୍କଠାରୁ ବିଚ୍ଛେଦ ଘୋଷ...

FBIର Most Wanted ତାଲିକାରେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି; ଗିରଫ ସୂଚନା ପାଇଁ ୧.୪୨ କୋଟି ଟଙ୍କା ପୁରସ୍କାର

FBIର Most Wanted ତାଲିକାରେ ଭାରତୀୟ ବଂଶୋଦ୍ଭବ...

ଆମେରିକାର Federal Bureau of Investigation (FBI) ମଞ୍...

Instagram Reels ଯୋଗୁଁ ପୁଣି ଲୋକପ୍ରିୟ ହେଲା ‘Mirzapur’ର ‘Vaaroon’, ଗୀତିକାର Ginny Diwan କହିଲେ ନିଜ ଅନୁଭବ

Instagram Reels ଯୋଗୁଁ ପୁଣି ଲୋକପ୍ରିୟ ହେଲା...

‘Mirzapur’ର ସଫଳତା ସହ ଏହାର ଗୀତଗୁଡ଼ିକ ମଧ...

କାହିଁକି ଗୁଜରାଟ? National Film Awardsର ନୂଆ ଭେନ୍ୟୁକୁ ନେଇ ପ୍ରଶ୍ନ ଉଠାଇଲେ ‘Raees’ ନିର୍ଦ୍ଦେଶକ ରାହୁଲ ଢୋଲକିଆ

କାହିଁକି ଗୁଜରାଟ? National Film Awardsର ନୂଆ...

ଭୁବନେଶ୍ୱର: ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଅ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+