ଆସାମରେ ଲଖିମୀ ଗୋପ୍ରଜାତିରୁ IVF ପ୍ରଯୁକ୍ତି ମାଧ୍ୟମରେ ପ୍ରଥମ ମାଈ ବାଛୁରୀ ଜନ୍ମ ନେଇଛି। ବୈଜ୍ଞାନିକମାନେ ଲ୍ୟାବରେ ଭ୍ରୂଣ ପ୍ରସ୍ତୁତ କରିବା ପରେ ଏହାକୁ ଅନ୍ୟ ଏକ ଗାଈର ଗର୍ଭାଶୟରେ ସ୍ଥାନାନ୍ତର କରିଥିଲେ। ଏହି ସଫଳତା ଭାରତୀୟ ଦେଶୀ ଗୋପ୍ରଜାତିର ସଂରକ୍ଷଣ, ଉନ୍ନତ ପ୍ରଜନନ ପ୍ରଯୁକ୍ତିର ବ୍ୟବହାର ଏବଂ ଭବିଷ୍ୟତରେ ଚାଷୀଙ୍କ ଆୟ ବଢ଼ାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଧରାଯାଉଛି।
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ...
ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଜଣେ ୩ ବର୍ଷର ଶିଶୁଙ୍କ ପେଟରେ ଗ...
କୋରାପୁଟ ଜିଲ୍ଲା ଜୟପୁର-ବୋରିଗୁମ୍ମା ଅଞ୍ଚଳରେ ଏକ ସନ୍ଦିଗ୍...
ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଧୀନ ଉତ୍ତରଣ ମଠ ସାହ...