ଆସୁଛି ପାର୍ବଣ ଋତୁ। ଗଣେଶ ପୂଜାକୁ ନେଇ ଗାଁଠୁ ସହର ପର୍ଯ୍ୟନ୍ତ ଉତ୍ସାହ ଦେଖାଦେଇଛି। ତେବେ ପାର୍ବଣ ପୂର୍ବରୁ ବଜାରରେ ବଢ଼ୁଥିବା ଦରଦାମ ଲୋକଙ୍କ ଚିନ୍ତା ବଢ଼ାଇଛି। ପୂଜା ପାଇଁ ଆବଶ୍ୟକ ଫଳମୂଳର ଦର ବେଶ୍ ଅଧିକ ରହିଛି।
ବଜାରରେସେଉ କିଲୋ ପ୍ରତି ୨୦୦ ଟଙ୍କା,ଅଙ୍ଗୁର ୨୩୦ ଟଙ୍କା,ଡାଳିମ୍ବ ୨୪୦ ଟଙ୍କାଏବଂକମଳା ୩୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଆତ ୧୨୦, ପିଜୁଳି ୧୦୦, ନାସପାତି ୧୨୦, ଅଷ୍ଟ୍ରେଲିଆନ୍ ଅଙ୍ଗୁର ୪୦୦, ଡ୍ରାଗନ ଫ୍ରୁଟ୍ ୨୫୦ ଏବଂ କଦଳୀ କିଲୋ ପ୍ରତି ୫୦ ଟଙ୍କା ରହିଛି।
କେବଳ ଫଳ ନୁହେଁ, ମିଠାର ଦର ମଧ୍ୟ ବଢ଼ିଛି। ଚିନି, ଛେନା ଓ ଗ୍ୟାସ୍ର ଦାମ ବୃଦ୍ଧି ପାଇଥିବାରୁ ମିଠାର ଦର ବଢ଼ାଇବାକୁ ପଡ଼ୁଛି ବୋଲି ମିଠା ବ୍ୟବସାୟୀମାନେ କହିଛନ୍ତି। କେତେକ ଦୋକାନରେ ଦର ବଢ଼ିବା ସହ ମିଠାର ଆକାର ମଧ୍ୟ ଛୋଟ ହୋଇଥିବା ଜଣାପଡ଼ିଛି।
ନୂଆଦିଲ୍ଲୀରେ ଶନିବାରଠାରୁ ଆରମ୍ଭ ହୋଇଥିବା୧୮ତମ BRICS ଶିଖ...
ପୃଥିବୀର ବଢ଼ୁଥିବା ତାପମାତ୍ରା ପୁଣିଥରେ ବୈଶ୍ୱିକ ଜଳବାୟୁ...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ନେଇ ଆଶା ସ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚାଲିଥିବା BRICS ସମ୍ମି...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆୟର୍ଲାଣ୍ଡ ଗସ...