ଦିଲ୍ଲୀ ବିମାନବନ୍ଦରର କାର୍ଗୋ ହବ୍‌ରେ FedEx ନିବେଶ କରିବ $150 million ଡଲାର

ଆମେରିକୀୟ ଏକ୍ସପ୍ରେସ୍ ଟ୍ରାନ୍ସପୋର୍ଟ କମ୍ପାନୀ FedEx ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ଏକ ଇଣ୍ଟିଗ୍ରେଟେଡ୍ ଏୟାର କାର୍ଗୋ ହବ୍ ବିକାଶ ପାଇଁ ୧୫୦ ମିଲିୟନ୍ ଡଲାର ନିବେଶ କରିବ। ଏହି ନିବେଶ ଦିଲ୍ଲୀର ବିମାନ କାର୍ଗୋ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ଦେଶର ଏୟାର କାର୍ଗୋ ଓ ଏକ୍ସପ୍ରେସ୍ ଲଜିଷ୍ଟିକ୍ସ କ୍ଷେତ୍ରକୁ ଗତି ଦେଇପାରେ।
FedEx to invest $150 million in an integrated air cargo hub at Delhi Airport  Description
FedEx to invest $150 million in an integrated air cargo hub at Delhi Airport Description

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ଏକ ବଡ଼ ଏୟାର କାର୍ଗୋ ହବ୍ ବିକାଶ କରିବାକୁ ଯାଉଛି ଆମେରିକୀୟ ଏକ୍ସପ୍ରେସ୍ ଟ୍ରାନ୍ସପୋର୍ଟ କମ୍ପାନୀ FedEx।

କମ୍ପାନୀ ପକ୍ଷରୁ ଜାରି ବିବୃତି ଅନୁସାରେ, ଏହି ପ୍ରକଳ୍ପ ପାଇଁ FedEx ପ୍ରାୟ ୧୫୦ ମିଲିୟନ୍ ଡଲାର ନିବେଶ କରିବ।

ଏହି ନିବେଶ ମାଧ୍ୟମରେ ଦିଲ୍ଲୀ ବିମାନବନ୍ଦରରେ ଏକ Integrated Air Cargo Hub ବିକଶିତ କରାଯିବ। ଏହା ମାଧ୍ୟମରେ ଏୟାର କାର୍ଗୋ ପରିବହନ ଓ ଲଜିଷ୍ଟିକ୍ସ କାର୍ଯ୍ୟକଳାପକୁ ଅଧିକ ସୁସଂଗଠିତ ଓ ଦକ୍ଷ କରିବା ଲକ୍ଷ୍ୟ ରହିଛି।

ଦିଲ୍ଲୀ ଭାରତର ଏକ ପ୍ରମୁଖ ବିମାନ ଓ ବାଣିଜ୍ୟିକ କେନ୍ଦ୍ର ହୋଇଥିବାରୁ ଏହି ନିବେଶ ଦେଶର ଏୟାର କାର୍ଗୋ ଭିତ୍ତିଭୂମି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ବିଶେଷକରି ଦ୍ରୁତ ଡେଲିଭରି, ଆନ୍ତର୍ଜାତୀୟ ମାଲ ପରିବହନ ଓ ଏକ୍ସପ୍ରେସ୍ ଲଜିଷ୍ଟିକ୍ସରେ ଏହି ହବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ।

ଭାରତରେ e-commerce, international trade ଏବଂ express logistics ବଢ଼ୁଥିବା ସମୟରେ FedExର ଏହି ବଡ଼ ନିବେଶ ଦେଶର air cargo infrastructureର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

LIVE TV
LIVE
Latest News
ଦୀପାବଳି ପୂର୍ବରୁ କଟକବାସୀଙ୍କୁ DCPଙ୍କ ଅପିଲ୍‌: ରାତି ୯ଟା ପରେ ବାଣ ଫୁଟାଇବା ମନା, ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଦୀପାବଳି ପୂର୍ବରୁ କଟକବାସୀଙ୍କୁ DCPଙ୍କ ଅପିଲ୍‌: ରାତି...

ଦୀପାବଳିକୁ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା...

ଓଡ଼ିଶାର କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ମାସିକ ₹୧୦ ହଜାର ଯାଏଁ ପ୍ରୋତ୍ସାହନ ରାଶି, ମୋହନ ମାଝୀଙ୍କ ଅନୁମୋଦନ

ଓଡ଼ିଶାର କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ମାସିକ ₹୧୦...

ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ କଲେଜ ପରିଚାଳନାକୁ ଅଧିକ...

‘ଇସ୍ରାଏଲ୍‌ରେ ମୋର ଲୋକପ୍ରିୟତା ୯୯%’, ଆମେରିକୀୟମାନେ ଥକିଗଲେ ସେଠାକୁ ଯାଇ ପ୍ରଧାନମନ୍ତ୍ରୀ ହେବି: ଟ୍ରମ୍ପ

‘ଇସ୍ରାଏଲ୍‌ରେ ମୋର ଲୋକପ୍ରିୟତା ୯୯%’, ଆମେରିକୀୟମାନେ ଥକିଗଲେ...

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିଜର ମ...

ବ୍ରିଟେନରେ ଅବସର ପରେ ମିଳିବ ଆଜୀବନ ଆୟ! ୧.୭ କୋଟି କର୍ମଚାରୀଙ୍କ ପାଇଁ ନୂଆ ପେନସନ୍ ଯୋଜନା

ବ୍ରିଟେନରେ ଅବସର ପରେ ମିଳିବ ଆଜୀବନ ଆୟ!...

ଅବସର ପରେ ଆର୍ଥିକ ସୁରକ୍ଷାକୁ ଅଧିକ ସହଜ କରିବା ଲକ୍ଷ୍ୟରେ...

ଓଡ଼ିଶାର କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ମାସିକ ₹୧୦ ହଜାର ଯାଏଁ ପ୍ରୋତ୍ସାହନ ରାଶି, ମୋହନ ମାଝୀଙ୍କ ଅନୁମୋଦନ

ଓଡ଼ିଶାର କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ମାସିକ ₹୧୦...

ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ କଲେଜ ପରିଚାଳନାକୁ ଅଧିକ...

ସ୍ପେନ୍‌ରେ ଟ୍ରେନ୍ ଦୁର୍ଘଟଣାରେ ୬୯ ମୃତ୍ୟୁ, ଇସ୍ତଫା ଦେଲେ ପରିବହନ ମନ୍ତ୍ରୀ! ରେଳ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ସ୍ପେନ୍‌ରେ ଟ୍ରେନ୍ ଦୁର୍ଘଟଣାରେ ୬୯ ମୃତ୍ୟୁ, ଇସ୍ତଫା...

୬୯ ଜଣଙ୍କ ମୃତ୍ୟୁ ପରେ ମନ୍ତ୍ରୀଙ୍କ ଇସ୍ତଫା ସ୍ପେନ୍&zw...

ଆଜି ପୃଥିବୀରେ ଖସିପାରେ ନାସାର ୧.୫ ଟନ୍‌ର ମହାକାଶ ଟେଲିସ୍କୋପ୍! ଭାରତରେ ମଧ୍ୟ ପଡ଼ିପାରେ ଭଗ୍ନାବଶେଷ

ଆଜି ପୃଥିବୀରେ ଖସିପାରେ ନାସାର ୧.୫ ଟନ୍‌ର...

ନୂଆଦିଲ୍ଲୀ: ମହାକାଶରେ ୨୨ ବର୍ଷ ଧରି କାର୍ଯ୍ୟ କରିବା ପରେ...

ରାସ୍ତା ନଥିବାରୁ ୫ କିମି ବୋହି ନେଲେ ଗର୍ଭବତୀଙ୍କୁ! ହସ୍ପିଟାଲରେ ମୃତ ସନ୍ତାନ ପ୍ରସବ, ରାୟଗଡ଼ାରେ ଦୁର୍ଦ୍ଦଶାର ଚିତ୍ର

ରାସ୍ତା ନଥିବାରୁ ୫ କିମି ବୋହି ନେଲେ...

ମାଲିପଦର ଗାଁରେ ଗର୍ଭବତୀଙ୍କୁ ହଠାତ୍ ପ୍ରସବ ଯନ୍ତ୍ରଣା...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+