Students at a higher educational institution as Centre proposes drug-free campuses and consent-based drug screening.

ଉଚ୍ଚଶିକ୍ଷା ଅନୁଷ୍ଠାନରେ ‘ଡ୍ରଗ୍-ଫ୍ରି କ୍ୟାମ୍ପସ’ ଯୋଜନା, ଛାତ୍ରଛାତ୍ରୀଙ୍କ ସମ୍ମତିରେ ହେବ ଡ୍ରଗ୍ ସ୍କ୍ରିନିଂ

କେନ୍ଦ୍ର ସରକାର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ମାଦକମୁକ୍ତ ପରିବେଶ ସୃଷ୍ଟି ପାଇଁ ‘ଡ୍ରଗ୍-ଫ୍ରି କ୍ୟାମ୍ପସ’ ଯୋଜନା ପ୍ରସ୍ତାବ କରିଛି। ଏହା ଅନୁସାରେ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିସରକୁ ଡ୍ରଗ୍-ମୁକ୍ତ ଅଞ୍ଚଳ ଘୋଷଣା କରାଯିବ ଏବଂ ଛାତ୍ରଛାତ୍ରୀଙ୍କ ସମ୍ମତିରେ ଡ୍ରଗ୍ ସ୍କ୍ରିନିଂ କରାଯିବ।

କେନ୍ଦ୍ର ସରକାର‘ଭିଜନ୍ ଡକ୍ୟୁମେଣ୍ଟ ଅନ୍ ନାର୍କୋଟିକ୍ସ କଣ୍ଟ୍ରୋଲ୍ (୨୦୨୬–୨୦୨୯)’ଅନ୍ତର୍ଗତ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ‘ଡ୍ରଗ୍-ଫ୍ରି କ୍ୟାମ୍ପସ’ସୃଷ୍ଟି ପାଇଁ ନୂଆ ପଦକ୍ଷେପ ପ୍ରସ୍ତାବ କରିଛି।

ଗୃହ ରାଜ୍ୟମନ୍ତ୍ରୀନିତ୍ୟାନନ୍ଦ ରାୟସଂସଦରେ ସୂଚନା ଦେଇ କହିଛନ୍ତି ଯେ, ଏହି ଯୋଜନା ଅନୁଯାୟୀ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ (CFHEIs) ଚାରିପାଖରେ୫୦୦ ମିଟର ପରିସରକୁ ଡ୍ରଗ୍-ମୁକ୍ତ ଅଞ୍ଚଳଭାବେ ଗଢ଼ି ତୋଳାଯିବ।

ଏହା ସହିତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁସ୍ଥତା କାର୍ଯ୍ୟକ୍ରମର ଅଂଶ ଭାବେସେମାନଙ୍କ ସମ୍ମତିରେ ଡ୍ରଗ୍ ସ୍କ୍ରିନିଂ ପରୀକ୍ଷାକରାଯିବାକୁ ମଧ୍ୟ ପ୍ରସ୍ତାବ ରହିଛି।

ଏହି ତିନି ବର୍ଷିଆ କାର୍ଯ୍ୟଯୋଜନାରେ କେବଳ ଡ୍ରଗ୍ ଚିହ୍ନଟ ନୁହେଁ, ବରଂସଚେତନତା କାର୍ଯ୍ୟକ୍ରମ, ମାଦକ ବିରୋଧୀ ଶିକ୍ଷା, ପରାମର୍ଶ ସେବା ଓ ସମାଜର ସକ୍ରିୟ ଅଂଶଗ୍ରହଣଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଗତ ଅଗଷ୍ଟ ୨ରେ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀନଶା ମୁକ୍ତ ଯୁବା ଫର୍ ବିକଶିତ ଭାରତ ସଙ୍କଳ୍ପ ଅଭିଯାନ’ର ଶୁଭାରମ୍ଭ କରି ଯୁବପିଢ଼ୀଙ୍କୁ ଦେଶର ‘ଅମୃତ ପିଢ଼ି’ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ,୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଯୁବପିଢ଼ୀଙ୍କୁ ନିଶା ଓ ମାଦକ ଦ୍ରବ୍ୟଠାରୁ ଦୂରେ ରହିବା ଅତ୍ୟାବଶ୍ୟକ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶକୁ ସୁସ୍ଥ, ଆତ୍ମବିଶ୍ୱାସୀ ଓ ମାନସିକ ଭାବେ ଶକ୍ତିଶାଳୀ ଯୁବପିଢ଼ୀ ଆବଶ୍ୟକ। ସେଥିପାଇଁ ମାଦକମୁକ୍ତ ସମାଜ ଗଢ଼ିବାରେ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଥିଲେ।

Latest News
ଆସନ୍ତା ୪ ଦିନ ଓଡ଼ିଶାରେ ପୁଣି ବର୍ଷାର ତାଣ୍ଡବ, ୨୫ ଜିଲ୍ଲାକୁ ୟେଲୋ ଆଲର୍ଟ; ୬ ଜିଲ୍ଲାରେ ପ୍ରବଳ ବର୍ଷା ସତର୍କତା

ଆସନ୍ତା ୪ ଦିନ ଓଡ଼ିଶାରେ ପୁଣି ବର୍ଷାର...

ବନ୍ୟା ବିପତ୍ତିରୁ ଓଡ଼ିଶା ଧୀରେ ଧୀରେ ମୁକୁଳୁଥିବା ବେଳେ ପ...

ନବୀନଙ୍କ ସମାଲୋଚନାର କଡ଼ା ଜବାବ ଦେଲେ ସୁରେଶ ପୂଜାରୀ, କହିଲେ- ବନ୍ୟା ବେଳେ ରାଜନୀତି ନ କରନ୍ତୁ

ନବୀନଙ୍କ ସମାଲୋଚନାର କଡ଼ା ଜବାବ ଦେଲେ ସୁରେଶ...

ଭୁବନେଶ୍ୱର: ବନ୍ୟା ପରିସ୍ଥିତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଓଡ଼ିଶାର ୭ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ, ବଜ୍ରପାତ ସହ ଝଡ଼ବର୍ଷା ନେଇ IMDର ସତର୍କ ସୂଚନା

ଓଡ଼ିଶାର ୭ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ,...

ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିଥିବାବେଳେ ଆସନ୍ତା ଦୁଇ...

ବୁମ୍ରାଙ୍କ ଆଘାତ ପରେ BCCIର ଇଞ୍ଜୁରି ମ୍ୟାନେଜମେଣ୍ଟକୁ ନେଇ ଉଠିଲା ପ୍ରଶ୍ନ

ବୁମ୍ରାଙ୍କ ଆଘାତ ପରେ BCCIର ଇଞ୍ଜୁରି ମ୍ୟାନେଜମେଣ୍ଟକୁ...

ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁଣିଥରେ ଏହାର...

ଅଷ୍ଟ୍ରେଲିଆର U-19 ଦଳରେ ଭାରତୀୟ ବଂଶୋଦ୍ଭବ ନୀଲ ପଟେଲ, ଭାରତ ଗସ୍ତରେ ଦେଖାଇବେ ଦମ୍

ଅଷ୍ଟ୍ରେଲିଆର U-19 ଦଳରେ ଭାରତୀୟ ବଂଶୋଦ୍ଭବ ନୀଲ...

ଭାରତୀୟ ବଂଶୋଦ୍ଭବ ଯୁବ କ୍ରିକେଟର ନୀଲ ପଟେଲଙ୍କ କ୍ରିକେଟ୍&...

ଓଡ଼ିଶାକୁ ପୁଣି ବର୍ଷା ଭୟ! ଅଗଷ୍ଟ ୫ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଅଧିକାଂଶ ଜିଲ୍ଲାକୁ Yellow Alert

ଓଡ଼ିଶାକୁ ପୁଣି ବର୍ଷା ଭୟ! ଅଗଷ୍ଟ ୫...

ଭୁବନେଶ୍ୱର:ବନ୍ୟାର ବିପର୍ଯ୍ୟୟରୁ ଓଡ଼ିଶା ଧୀରେ ଧୀରେ ମୁକୁ...

ବନ୍ୟା ସତ୍ତ୍ୱେ ଚାଉଳ ବଣ୍ଟନରେ ସମସ୍ୟା ନାହିଁ: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର

ବନ୍ୟା ସତ୍ତ୍ୱେ ଚାଉଳ ବଣ୍ଟନରେ ସମସ୍ୟା ନାହିଁ:...

ଭୁବନେଶ୍ୱର: ବନ୍ୟା ପରିସ୍ଥିତିକୁ ନେଇ ଚାଉଳ ବଣ୍ଟନରେ କୌଣସ...

ଓଡ଼ିଶାରେ ସାଧାରଣଠାରୁ ୨୬% ଅଧିକ ବର୍ଷା; ଅଗଷ୍ଟ ୧୦ ପର୍ଯ୍ୟନ୍ତ IMDର ପ୍ରବଳ ବର୍ଷା ସତର୍କତା

ଓଡ଼ିଶାରେ ସାଧାରଣଠାରୁ ୨୬% ଅଧିକ ବର୍ଷା; ଅଗଷ୍ଟ...

ଓଡ଼ିଶାରେ ଆସନ୍ତା ପାଞ୍ଚ ଦିନ ଧରି ବ୍ୟାପକ ବର୍ଷା ଜାରି ରହ...

ଭାରତୀୟ ମୁଷ୍ଟିଯୋଦ୍ଧାଙ୍କ ଐତିହାସିକ ସଫଳତାକୁ ଆୟରଙ୍କ ପ୍ରଶଂସା, କହିଲେ- ‘ତ୍ରିରଙ୍ଗା ପିନ୍ଧିଥିବା ପ୍ରତ୍ୟେକ ଆଥଲେଟଙ୍କ ପାଇଁ ଗର୍ବିତ’

ଭାରତୀୟ ମୁଷ୍ଟିଯୋଦ୍ଧାଙ୍କ ଐତିହାସିକ ସଫଳତାକୁ ଆୟରଙ୍କ ପ୍ରଶଂସା,...

ଗ୍ଲାସଗୋରେ ଅନୁଷ୍ଠିତ ସଦ୍ୟ ସମାପ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ା...

ଦିଲ୍ଲୀ ଦଙ୍ଗା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ'ଣ ରହିଛି କୋର୍ଟଙ୍କ ରାୟ

ଦିଲ୍ଲୀ ଦଙ୍ଗା ମାମଲା: ତାହିର ହୁସେନଙ୍କୁ ଆଜୀବନ...

ନୂଆଦିଲ୍ଲୀ: ୨୦୨୦ ମସିହାରେ ଘଟିଥିବା ଦିଲ୍ଲୀ ସାମ୍ପ୍ରଦାୟି...

ମହମ୍ମଦ ଶାମିଙ୍କ ଭାରତୀୟ ଦଳ କ୍ୟାରିୟର କି ଶେଷ ଆଡ଼କୁ?

ମହମ୍ମଦ ଶାମିଙ୍କ ଭାରତୀୟ ଦଳ କ୍ୟାରିୟର କି...

ଭାରତୀୟ କ୍ରିକେଟ ଦଳର ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମିଙ୍...

କଂଗ୍ରେସ ବିଜେପିକୁ ପରୋକ୍ଷ ସହଯୋଗ କରୁଛି: DMKର ବଡ଼ ଅଭିଯୋଗ

କଂଗ୍ରେସ ବିଜେପିକୁ ପରୋକ୍ଷ ସହଯୋଗ କରୁଛି: DMKର...

ଚେନ୍ନାଇ: ତାମିଲନାଡୁର ଶାସକ ଦଳ DMK କଂଗ୍ରେସ ବିରୋଧରେ ଗୁ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+