Nabeen

ରେଢ଼ାଖୋଲ ସଭାରେ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ, କହିଲେ ‘ଗୋ ବ୍ୟାକ୍ କହିଲେ ବି ଆସିବି’

ରେଢ଼ାଖୋଲ ସଭାମଞ୍ଚରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ତାଙ୍କୁ ‘ଗୋ ବ୍ୟାକ୍’ କହୁଥିବା ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, ‘ମୁଁ ହଳିଆ ଲୋକ, ଗୋ ବ୍ୟାକ୍ କହିଲେ ବି ଆସିବି।’ ଏହାର ଜବାବରେ ବିଜେଡି ନେତା ରୋହିତ ପୂଜାରୀ ଧର୍ମେନ୍ଦ୍ରଙ୍କୁ ପାଲଟା ଟାର୍ଗେଟ କରିଛନ୍ତି।

ରେଢ଼ାଖୋଲ:ରେଢ଼ାଖୋଲ ସଭାମଞ୍ଚରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ତାଙ୍କୁ ‘ଗୋ ବ୍ୟାକ୍’ କହୁଥିବା ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର କହିଛନ୍ତି,‘ମୁଁ ହଳିଆ ଲୋକ, ଗୋ ବ୍ୟାକ୍ କହିଲେ ବି ଆସିବି।’

ଧର୍ମେନ୍ଦ୍ର କହିଛନ୍ତି ଯେ, ନବୀନ ତାଙ୍କୁ ‘ବଦମାସ ଲୋକ’ ଓ ‘ଓଡ଼ିଶାର କୁଳାଙ୍ଗାର’ ବୋଲି କହୁଛନ୍ତି। ତେବେ ଜୀବନ ଥିବା ପର୍ଯ୍ୟନ୍ତ ସେ ଓଡ଼ିଶାର ସମ୍ମାନ ହାନି କରିବେ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସଭାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପସ୍ଥିତିକୁ ନେଇ ମଧ୍ୟ ଧର୍ମେନ୍ଦ୍ର ନିଜ ମତ ରଖିଥିଲେ। ପ୍ରସନ୍ନ ବାବୁ ସ୍ୱାଗତ କରାଯିବ ବୋଲି କହିବାରୁ ତାଙ୍କ ଅନୁମତି ନେଇ ରେଢ଼ାଖୋଲ ଆସିଥିବା ସେ କହିଛନ୍ତି।

ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ବୟାନର ଜବାବ ରଖିଛନ୍ତି ବିଜେଡି ନେତା ରୋହିତ ପୂଜାରୀ। କେହି ଧର୍ମେନ୍ଦ୍ରଙ୍କୁ ବଦନାମ କରିନାହାନ୍ତି, ସେ ନିଜେ ନିଜକୁ ବଦନାମ କରିଛନ୍ତି ବୋଲି ରୋହିତ କହିଛନ୍ତି।

Latest News
କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ଦାୟିତ୍ୱ ନେଲେ ଡ. ଅଜିତ କୁମାର ଶାସାନୀ

କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ...

କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...

ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ କୌଣସି ତ୍ରୁଟି ନାହିଁ: ସ୍ପଷ୍ଟ କଲେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ

ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ କୌଣସି ତ୍ରୁଟି ନାହିଁ:...

ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...

ହରିଦାସପୁରରେ ଜଳବନ୍ଦୀ ଜୀବନ: ଆଣ୍ଠୁରୁ ଅଣ୍ଟାଏ ପାଣିରେ ଫସିଛନ୍ତି ଲୋକେ, ବିଏମସି ଉପରେ ବର୍ଷିଲେ ବାସିନ୍ଦା

ହରିଦାସପୁରରେ ଜଳବନ୍ଦୀ ଜୀବନ: ଆଣ୍ଠୁରୁ ଅଣ୍ଟାଏ ପାଣିରେ...

ଭୁବନେଶ୍ୱରର ହରିଦାସପୁର ଅଞ୍ଚଳରେ ଲଗାଣ ବର୍ଷା ପରେ ପରିସ୍ଥ...

NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲା: NTA ବିଶେଷଜ୍ଞଙ୍କ ସମେତ ୧୩ ଜଣଙ୍କ ବିରୋଧରେ CBI ଚାର୍ଜସିଟ୍

NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲା: NTA...

ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...

‘ତୁମକୁ ଖୋଜୁଛି’ କହିଥିଲା କ୍ଲାଉନ୍ ପୋଷାକ ପିନ୍ଧିଥିବା ନାବାଳକ; ଆମେରିକାରେ ୭୮ ବର୍ଷୀୟ ବୃଦ୍ଧଙ୍କୁ ଛୁରାମାଡ଼ ଅଭିଯୋଗ

‘ତୁମକୁ ଖୋଜୁଛି’ କହିଥିଲା କ୍ଲାଉନ୍ ପୋଷାକ ପିନ୍ଧିଥିବା...

ଆମେରିକାର ଇଲିନୋଇସ୍‌ର ଇଷ୍ଟ ସେଣ୍ଟ ଲୁଇସ୍‌ରେ...

ଚନ୍ଦକା ‘ଭୂତକୋଠି’ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଅଭିଯୁକ୍ତ ଗିରଫ, କୋର୍ଟରେ ହାଜର

ଚନ୍ଦକା ‘ଭୂତକୋଠି’ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଅଭିଯୁକ୍ତ ଗିରଫ,...

ପୁଲିସର ସୂଚନା ଅନୁସାରେ, ଅଗଷ୍ଟ ୧ ତାରିଖରେ ମହାନୀ ଦାସ ଚନ...

୧୫ ଦିନ ଧରି ପାଣି ଘେରରେ ସ୍କୁଲ; ସୋନପୁରରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ବଢ଼ିଲା ବିପଦ

୧୫ ଦିନ ଧରି ପାଣି ଘେରରେ ସ୍କୁଲ;...

ସୋନପୁର ଜିଲ୍ଲାର ବିନିକା ସ୍ଥିତଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍...

ଲିଫ୍ଟ ଦେବାକୁ ମନା କରିବାରୁ ଯୁବକଙ୍କୁ ଆକ୍ରମଣ: ଛୁରିରେ ବେକ କାଟିଦେଲା ଦୁର୍ବୃତ୍ତ

ଲିଫ୍ଟ ଦେବାକୁ ମନା କରିବାରୁ ଯୁବକଙ୍କୁ ଆକ୍ରମଣ:...

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଉଦ୍ଧବ ପାଢ଼...

ଜାପାନର ଓକିନାୱାରେ ତାଣ୍ଡବ ରଚିଲା ଟାଇଫୁନ୍ ‘ଡଲଫିନ୍’; ଚୀନ୍‌ରେ ବନ୍ଦ ହେଲା ବନ୍ଦର, ଫେରି ସେବା ବାତିଲ୍

ଜାପାନର ଓକିନାୱାରେ ତାଣ୍ଡବ ରଚିଲା ଟାଇଫୁନ୍ ‘ଡଲଫିନ୍’;...

ଟୋକିଓ/ବେଜିଂ:ଜାପାନର ଦକ୍ଷିଣ ଓକିନାୱା ପ୍ରାନ୍ତରେ ଶନିବାର...

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ୨୦ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଜାମିନ, ଗିରଫକୁ ନେଇ ଉଠିଲା ପ୍ରଶ୍ନ

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ୨୦ ଅଭିଯୁକ୍ତଙ୍କ...

୨୦ ଜଣ ଗିରଫ, ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ସୂଚନା ଅନ...

ଘୂର୍ଣ୍ଣିବଳୟ ପ୍ରଭାବ: ଓଡ଼ିଶାରେ ୫ ଦିନ ବର୍ଷା, ମୟୂରଭଞ୍ଜକୁ ଅରେଞ୍ଜ ଆଲର୍ଟ ଜାରି

ଘୂର୍ଣ୍ଣିବଳୟ ପ୍ରଭାବ: ଓଡ଼ିଶାରେ ୫ ଦିନ ବର୍ଷା,...

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୫ ଦିନ...

ଓଡ଼ିଶା ପାଇଁ ରେଡ୍ ଆଲର୍ଟ: ଆଗାମୀ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା, ଲଘୁଚାପ ସମ୍ଭାବନା

ଓଡ଼ିଶା ପାଇଁ ରେଡ୍ ଆଲର୍ଟ: ଆଗାମୀ ୨୪...

ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗ (IMD), ନୂଆଦିଲ୍ଲୀ ଓଡ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+