ବାତ୍ୟା ‘ଆର୍ଣ୍ଣବ’କୁ ନେଇ ଭୁବନେଶ୍ୱରରେ ହାଇଆଲର୍ଟ! ହୋର୍ଡିଂ-ବ୍ୟାନର ହଟାଇବାକୁ BMCର ନିର୍ଦ୍ଦେଶ

ବାତ୍ୟା ‘ଆର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଭୁବନେଶ୍ୱରରେ ପ୍ରସ୍ତୁତି ଜୋରଦାର କରିଛି BMC।
Cyclone Arnab
Cyclone Arnab

ବାତ୍ୟା ‘ଆର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ନେଇ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ବାତ୍ୟା ସହ ପ୍ରବଳ ବର୍ଷା ଓ ପବନରେ ଯେପରି ଜନଜୀବନ ଓ ସମ୍ପତ୍ତିର କ୍ଷତି କମ୍ ହୁଏ, ସେଥିପାଇଁ ଅନେକ ପ୍ରତିଷେଧକ ପଦକ୍ଷେପ ନିଆଯାଇଛି।

BMC ପକ୍ଷରୁ ରାସ୍ତାକଡ଼ରେ ଥିବା ବଡ଼ ହୋର୍ଡିଂ, ବ୍ୟାନର ଓ ପୂଜା ତୋରଣ ତୁରନ୍ତ ହଟାଇବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ନିର୍ଦ୍ଦେଶ ଅନୁସାରେ ତୋରଣ ନ ହଟାଇଲେ ପୋଲିସ୍‌ ମାମଲା ମଧ୍ୟ ହୋଇପାରେ। ଉଚ୍ଚ ମାଷ୍ଟ ଲାଇଟ୍‌କୁ ତଳକୁ ଆଣିବା ନେଇ ମଧ୍ୟ ପଦକ୍ଷେପ ନିଆଯାଉଛି।

ପ୍ରବଳ ବର୍ଷାରେ ଜଳବନ୍ଦୀ ଓ ଦୁର୍ଘଟଣା ରୋକିବା ପାଇଁ ଖୋଲା ଡ୍ରେନ୍‌ଗୁଡ଼ିକୁ ବ୍ୟାରିକେଡ୍‌ କରାଯିବ। ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରି ସେଠାରେ ପମ୍ପସେଟ୍‌ ପ୍ରସ୍ତୁତ ରଖାଯାଇଛି। ରାସ୍ତାରେ ଗଛ କିମ୍ବା ବିଦ୍ୟୁତ୍‌ ଖୁଣ୍ଟି ଭାଙ୍ଗି ପଡ଼ିଲେ ଶୀଘ୍ର ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ଟିମ୍‌ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି।

ନିମ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ପରିସ୍ଥିତି ଅନୁଯାୟୀ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ୍ ଓ କଣ୍ଟ୍ରୋଲ୍ ରୁମ୍‌ ବ୍ୟବସ୍ଥା କରାଯାଇଛି। ଜରୁରୀ ପରିସ୍ଥିତିରେ ବିଭିନ୍ନ ସରକାରୀ ବିଭାଗ ଓ ଅତ୍ୟାବଶ୍ୟକ ସେବା ସଂସ୍ଥା ସହ ସମନ୍ୱୟ ରଖି କାର୍ଯ୍ୟ କରିବ BMC।

ବାତ୍ୟା ଓ ବର୍ଷା ସମୟରେ ଅଧିକାରୀମାନେ ନିଜ ନିଜ ଦାୟିତ୍ୱରେ ଉପସ୍ଥିତ ରହିବେ। BMC କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ୍ କରାଯାଇଛି, ଯାହାଦ୍ୱାରା ପ୍ରସ୍ତୁତି ଓ ଜରୁରୀ ପ୍ରତିକ୍ରିୟାରେ କୌଣସି ବାଧା ନ ହୁଏ।

LIVE TV
LIVE
Latest News
₹୭୧୦ କୋଟି ପାର୍‌ ‘Jailer 2’! ବକ୍ସ ଅଫିସ୍‌ରେ ରଜନୀକାନ୍ତଙ୍କ ଜଲୱା

₹୭୧୦ କୋଟି ପାର୍‌ ‘Jailer 2’! ବକ୍ସ...

ଚେନ୍ନାଇ: ସୁପରଷ୍ଟାରରଜନୀକାନ୍ତଙ୍କ ‘Jailer 2&rsq...

ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ ଆଶଙ୍କା: ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ, ୨୮ରେ ସ୍ଥଳଭାଗ ଛୁଇଁବ!

ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ ଆଶଙ୍କା: ଆନ୍ଧ୍ର...

ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ ଆଶଙ୍କା:...

ଭକ୍ତିରେ ମଜିଲେ ବିରାଟ-ଅନୁଷ୍କା, କୃଷ୍ଣ ଦାସଙ୍କ କୀର୍ତ୍ତନରେ ଝୁମିଲେ ଷ୍ଟାର୍ ଦମ୍ପତି

ଭକ୍ତିରେ ମଜିଲେ ବିରାଟ-ଅନୁଷ୍କା, କୃଷ୍ଣ ଦାସଙ୍କ କୀର୍ତ୍ତନରେ...

ମୁମ୍ବାଇ:କ୍ରିକେଟ୍ ଓ ସିନେମା ଜଗତର ଚର୍ଚ୍ଚିତ ଦମ୍ପତି ବିର...

SIR ବିବାଦରେ ECIର ବଡ଼ ଦାବି: Form 6 ବଦଳାଯାଇନି, ସମସ୍ତ ନିଷ୍ପତ୍ତି ସର୍ବସମ୍ମତିରେ

SIR ବିବାଦରେ ECIର ବଡ଼ ଦାବି: Form...

Form 6 ବଦଳାଯାଇନି: ECI ସୁପ୍ରିମକୋର୍ଟରେ ଦାଖଲ କରିଥି...

‘Rise & Fall 2’ରେ ବଡ଼ ଟ୍ୱିଷ୍ଟ! ପ୍ରିୟଙ୍କାଙ୍କୁ No.1 ରାଙ୍କ୍‌ ଦେଲେ ଗୌତମ ଗୁଲାଟିଙ୍କ ଭାଇ

‘Rise & Fall 2’ରେ ବଡ଼ ଟ୍ୱିଷ୍ଟ!...

‘Rise & Fall Season 2’ର ନୂଆ ଏପିସୋଡ...

ବାତ୍ୟା ‘ଅର୍ଣ୍ଣବ’ ପାଇଁ ରେଳ ଚଳାଚଳରେ ବଡ଼ ପରିବର୍ତ୍ତନ: ଏକାଧିକ ଟ୍ରେନ୍ ବାତିଲ୍, ହିରାଖଣ୍ଡ ଏକ୍ସପ୍ରେସ୍‌ର ରୁଟ୍ କମିଲା

ବାତ୍ୟା ‘ଅର୍ଣ୍ଣବ’ ପାଇଁ ରେଳ ଚଳାଚଳରେ ବଡ଼...

ବାତ୍ୟା ‘ଅର୍ଣ୍ଣବ’ ପାଇଁ ରେଳ ଚଳାଚଳରେ ବଡ଼...

ଦଲେର ମେହେନ୍ଦୀ ବିବାଦରେ ନୂଆ ମୋଡ଼: ‘ମୁଁ କ’ଣ ଅପରାଧ କରିଛି ଯେ ମାଫି ମାଗିବି?’ କହିଲେ ସୁବୋଧ ଉନିୟାଲ

ଦଲେର ମେହେନ୍ଦୀ ବିବାଦରେ ନୂଆ ମୋଡ଼: ‘ମୁଁ...

ମାଫି ମାଗିବାର ପ୍ରଶ୍ନ ହିଁ ନାହିଁ’ ଏକ ସାକ୍ଷାତ...

‘Udta Teer’ର ବକ୍ସ ଅଫିସ୍‌ରେ ଉଡ଼ାଣ! ୩ ଦିନରେ ₹୧୯ କୋଟି ପାର୍‌ କଲା ଆୟୁଷ୍ମାନ-ସାରାଙ୍କ ଫିଲ୍ମ

‘Udta Teer’ର ବକ୍ସ ଅଫିସ୍‌ରେ ଉଡ଼ାଣ! ୩...

ଆୟୁଷ୍ମାନ ଖୁରାନା ଓ ସାରା ଅଲି ଖାନଙ୍କ ‘Udta Teer...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+