କରୋନା ମହାମାରୀର ପ୍ରକୋପ ପୂର୍ବ ଭଳି ନଥିଲେ ମଧ୍ୟ ଏହାର ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଳିନାହିଁ। ଚୀନରେ ପୁଣି କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଭାରତର କେତେକ ରାଜ୍ୟରେ ମଧ୍ୟ ନୂଆ ମାମଲା ଚିହ୍ନଟ ହୋଇଛି।
ରିପୋର୍ଟ ଅନୁଯାୟୀ, ଗତ ଜୁନ୍ ମାସରେ ଚୀନରେ ପ୍ରାୟ୭୯ ହଜାର କୋଭିଡ୍ ମାମଲାଚିହ୍ନଟ ହୋଇଥିଲା। ତେବେ ଚୀନ ସ୍ୱାସ୍ଥ୍ୟ ବିଭାଗର କହିବା ଅନୁସାରେ, ଦେଶରେ କୋଭିଡ୍ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି ଏବଂ ଏପର୍ଯ୍ୟନ୍ତ କୌଣସି ନୂଆ ଅତ୍ୟଧିକ ବିପଜ୍ଜନକ ଭାରିଆଣ୍ଟ ଚିହ୍ନଟ ହୋଇନାହିଁ।
ଭାରତରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରୁ କୋଭିଡ୍ର ନୂଆ ମାମଲା ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ୧୨ଟି ସକ୍ରିୟ ମାମଲାଥିବାବେଳେ୨ ଜଣଙ୍କର ମୃତ୍ୟୁଘଟିଥିବା ସୂଚନା ମିଳିଛି। ମୁମ୍ବାଇ ଏବଂ ଉତ୍ତରପ୍ରଦେଶରୁ ମଧ୍ୟ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, କୋଭିଡ୍କୁ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ସାଧାରଣ ସତର୍କତା ଅବଲମ୍ବନ କଲେ ସଂକ୍ରମଣରୁ ସୁରକ୍ଷିତ ରହିପାରିବେ।
ବିଶେଷଜ୍ଞମାନଙ୍କ ପରାମର୍ଶ:
ଶିକ୍ଷାବିତ୍ ଓ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନ...
ତାମିଲନାଡୁରେ ମୁଖ୍ୟମନ୍ତ୍ରୀବିଜୟଙ୍କ ନେତୃତ୍ୱାଧୀନTVK ସରକ...
NEET UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରୀୟ ତଦନ...
ଲଘୁଚାପର ପ୍ରଭାବରେ ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଜାରି ରହ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରାଇମ୍-ଟାଇମ...
ଜାତୀୟ ପରୀକ୍ଷା ଏଜେନ୍ସି (NTA) ଗୁରୁବାର NEET UG 2026 ପ...
ଜୁଲାଇ ୨୦ରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ ପର...
ଆମେରିକାର ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଗୁରୁବାର ପୁଣିଥରେ ୨...