2010ରେ ବଞ୍ଚିଥିଲେ ମାତ୍ର 66 Blue-Tailed Skink, 15 ବର୍ଷ ପରେ ନୂଆ ଦ୍ୱୀପରେ ଛାଡ଼ାଗଲା 545

2010ରେ ବିଲୁପ୍ତିର ସୀମାରେ ପହଞ୍ଚିଥିବା Christmas Island Blue-Tailed Skinkର ମାତ୍ର 66ଟିକୁ ସଂରକ୍ଷଣ କରାଯାଇଥିଲା।
2010ରେ ବିଲୁପ୍ତିର ସୀମାରେ ଥିଲା Christmas Island Blue-Tailed Skink। ସେତେବେଳେ ମାତ୍ର 66ଟିକୁ ବଞ୍ଚାଯାଇଥିଲା।
2010ରେ ବିଲୁପ୍ତିର ସୀମାରେ ଥିଲା Christmas Island Blue-Tailed Skink। ସେତେବେଳେ ମାତ୍ର 66ଟିକୁ ବଞ୍ଚାଯାଇଥିଲା।

Christmas Island Blue-Tailed Skink ପାଇଁ ସଂରକ୍ଷଣ କ୍ଷେତ୍ରରେ ଆସିଛି ଏକ ବଡ଼ ସଫଳତା।2010ରେ ଏହି ଛୋଟ ସରୀସୃପ ପ୍ରଜାତି Christmas Islandରେ ପ୍ରାୟ ବିଲୁପ୍ତ ହେବାକୁ ବସିଥିଲା। ବାହାରୁ ଆସିଥିବା ଶିକାରୀ ପ୍ରାଣୀଙ୍କ ପ୍ରଭାବରେ ଏହାର ସଂଖ୍ୟା ଦ୍ରୁତ ହ୍ରାସ ପାଇଥିଲା। ସେତେବେଳେ Parks Australiaର କର୍ମଚାରୀମାନେ ଶେଷ ମୁହୂର୍ତ୍ତରେ ମାତ୍ର 66ଟି Skinkକୁ ଉଦ୍ଧାର କରିଥିଲେ।

ଏହି 66ଟି Skinkକୁ ଆଧାର କରି 15 ବର୍ଷରୁ ଅଧିକ ସମୟ ଧରି captive breeding ଏବଂ conservation programme ଚାଲିଥିଲା। ଉଦ୍ଦେଶ୍ୟ ଥିଲା କେବଳ ସେମାନଙ୍କୁ ବନ୍ଦୀ ଅବସ୍ଥାରେ ବଞ୍ଚାଇ ରଖିବା ନୁହେଁ, ବରଂ ପୁଣିଥରେ ପ୍ରକୃତିକ ପରିବେଶରେ ଏକ ସ୍ଥାୟୀ population ଗଢ଼ିବା।

ଏହାର ଫଳସ୍ୱରୂପ 2026 ଜୁଲାଇରେ545ଟି Christmas Island Blue-Tailed Skinkକୁ Horsburgh Islandରେ ଛାଡ଼ାଯାଇଛି।Horsburgh Island, Cocos (Keeling) archipelagoର ଅଂଶ ଏବଂ ଏଠାରେ ଏହି ପ୍ରଜାତିର ତୃତୀୟ wild colony ସ୍ଥାପିତ ହୋଇଛି।

Blue-Tailed Skink ପ୍ରାୟ 10ରୁ 12 ସେଣ୍ଟିମିଟର ଲମ୍ବା ଏକ ଛୋଟ insect-eating lizard। ଏହାର ଶରୀରରେ ଗାଢ଼ ରଙ୍ଗର ଧାରୀ ଥିବାବେଳେ ଚମକଦାର ନୀଳ ରଙ୍ଗର ପୁଛ ଏହାର ପ୍ରମୁଖ ପରିଚୟ। IUCN Red Listରେ ପ୍ରଜାତିଟିକୁExtinct in the Wildଭାବେ ତାଲିକାଭୁକ୍ତ କରାଯାଇଛି।

ଏହା ପୂର୍ବରୁ 2019ରେ Pulu Blan ଏବଂ 2020ରେ Pulu Blan Madar ଦ୍ୱୀପରେ ମଧ୍ୟ Blue-Tailed Skink colony ସ୍ଥାପନ କରାଯାଇଥିଲା। Horsburgh Island ପୂର୍ବରୁ ବ୍ୟବହୃତ ଏହି ଦୁଇ ଦ୍ୱୀପଠାରୁ ପ୍ରାୟ 50 ଗୁଣା ବଡ଼ ଥିବାରୁ ଏଠାରେ ଏକ ବଡ଼ ଓ ଅଧିକ ସ୍ଥାୟୀ population ଗଢ଼ିଉଠିବାର ସୁଯୋଗ ରହିଛି।

Parks Australia ଓ Taronga Conservation Society Australia ଏହି ପ୍ରକଳ୍ପକୁ ଆଗେଇ ନେଇଥିବାବେଳେ ସ୍ଥାନୀୟ Cocos community, Shire of Cocos (Keeling) Islands ଏବଂ Qantas ମଧ୍ୟ ସହଯୋଗ କରିଥିଲେ। 2010ରେ ମାତ୍ର 66ଟି ପ୍ରାଣୀକୁ ଉଦ୍ଧାର କରାଯାଇଥିବାରୁ 2026ରେ 545ଟିକୁ ନୂଆ ଦ୍ୱୀପରେ ଛାଡ଼ାଯିବା ପର୍ଯ୍ୟନ୍ତର ଏହି ଯାତ୍ରା conservation କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଉଦାହରଣ ହୋଇଛି।

LIVE TV
LIVE
Latest News
AIIMS କେବଳ ଏକ ନାମ ନୁହେଁ, ଏହା ଏକ ସଂସ୍କୃତି: ଡାକ୍ତର ରାକେଶ ଯାଦବ

AIIMS କେବଳ ଏକ ନାମ ନୁହେଁ, ଏହା...

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS), ଦିଲ୍ଲୀ କ...

‘ଐତିହାସିକ ଦିନ’ କହିଲେ ମୋଦୀ: କାଶୀ-ଦିଲ୍ଲୀ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ସେବା ଆରମ୍ଭ

‘ଐତିହାସିକ ଦିନ’ କହିଲେ ମୋଦୀ: କାଶୀ-ଦିଲ୍ଲୀ ବନ୍ଦେ...

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଆଧୁନିକୀକରଣ ଦିଗରେ ଆଉ ଏକ ପ...

ଯକ୍ଷ୍ମା ଚିକିତ୍ସା ଔଷଧର ପେଟେଣ୍ଟ ଆବେଦନ ଖାରଜ କଲା ଭାରତ, ଜେନେରିକ୍ ଔଷଧ ଶସ୍ତା ହେବାର ଆଶା

ଯକ୍ଷ୍ମା ଚିକିତ୍ସା ଔଷଧର ପେଟେଣ୍ଟ ଆବେଦନ ଖାରଜ...

ଯକ୍ଷ୍ମା ଚିକିତ୍ସାରେ ବଡ଼ ପଦକ୍ଷେପ, BPaL ଔଷଧର ପେଟେଣ୍ଟ...

ସବୁ ହେଲ୍‌ଥ ଚେକ୍‌ଅପ୍ ଜରୁରୀ ନୁହେଁ! କେଉଁ ଟେଷ୍ଟ କେବେ କରିବେ, ଡାକ୍ତରଙ୍କ ପରାମର୍ଶ

ସବୁ ହେଲ୍‌ଥ ଚେକ୍‌ଅପ୍ ଜରୁରୀ ନୁହେଁ! କେଉଁ...

ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକା ପ୍ରକାରର ହେଲ୍ଥ ପ୍ୟାକେଜ...

‘ନିର୍ବାଚନ କମିଶନ ନିରପେକ୍ଷ ଭାବେ କାମ କରୁ’—CECଙ୍କୁ ହଟାଇବା ପ୍ରସ୍ତାବ ଆଣିଲେ ଖଡ଼ଗେ

‘ନିର୍ବାଚନ କମିଶନ ନିରପେକ୍ଷ ଭାବେ କାମ କରୁ’—CECଙ୍କୁ...

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମ...

CEC ଜ୍ଞାନେଶ କୁମାରଙ୍କ ବିରୋଧରେ INDIA ବ୍ଲକ୍‌ର ‘ଜନତାଙ୍କ ମହାଭିଯୋଗ’ କାର୍ଯ୍ୟକ୍ରମ; ଆସନ୍ତାକାଲି ରାମଲୀଳା ମଇଦାନରେ ବିଶାଳ ରାଲି

CEC ଜ୍ଞାନେଶ କୁମାରଙ୍କ ବିରୋଧରେ INDIA ବ୍ଲକ୍‌ର...

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମ...

AAPର ୪୦ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା, ପୁଣି ଧୁରୀରୁ ଲଢ଼ିବେ ଭଗୱନ୍ତ ମାନ୍

AAPର ୪୦ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା,...

ନୂଆଦିଲ୍ଲୀ: ପଞ୍ଜାବରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଆ...

୫୦ ବର୍ଷରୁ ଅଧିକ ବୟସର ପ୍ରତି ୩ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ହାଡ଼ ଭାଙ୍ଗିବାର ବିପଦ! ଚିହ୍ନଟ କରିବ ନୂଆ ସ୍କୋରକାର୍ଡ

୫୦ ବର୍ଷରୁ ଅଧିକ ବୟସର ପ୍ରତି ୩...

୫୦ ବର୍ଷ ପରେ ମହିଳାଙ୍କ ହାଡ଼ ଭାଙ୍ଗିବାର ବିପଦ ଅଧିକ ବ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+