ଗଣେଶ ପୂଜାରେ ଗଜରାଜଙ୍କ ଘରେ ନୂଆ ଅତିଥି: ଚମ୍ପୁଆ ରେଞ୍ଜରେ ୨୨କୁ ବଢ଼ିଲା ହାତୀ ସଂଖ୍ୟା

କେନ୍ଦୁଝର ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଜଙ୍ଗଲରେ ହାତୀ ଶାବକ ଜନ୍ମ ନେଇଛି। ନୂଆ ଶାବକର ଆଗମନ ସହ ହାତୀପଲର ସଂଖ୍ୟା ୨୧ରୁ ବଢ଼ି ୨୨ରେ ପହଞ୍ଚିଛି। ମା’ ଓ ଶାବକର ସୁରକ୍ଷା ଉପରେ ବନ ବିଭାଗ ନଜର ରଖିଛି।
Newborn elephant calf with herd in Champua forest of Keonjhar Odisha
Newborn elephant calf with herd in Champua forest of Keonjhar Odisha

କେନ୍ଦୁଝର:ଗଣେଶ ପୂଜା ଅବସରରେ ଚମ୍ପୁଆ ଜଙ୍ଗଲରେ ଖୁସିର ଖବର। କେନ୍ଦୁଝର ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ ଜଙ୍ଗଲରେ ଏକ ହାତୀ ଶାବକ ଜନ୍ମ ନେଇଛି। ନୂଆ ସଦସ୍ୟର ଆଗମନ ସହ ଅଞ୍ଚଳରେ ଘୁରି ବୁଲୁଥିବା ହାତୀପଲର ସଂଖ୍ୟା ୨୧ରୁ ବଢ଼ି୨୨କୁ ପହଞ୍ଚିଛି। ଏନେଇ କେନ୍ଦୁଝର ଡିଏଫ୍ଓ ଧନରାଜ୍ ଏଚ୍ଡି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ ହାତୀପଲ ମଧ୍ୟରେ ଶାବକଟିର ଜନ୍ମ ହୋଇଥିଲା। ବର୍ତ୍ତମାନ ନବଜାତ ଶାବକଟି ସୁସ୍ଥ ଓ ସକ୍ରିୟ ରହିଛି। ମା’ ହାତୀଠାରୁ କ୍ଷୀରପାନ କରିବା ସହ ହାତୀପଲ ସହିତ ସୁରକ୍ଷିତ ଭାବେ ଚଳପ୍ରଚଳ କରୁଥିବା ଜଣାପଡ଼ିଛି।

ଗଣେଶ ପୂଜା ଦିନ ହାତୀପଲରେ ନୂଆ ସଦସ୍ୟ ଯୋଡ଼ି ହୋଇଥିବାରୁ ସ୍ଥାନୀୟ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ହାତୀ ସଂଖ୍ୟା ବୃଦ୍ଧିକୁ ସ୍ଥାନୀୟ ଜୈବ ବିବିଧତା ଓ ହାତୀ ସଂରକ୍ଷଣ ଦିଗରେ ଏକ ସକାରାତ୍ମକ ସଙ୍କେତ ଭାବେ ଦେଖାଯାଉଛି।

ଅନ୍ୟପକ୍ଷରେ, ମା’ ହାତୀ ଓ ନବଜାତ ଶାବକର ସୁରକ୍ଷା ଏବଂ ସ୍ୱାସ୍ଥ୍ୟାବସ୍ଥା ଉପରେ ବନ ବିଭାଗ କଡ଼ା ନଜର ରଖିଛି। ହାତୀପଲର ଗତିବିଧି ଉପରେ ନଜର ରଖିବା ସହ ମା’ ଓ ଶାବକର ସୁରକ୍ଷା ପାଇଁ ବନ କର୍ମଚାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍ ମୁତୟନ ରହିଛି। 

LIVE TV
LIVE
Latest News
ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ ଶିକ୍ଷା ଯୋଜନା ବିଷୟରେ ଜାଣନ୍ତୁ

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ...

ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

Android ଫୋନ୍‌ରେ ନୂଆ ମାଲୱେର୍‌ର ଆତଙ୍କ? OTP ଚୋରି ସହ WhatsApp ଓ Telegram ଉପରେ ରଖୁଛି ନଜର

Android ଫୋନ୍‌ରେ ନୂଆ ମାଲୱେର୍‌ର ଆତଙ୍କ? OTP...

Android ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ମାଲୱେର୍‌କୁ...

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧ ବିଲିୟନ୍ ଡଲାରର ବ୍ୟବସାୟରେ ପରିଣତ କଲା କମ୍ପାନୀ

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧...

ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି ଓଡ଼ିଶା, ୨୪ ଜିଲ୍ଲାକୁ ଆଲର୍ଟ

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି...

ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି; ମୃତାହତଙ୍କ ସମ୍ପର୍କରେ ବି ଅଜଣା ଅନେକ ତଥ୍ୟ

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି;...

ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...

୩୦ ମିନିଟ୍‌ରେ ୯ ମିଟର ବଢ଼ିଲା ନଦୀ ଜଳସ୍ତର: ହିମସ୍ଖଳନ ଯୋଗୁଁ ନେପାଳରେ ଭୟଙ୍କର ବନ୍ୟା?

୩୦ ମିନିଟ୍‌ରେ ୯ ମିଟର ବଢ଼ିଲା ନଦୀ...

ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...

୧୪ରୁ ୨୧ ସେପ୍ଟେମ୍ବର ସାପ୍ତାହିକ ରାଶିଫଳ: ୫ ରାଶିଙ୍କ ପାଇଁ ଧନ ଓ କ୍ୟାରିୟରରେ ଲାଭ, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ

୧୪ରୁ ୨୧ ସେପ୍ଟେମ୍ବର ସାପ୍ତାହିକ ରାଶିଫଳ: ୫...

ନୂଆ ସପ୍ତାହ ଆରମ୍ଭ ହେବା ସହ ଗ୍ରହ ଓ ନକ୍ଷତ୍ରଙ୍କ ଗତିରେ ମ...

ଗ୍ଲୋବାଲ୍ ୱାର୍ମିଂରେ ନୂଆ ରେକର୍ଡ: ଇତିହାସର ସବୁଠୁ ଗରମ ମାସ ତାଲିକାରେ ଅଗଷ୍ଟ, ତାପମାତ୍ରା ୧.୬୫°C ଅଧିକ

ଗ୍ଲୋବାଲ୍ ୱାର୍ମିଂରେ ନୂଆ ରେକର୍ଡ: ଇତିହାସର ସବୁଠୁ...

ପୃଥିବୀର ବଢ଼ୁଥିବା ତାପମାତ୍ରା ପୁଣିଥରେ ବୈଶ୍ୱିକ ଜଳବାୟୁ...

AI କ’ଣ ପରମାଣୁ ଅସ୍ତ୍ରଠାରୁ ମଧ୍ୟ ବିପଜ୍ଜନକ? ୪ ମାସରେ Anthropic ଛାଡ଼ିଲେ ଇଞ୍ଜିନିୟର, ଦେଲେ ବଡ଼ ଚେତାବନୀ?

AI କ’ଣ ପରମାଣୁ ଅସ୍ତ୍ରଠାରୁ ମଧ୍ୟ ବିପଜ୍ଜନକ?...

କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...

AI କାରଣରୁ ୩ ବର୍ଷ ମଧ୍ୟରେ ମାନବ ବିଲୁପ୍ତ ହେବାର ୭୦% ସମ୍ଭାବନା ଅଛି କି? OpenAI ସୁରକ୍ଷା ଗବେଷକଙ୍କ ବଡ଼ ଚେତାବନୀ

AI କାରଣରୁ ୩ ବର୍ଷ ମଧ୍ୟରେ ମାନବ...

କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା
+