ରାତିରେ ଅପରାଧୀଙ୍କୁ ନାକାବନ୍ଦୀରେ ଘେରିବ ପୋଲିସ, ଭୁବନେଶ୍ୱରରେ ନୂଆ DCPଙ୍କ ନାଇଟ୍ ବ୍ଲକିଂ ଆକ୍ସନ୍

ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ ପାଇଁ ନୂଆ DCPଙ୍କ ନୂଆ ରଣନୀତି। ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନାଇଟ୍ ବ୍ଲକିଂ ଓ କଡ଼ା ପାଟ୍ରୋଲିଂ କରାଯାଇଛି।
ରାଜଧାନୀରେ ନୂଆ DCPଙ୍କ ନୂଆ ଆକ୍ସନ୍ ପ୍ଲାନ୍। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନାଇଟ୍ ବ୍ଲକିଂ ଓ କଡ଼ା ପାଟ୍ରୋଲିଂ। ଡ୍ରଙ୍କେନ୍ ଡ୍ରାଇଭିଂ, ବେଆଇନ୍ ବାଲି ଚାଲାଣ ଓ ଅପରାଧିକ ଗତିବିଧି ଉପରେ ନଜର। ଯାଞ୍ଚ ବେଳେ ୭୦ରୁ ଅଧିକ ଗାଡ଼ି ଜବତ।
ରାଜଧାନୀରେ ନୂଆ DCPଙ୍କ ନୂଆ ଆକ୍ସନ୍ ପ୍ଲାନ୍। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନାଇଟ୍ ବ୍ଲକିଂ ଓ କଡ଼ା ପାଟ୍ରୋଲିଂ। ଡ୍ରଙ୍କେନ୍ ଡ୍ରାଇଭିଂ, ବେଆଇନ୍ ବାଲି ଚାଲାଣ ଓ ଅପରାଧିକ ଗତିବିଧି ଉପରେ ନଜର। ଯାଞ୍ଚ ବେଳେ ୭୦ରୁ ଅଧିକ ଗାଡ଼ି ଜବତ।

ଭୁବନେଶ୍ୱର: ରାଜଧାନୀରେ ରାତି ସମୟରେ ଅପରାଧିକ ଗତିବିଧି ଉପରେ ଲଗାମ ଲଗାଇବାକୁ ପୋଲିସ ଆରମ୍ଭ କରିଛି ନୂଆ ଆକ୍ସନ୍ ପ୍ଲାନ୍। ନୂଆ DCPଙ୍କ ରଣନୀତି ଅନୁସାରେ ସହରର ବିଭିନ୍ନ ସ୍ଥାନରେ ନାଇଟ୍ ବ୍ଲକିଂ କରି ଗାଡ଼ି ଓ ସନ୍ଦେହଜନକ ଗତିବିଧିର ଯାଞ୍ଚ କରାଯାଇଛି।

ନାଇଟ୍ ବ୍ଲକିଂ ପାଇଁ ଚିହ୍ନଟ ହୋଇଥିବା ବିଭିନ୍ନ ପଏଣ୍ଟରେ ପୋଲିସ ମୁତୟନ ହୋଇଥିଲା। DCP ନିଜେ ବ୍ଲକିଂ ପଏଣ୍ଟରେ ପହଞ୍ଚି ଯାଞ୍ଚ ବ୍ୟବସ୍ଥା ଓ ସୁରକ୍ଷା ସ୍ଥିତିର ସମୀକ୍ଷା କରିଥିଲେ।

ଏହି ବ୍ୟାପକ ନାଇଟ୍ ବ୍ଲକିଂରେ ୪ ଜଣ ଆଡିସନାଲ୍ DCP, ବିଭିନ୍ନ ଜୋନର ACP ଏବଂ ଥାନା ଅଧିକାରୀମାନେ ସାମିଲ ହୋଇଥିଲେ। ଏହାସହ ୪ ପ୍ଲାଟୁନ୍ ପୋଲିସ ଫୋର୍ସକୁ ମୁତୟନ କରି ସମ୍ବେଦନଶୀଳ ଅଞ୍ଚଳରେ କଡ଼ା ପାଟ୍ରୋଲିଂ କରାଯାଇଥିଲା।

ପୋଲିସ ବିଶେଷ ଭାବେ ଡ୍ରଙ୍କେନ୍ ଡ୍ରାଇଭିଂ, ବେଆଇନ୍ ଚୋରା ବାଲି ଚାଲାଣ ଏବଂ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା। ସନ୍ଦେହଜନକ ଗାଡ଼ିଗୁଡ଼ିକୁ ଅଟକାଇ ଯାଞ୍ଚ କରାଯିବା ସହ ଚାଳକମାନଙ୍କୁ ପଚରାଉଚରା ମଧ୍ୟ କରାଯାଇଥିଲା।

ଯାଞ୍ଚ ଅଭିଯାନ ସମୟରେ ବାଲି ଗାଡ଼ି ଓ ଦାମୀ କାର୍ ସମେତ ୭୦ରୁ ଅଧିକ ଗାଡ଼ି ଜବତ ହୋଇଥିବା ସୂଚନା ମିଳିଛି।

ରାତି ସମୟରେ ଅପରାଧୀଙ୍କ ଗତିବିଧିକୁ ରୋକିବା ସହ ସହରରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି କଡ଼ା କରିବା ଏହି ନାଇଟ୍ ବ୍ଲକିଂର ପ୍ରମୁଖ ଉଦ୍ଦେଶ୍ୟ।

LIVE TV
LIVE
Latest News
ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲା: ୮ ଅଭିଯୁକ୍ତଙ୍କ ବିରୋଧରେ ପ୍ରାୟ ୭୦ ହଜାର ପୃଷ୍ଠାର ଚାର୍ଜସିଟ୍

ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲା:...

ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲାରେ ସୁପ୍ରିମ...

US Green Card ଛାଡ଼ି ଭାରତ ଫେରିଲେ ମହିଳା, ଶୂନ୍ୟରୁ Startup ଗଢ଼ିବାକୁ ନେଲେ ବଡ଼ ସିଦ୍ଧାନ୍ତ

US Green Card ଛାଡ଼ି ଭାରତ ଫେରିଲେ...

ନୂଆଦିଲ୍ଲୀ: ଆମେରିକାର Green Card ପାଇବାକୁ ଅନେକ ଭାରତୀୟ...

ମାତ୍ର ‘No’ ଲେଖି ୧.୭୦ ଲକ୍ଷ ଟଙ୍କା ହରାଇଲେ CA! WhatsAppରେ ନୂଆ ଢଙ୍ଗର ସାଇବର ଠକେଇ

ମାତ୍ର ‘No’ ଲେଖି ୧.୭୦ ଲକ୍ଷ ଟଙ୍କା...

WhatsAppରେ ଆସିଲା ସନ୍ଦେହଜନକ ମେସେଜ୍ ଲକ୍ଷ୍ନୌରୁ ସାମ...

ଭାରତରେ ପ୍ରତିବର୍ଷ ପ୍ରାୟ ୧.୯ ଲକ୍ଷ କ୍ୟାନ୍ସର ମାମଲା ସଂକ୍ରମଣ ସହ ଜଡିତ: WHO-IARC ଅଧ୍ୟୟନ

ଭାରତରେ ପ୍ରତିବର୍ଷ ପ୍ରାୟ ୧.୯ ଲକ୍ଷ କ୍ୟାନ୍ସର...

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ହେଉଥିବା ନୂଆ କ୍ୟାନ୍ସର ମ...

ନକଲି IAS ଅଫିସର ସାଜି ଲକ୍ଷ ଲକ୍ଷ ଟଙ୍କା ଠକେଇ! ଗୋଟିଏ ‘ରିଲ୍‌’ ଖୋଲିଦେଲା ତୃପ୍ତିଙ୍କ ଗୁମର

ନକଲି IAS ଅଫିସର ସାଜି ଲକ୍ଷ ଲକ୍ଷ...

ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ...

ଭାରି ବର୍ଷା ସତ୍ତ୍ୱେ ମେଘାଳୟରେ ବଢ଼ୁଛି ମରୁଡ଼ି ଆଶଙ୍କା! ଜଳବାୟୁ ପରିବର୍ତ୍ତନ ନେଇ ନୂଆ ଅଧ୍ୟୟନ

ଭାରି ବର୍ଷା ସତ୍ତ୍ୱେ ମେଘାଳୟରେ ବଢ଼ୁଛି ମରୁଡ଼ି...

ମେଘାଳୟରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ଭବିଷ୍ୟତରେ ମରୁଡ଼ି...

ଚନ୍ଦ୍ର ଓ ମଙ୍ଗଳ ମିଶନ ପାଇଁ ବଡ଼ ପ୍ରସ୍ତୁତି: ISSକୁ ଉଡ଼ିଲା NASAର Crew-13, ରୋଗ ଓ ଫସଲ ବୃଦ୍ଧି ଉପରେ ହେବ ଗବେଷଣା

ଚନ୍ଦ୍ର ଓ ମଙ୍ଗଳ ମିଶନ ପାଇଁ ବଡ଼...

ୱାଶିଂଟନ୍: NASA ଓ SpaceXର Crew-13 mission ସଫଳତାର ସହ...

ଦିଲ୍ଲୀରୁ ବିଦାୟ ନେଲା ମୌସୁମୀ, ୨୦୦୨ ପରେ ସବୁଠୁ ଶୀଘ୍ର ପ୍ରତ୍ୟାବର୍ତ୍ତନ

ଦିଲ୍ଲୀରୁ ବିଦାୟ ନେଲା ମୌସୁମୀ, ୨୦୦୨ ପରେ...

ଦିଲ୍ଲୀରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସେ...

ମହାକାୟ ରୂପ ନେଲା Hurricane Polo: ମହାକାଶରୁ ଦେଖାଗଲା ଝଡ଼ର ‘ଆଖି’, ବିଜୁଳିର ଚମକରେ ଜୀବନ୍ତ ଲାଗିଲା ଦୃଶ୍ୟ

ମହାକାୟ ରୂପ ନେଲା Hurricane Polo: ମହାକାଶରୁ...

ପୂର୍ବ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା Hurricane...

ପାରିବାରିକ ବିବାଦରୁ ଭଦ୍ରକରେ ଅଭାବନୀୟ ଘଟଣା, ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ

ପାରିବାରିକ ବିବାଦରୁ ଭଦ୍ରକରେ ଅଭାବନୀୟ ଘଟଣା, ସ୍ୱାମୀଙ୍କ...

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗାଁରେ...

ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ, ଓଡ଼ିଶା ପାଇଁ ବଡ଼ ବର୍ଷା ଚେତାବନୀ; ୨୩-୨୪ରେ ଅତି ପ୍ରବଳ ବର୍ଷା

ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ, ଓଡ଼ିଶା ପାଇଁ...

ବଙ୍ଗୋପସାଗରରେ ଗଠିତ ଲଘୁଚାପ କ୍ରମେ ଶକ୍ତିଶାଳୀ ହେଉଥିବାରୁ...

ଜୟପୁରରେ ଡାକ୍ତରଙ୍କ ବଡ଼ ସଫଳତା: ମହିଳାଙ୍କ ପେଟରୁ ବାହାରିଲା ୨୮.୬ କିଲୋର ଟ୍ୟୁମର

ଜୟପୁରରେ ଡାକ୍ତରଙ୍କ ବଡ଼ ସଫଳତା: ମହିଳାଙ୍କ ପେଟରୁ...

ଜୟପୁର: ରାଜସ୍ଥାନର ଜୟପୁରସ୍ଥିତ Sawai Man Singh (SMS)...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+