ଜାପାନର ନାଗୋୟା ସିଟି ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମ୍ରେ ଗୁରୁବାର ଅନୁଷ୍ଠିତ ପୁରୁଷ ହାଇଜମ୍ପ T63 ଫାଇନାଲରେ ଭାରତୀୟ ଆଥଲେଟ୍ମାନେ ଦମଦାର ପ୍ରଦର୍ଶନ କରିଥିଲେ। ଛଅ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଭାରତର ତିନି ଜଣ ଖେଳାଳି ପ୍ରଥମ ତିନିଟି ସ୍ଥାନ ଦଖଲ କରିଥିଲେ।
ବିହାରର ଶୈଳେଶ କୁମାର ୧.୮୯ ମିଟର ଉଚ୍ଚତା ଡେଇଁ ସ୍ୱର୍ଣ୍ଣ ପଦକ ଜିତିବା ସହ ନୂଆ ଏସିଆନ୍ ପାରା ଗେମ୍ସ ରେକର୍ଡ କରିଛନ୍ତି। ସେ ୨୦୧୪ରେ ଭାରତର ଶରଦ କୁମାରଙ୍କ ୧.୮୦ ମିଟର ରେକର୍ଡକୁ ଭାଙ୍ଗିଛନ୍ତି।
ଅନ୍ୟପକ୍ଷରେ, ବରୁଣ ଭାଟି ରୌପ୍ୟ ଏବଂ ହରିୟାଣାର ରାହୁଲ ସରୋହା କାଂସ୍ୟ ପଦକ ଜିତିଛନ୍ତି। ଏହା ଚଳିତ ଏସିଆନ୍ ପାରା ଗେମ୍ସରେ ଭାରତର ତୃତୀୟ ପୋଡିୟମ୍ କ୍ଲିନ୍ ସ୍ୱିପ୍।
ଶୈଳେଶଙ୍କ ପାଇଁ ଏହି ସ୍ୱର୍ଣ୍ଣ ଆଉ ଏକ ବଡ଼ ସଫଳତା। ସେ ୨୦୨୨ ଏସିଆନ୍ ପାରା ଗେମ୍ସ ଏବଂ ୨୦୨୫ ୱାର୍ଲ୍ଡ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ।
ନୂଆଦିଲ୍ଲୀ:ଭାରତରେ ଚାଲିଥିବା ସାମ୍ପ୍ରତିକ ପ୍ରତିବାଦକୁ ନେ...
ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିର ଦାନ ଓ ଜମି କାରବାରକୁ...
ପର୍ଯ୍ୟଟନ ସହ ପରିବେଶ ସଂରକ୍ଷଣକୁ ଯୋଡ଼ିବା ପାଇଁ ମାଳଦ୍ୱୀପ...
ନୂଆଦିଲ୍ଲୀ:ସାଉଦି ଆରବରେ ଦୁଇ ବାଂଲାଦେଶୀ ନାଗରିକନଜରୁଲ ଇସ...
ପ୍ରକୃତି ସହ ଆଧୁନିକ ସ୍ଥାପତ୍ୟର ସମନ୍ୱୟ ପ୍ରକଳ୍ପର ଡିଜ...
ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ଭାରତ-ଆମେରିକା-ପାକି...
ଘରକୁ ଯିବା ରାସ୍ତା ବନ୍ଦ ହେବା ନେଇ ମାମଲା ଏହି ମାମଲା...
କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଆଜି, ଅକ୍ଟୋ...