ବାପାଙ୍କ ନାଁର ଚାପକୁ ପଛରେ ପକାଇଲେ ଆର୍ଯ୍ୟବୀର! ୩୬୧ ରନ୍‌ରେ ଜିତିଲେ କ୍ରିକେଟ୍‌ପ୍ରେମୀଙ୍କ ହୃଦୟ

ଭାରତର U-19 ଏସିଆ କପ୍ ବିଜୟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ।
Aaryavir Sehwag
Aaryavir Sehwag

ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ବାପାଙ୍କ ନାଁର ପରିଚୟ ନୁହେଁ, ନିଜ ପ୍ରଦର୍ଶନ ଦ୍ୱାରା ସମ୍ମାନ ହାସଲ କରିଛନ୍ତି ଯୁବ କ୍ରିକେଟର ଆର୍ଯ୍ୟବୀର ସେହୱାଗ। ଭାରତର U-19 ଏସିଆ କପ୍ ବିଜୟ ଅଭିଯାନରେ ତାଙ୍କ ଦମ୍‌ଦାର ବ୍ୟାଟିଂ ଏବେ ଚର୍ଚ୍ଚାରେ। ଆର୍ଯ୍ୟବୀରଙ୍କ ଏହି ସଫଳତାକୁ ନେଇ ତାଙ୍କ ବାପା ତଥା ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହୱାଗ ଖୁସି ପ୍ରକାଶ କରିଛନ୍ତି।

ଆର୍ଯ୍ୟବୀର ଟୁର୍ଣ୍ଣାମେଣ୍ଟର ୫ଟି ମ୍ୟାଚ୍‌ରେ ୩୬୧ ରନ୍ ସଂଗ୍ରହ କରିଥିଲେ। ୯୦.୨୫ ହାରରେ ରନ୍ କରି ସେ ପ୍ରତିଯୋଗିତାର ସର୍ବାଧିକ ରନ୍ ସ୍କୋରର ହୋଇଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ 'ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ' ଭାବେ ଚୟନ କରାଯାଇଥିଲା। ତାଙ୍କ ଇନିଂସ୍‌ରେ ଗୋଟିଏ ଶତକ ଓ ତିନୋଟି ଅର୍ଦ୍ଧଶତକ ସାମିଲ ଥିଲା।

ପାକିସ୍ତାନ ବିପକ୍ଷ ଫାଇନାଲ୍‌ରେ ମଧ୍ୟ ଆର୍ଯ୍ୟବୀର ଗୁରୁତ୍ୱପୂର୍ଣ୍ଣ ୫୮ ରନ୍‌ର ଇନିଂସ୍ ଖେଳିଥିଲେ। ଭାରତ ୩୩୮ ରନ୍‌ର ଲକ୍ଷ୍ୟ ପିଛା କରୁଥିବା ବେଳେ ତାଙ୍କ ଏହି ଇନିଂସ୍ ଦଳକୁ ଭଲ ଆରମ୍ଭ ଦେଇଥିଲା। ଶେଷ ବଲ୍‌ରେ ଭାରତ ଗୋଟିଏ ୱିକେଟ୍‌ରେ ବିଜୟୀ ହୋଇ ଏସିଆ କପ୍ ଟାଇଟଲ୍ ଜିତିଥିଲା।

ପୁଅଙ୍କ ପ୍ରଦର୍ଶନ ଉପରେ ମତ ରଖି ବୀରେନ୍ଦ୍ର ସେହୱାଗ କହିଛନ୍ତି, ଆର୍ଯ୍ୟବୀର କେବଳ ରନ୍ କରିନାହାନ୍ତି, ବଡ଼ ବଡ଼ ଇନିଂସ୍ ଖେଳି ନିଜ ଦକ୍ଷତା ପ୍ରମାଣ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଆର୍ଯ୍ୟବୀରଙ୍କୁ ସେ ସବୁବେଳେ ବୁଝାଉଥିଲେ—ସମ୍ମାନ ପାଇବାକୁ ହେଲେ ବଡ଼ ରନ୍ କରିବାକୁ ପଡ଼ିବ। ଏହି ଟୁର୍ଣ୍ଣାମେଣ୍ଟରେ ପୁଅ ତାହା କରି ଦେଖାଇଛନ୍ତି।

​​​​​​​​​​​​​​ଆହୁରି ପଢନ୍ତୁ:ସୁନା ଦରରେ ବଡ଼ ଧସ! ୧.୮୧ ଲକ୍ଷରୁ ଖସି ୧.୨୯ ଲକ୍ଷ, ଆହୁରି କମିବ କି ସୁନା ମୂଲ୍ୟ?

ପ୍ରସିଦ୍ଧ କ୍ରିକେଟରଙ୍କ ପୁଅ ହୋଇଥିବାରୁ ଆର୍ଯ୍ୟବୀରଙ୍କ ଉପରେ ଆରମ୍ଭରୁ ଅଧିକ ନଜର ରହିଥିଲା। ତାଙ୍କ ଉପନାମକୁ ନେଇ ମଧ୍ୟ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ନିଜ ଖେଳ ମାଧ୍ୟମରେ ସେ ନିଜର ପରିଚୟ ତିଆରି କରିଛନ୍ତି ବୋଲି ବୀରେନ୍ଦ୍ର ସେହୱାଗଙ୍କ ମତ। ଏବେ ଆଗାମୀ ଦିନରେ ମଧ୍ୟ ନିରନ୍ତର ଭଲ ପ୍ରଦର୍ଶନ କରିବା ଉପରେ ଆର୍ଯ୍ୟବୀରଙ୍କ ନଜର ରହିବ।

LIVE TV
LIVE
Latest News
PF ଟଙ୍କା ଉଠାଇବା ନିୟମରେ ବଡ଼ ପରିବର୍ତ୍ତନ! ୨୫% ବଦଳରେ ରଖିବାକୁ ପଡ଼ିବ ମାତ୍ର ୧୦%, ଅବସର ପରେ ମିଳିବ ମାସିକ ଆୟ

PF ଟଙ୍କା ଉଠାଇବା ନିୟମରେ ବଡ଼ ପରିବର୍ତ୍ତନ!...

ନୂଆଦିଲ୍ଲୀ: PF ଖାତାଧାରୀଙ୍କ ପାଇଁ ବଡ଼ ଖବର। କର୍ମଚାରୀ ଭ...

UGC NET ଡିସେମ୍ବର ୨୦୨୬ ପରୀକ୍ଷା ସୂଚୀ ଜାରି, ଡିସେମ୍ବର ୧୪ରୁ ଆରମ୍ଭ ହେବ ପରୀକ୍ଷା; ଓଡ଼ିଆ ବିଷୟର ପରୀକ୍ଷା ୨୧ରେ

UGC NET ଡିସେମ୍ବର ୨୦୨୬ ପରୀକ୍ଷା ସୂଚୀ...

ନୂଆଦିଲ୍ଲୀ: UGC NET ଡିସେମ୍ବର ୨୦୨୬ ପରୀକ୍ଷାକୁ ନେଇ ଅପେ...

ବାତ୍ୟା ‘ଅକଭାନ୍’ ପାଇଁ ସ୍କୁଲ୍ ଛୁଟି ଘୋଷଣା! ୮ ଜିଲ୍ଲାରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଜାଣନ୍ତୁ କେଉଁଠି କେତେ ଦିନ

ବାତ୍ୟା ‘ଅକଭାନ୍’ ପାଇଁ ସ୍କୁଲ୍ ଛୁଟି ଘୋଷଣା!...

ବାତ୍ୟା ‘ଅକଭାନ୍’ ପାଇଁ ସ୍କୁଲ୍ ଛୁଟି ଘୋଷଣା...

ଅବସର ପରେ ଆଉ ଏକାଥରକେ ଉଠାଇବାକୁ ପଡ଼ିବନି PF ଟଙ୍କା! EPFO ଆଣୁଛି କିସ୍ତିରେ ଟଙ୍କା ଉଠାଇବା ସୁବିଧା

ଅବସର ପରେ ଆଉ ଏକାଥରକେ ଉଠାଇବାକୁ ପଡ଼ିବନି...

ନୂଆଦିଲ୍ଲୀ: ଅବସର ପରେ PF ଟଙ୍କା ଉଠାଇବା ନିୟମରେ ଆସିପାରେ...

ସୁନା ଦରରେ ବଡ଼ ଧସ! ୧.୮୧ ଲକ୍ଷରୁ ଖସି ୧.୨୯ ଲକ୍ଷ, ଆହୁରି କମିବ କି ସୁନା ମୂଲ୍ୟ?

ସୁନା ଦରରେ ବଡ଼ ଧସ! ୧.୮୧ ଲକ୍ଷରୁ...

ନୂଆଦିଲ୍ଲୀ: ସୁନା କିଣିବାକୁ ଅପେକ୍ଷା କରୁଥିବା ଲୋକଙ୍କ ପା...

୬ ଘଣ୍ଟା ସମୟ ବଞ୍ଚାଇବ ବନ୍ଦେ ଭାରତ ସ୍ଲିପର୍, ହେଲେ ଟିକେଟ୍ ଦାମ୍ ଅଧିକ! ୩AC ଭଡ଼ା ୨,୮୧୦ ଟଙ୍କା

୬ ଘଣ୍ଟା ସମୟ ବଞ୍ଚାଇବ ବନ୍ଦେ ଭାରତ...

ନୂଆଦିଲ୍ଲୀ: ଦ୍ରୁତ ଯାତ୍ରା ସହ ଆଧୁନିକ ସୁବିଧା, କିନ୍ତୁ ଟ...

ବାତ୍ୟା ‘ଅକଭାନ୍’ର ପ୍ରଭାବ ଆରମ୍ଭ! ଓଡ଼ିଶାର ୬ ଜିଲ୍ଲାକୁ ରେଡ୍ ଆଲର୍ଟ, ୨୦୪ ମିମିରୁ ଅଧିକ ବର୍ଷା ଆଶଙ୍କା

ବାତ୍ୟା ‘ଅକଭାନ୍’ର ପ୍ରଭାବ ଆରମ୍ଭ! ଓଡ଼ିଶାର ୬...

  ବାତ୍ୟା ‘ଅକଭାନ୍’ର ପ୍ରଭାବ ଆରମ୍...

୧୫ କି.ମି. ବେଗରେ ଆଗକୁ ବଢ଼ୁଛି ‘ଅକଭାନ୍’! ସାତପଡ଼ା ନିକଟରେ ଲ୍ୟାଣ୍ଡଫଲ୍ ନେଇ ଚର୍ଚ୍ଚା, IMD ଦେଲା ବଡ଼ ଅପଡେଟ୍

୧୫ କି.ମି. ବେଗରେ ଆଗକୁ ବଢ଼ୁଛି ‘ଅକଭାନ୍’!...

୧୫ କି.ମି. ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ଅକଭାନ୍&r...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+