୨୦୨୬ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (Special Intensive Revision-SIR) ଅଧୀନରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ଭୋଟରମାନଙ୍କୁ ନିଜ ନାଁ ତାଲିକାରେ ରହିଛି କି ନାହିଁ, ତାହା ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି।
ଗତ ନିର୍ବାଚନରେ ଭୋଟ ଦେଇଥିବା ଭୋଟରମାନେ ମଧ୍ୟ ନିଜ ନାଁ ଖସଡ଼ା ତାଲିକାରେ ରହିଛି କି ନାହିଁ, ନିଶ୍ଚିତ କରିବା ଆବଶ୍ୟକ। ସେହିପରି, ଯେଉଁମାନେ ପୂର୍ବରୁ ଭୋଟ ଦେଇନଥିଲେ ସେମାନେ ମଧ୍ୟ ନିଜ ସ୍ଥିତି ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେଇପାରିବେ।
ଯଦି ଆପଣଙ୍କ ନାଁ ଖସଡ଼ା ଭୋଟର ତାଲିକାରେ ନଥାଏ, ତେବେ ନାଁ ସାମିଲ ପାଇଁ ଫର୍ମ-୬ (Form 6) ଦାଖଲ କରିବାକୁ ପଡ଼ିବ। ନୂତନ ଫର୍ମ-୬ ସହ ଆନେକ୍ସର-୪ (Declaration Form) ମଧ୍ୟ ପୂରଣ କରି ଦେବାକୁ ହେବ।
ଏହି ସମସ୍ତ ଫର୍ମ ଅଫଲାଇନ୍ରେ ବିଏଲଓଙ୍କ ପାଖରେ କିମ୍ବା ଅନଲାଇନ୍ରେ ନିର୍ବାଚନ ଆୟୋଗର ଭୋଟର ସେବା ପୋର୍ଟାଲ ମାଧ୍ୟମରେ ଦାଖଲ କରାଯାଇପାରିବ।
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...