Vijay Mallya reacts to legal action in a social media post

‘ଏଭଳି ଜୀବନ ଅପେକ୍ଷା କକ୍ରୋଚ୍ ହେବା ଭଲ’: ଦୁଃଖପ୍ରକାଶ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ ବିଜୟ ମାଲ୍ୟା

ଆଇନଗତ କାର୍ଯ୍ୟାନୁଷ୍ଠାନକୁ ନେଇ ପୁଣିଥରେ ପ୍ରତିକ୍ରିୟା ରଖିଛନ୍ତି ବିଜୟ ମାଲ୍ୟା। ସୋସିଆଲ ମିଡିଆ ପୋଷ୍ଟରେ ସେ ନିଜକୁ ଅନ୍ୟାୟର ଶିକାର ବୋଲି ଦାବି କରିବା ସହ ନିଜ ମାନସିକ ସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ୨୦୨୧ରେ ବ୍ୟାଙ୍କଗୁଡ଼ିକୁ ୧୪ ହଜାର କୋଟିରୁ ଅଧିକ ଟଙ୍କା ପରିଶୋଧ କରିଥିବା ମଧ୍ୟ ସେ ଦାବି କରିଛନ୍ତି।

ନିଜ ବିରୋଧରେ ଚାଲିଥିବା ଆଇନଗତ ପଦକ୍ଷେପକୁ ନେଇ ପୁଣିଥରେ ମୁହଁ ଖୋଲିଛନ୍ତି ବିଜୟ ମାଲ୍ୟା। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ନିଜକୁ ଅନ୍ୟାୟର ଶିକାର ହୋଇଥିବା ଦାବି କରିବା ସହ ବର୍ତ୍ତମାନର ମାନସିକ ସ୍ଥିତି ନେଇ ଦୁଃଖ ପ୍ରକାଶ କରିଛନ୍ତି।

ମାଲ୍ୟାଙ୍କ କହିବା ଅନୁଯାୟୀ, ସେ ଦୀର୍ଘ ସମୟ ଧରି ଅନେକ ଅନ୍ୟାୟ ସହିଛନ୍ତି ଏବଂ ଏବେ ମଧ୍ୟ ଏହାର ସାମ୍ନା କରୁଛନ୍ତି। ଏଭଳି ପରିସ୍ଥିତିରେ ସେ ନିଜକୁ ଏକ‘କକ୍ରୋଚ୍’ ଭଳି ଅନୁଭବ କରୁଥିବାକହିଛନ୍ତି। ଏପରିକି ଏଭଳି ଜୀବନ ବଞ୍ଚିବା ଅପେକ୍ଷା କକ୍ରୋଚ୍ ହୋଇଯିବାକୁ ସେ ପସନ୍ଦ କରିବେ ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ବର୍ତ୍ତମାନ ଲଣ୍ଡନରେ ରହୁଥିବା ମାଲ୍ୟା ତାଙ୍କ ବିରୋଧରେ ହୋଇଥିବା ଆଇନଗତ ପଦକ୍ଷେପକୁ ନେଇ ଏହି ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟ ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ଦାବି କରିଛନ୍ତି ଯେ,୨୦୨୧ରେ ସେ ବ୍ୟାଙ୍କଗୁଡ଼ିକୁ ୧୪ ହଜାର କୋଟିରୁ ଅଧିକ ଟଙ୍କା ପରିଶୋଧ କରିଥିଲେ।

ମାଲ୍ୟା ଦାବି କରିଛନ୍ତି ଯେ, ତାଙ୍କ ଏହି ପରିଶୋଧ ସମ୍ପର୍କିତ କଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ମଧ୍ୟ ନିଶ୍ଚିତ କରାଯାଇଛି। ଲୋକେ ତାଙ୍କ କଥାରେ ବିଶ୍ୱାସ ନ କଲେ ମଧ୍ୟ ଚଳିବ, କିନ୍ତୁ ED କୋର୍ଟରେ କ’ଣ କହିଛି ତାହା ଉପରେ ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୨୦୨୫ରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ କହିଥିଲେ ଯେ, ବିଜୟ ମାଲ୍ୟାପଳାତକ ଆର୍ଥିକ ଅପରାଧୀ ଆଇନ, ୨୦୧୮ଅନୁଯାୟୀ ପଳାତକ ଆର୍ଥିକ ଅପରାଧୀ ଘୋଷିତ ୧୫ ଜଣଙ୍କ ମଧ୍ୟରେ ଅଛନ୍ତି।

Latest News
ଦୁଲୀପ ଟ୍ରଫି ଫାଇନାଲ୍‌ରେ ଇଷ୍ଟ ଜୋନ୍‌ର ଦବଦବା, ସାଉଥ୍‌ ଜୋନ୍‌ ବିପକ୍ଷରେ ପ୍ରାୟ ୬୦୦ ରନ୍‌ର ଅଗ୍ରଣୀ

ଦୁଲୀପ ଟ୍ରଫି ଫାଇନାଲ୍‌ରେ ଇଷ୍ଟ ଜୋନ୍‌ର ଦବଦବା,...

ଚେନ୍ନାଇରେ ଚାଲିଥିବା ଦୁଲୀପ ଟ୍ରଫି ୨୦୨୬ ଫାଇନାଲ୍‌ର...

ପାକିସ୍ତାନ କୋଚ୍‌ ମାଇକ୍‌ ହେସନ୍‌ ‘ଭାରତୀୟ ଏଜେଣ୍ଟ’! ରଶିଦ ଲତିଫଙ୍କ ବୟାନକୁ ନେଇ ନୂଆ ବିବାଦ

ପାକିସ୍ତାନ କୋଚ୍‌ ମାଇକ୍‌ ହେସନ୍‌ ‘ଭାରତୀୟ ଏଜେଣ୍ଟ’!...

ପାକିସ୍ତାନ କ୍ରିକେଟ୍‌ ଏବେ ଖରାପ ପ୍ରଦର୍ଶନକୁ ନେଇ ଚ...

ଭୁବନେଶ୍ୱରରେ ଚା’ ଦୋକାନରେ ଗଞ୍ଜେଇ କାରବାର! ଅବକାରୀ ବିଭାଗର ଚଢ଼ାଉ, ପେଡଲର ଗିରଫ

ଭୁବନେଶ୍ୱରରେ ଚା’ ଦୋକାନରେ ଗଞ୍ଜେଇ କାରବାର! ଅବକାରୀ...

ଭୁବନେଶ୍ୱର:ବାହାରୁ ଦେଖିବାକୁ ସାଧାରଣ ଚା’ ଦୋକାନ।...

ପାରାଦୀପ ବନ୍ଦରର ଦୁଇ ବର୍ଥ ପାଇଁ ସର୍ବୋଚ୍ଚ ବିଡର ହେଲା ଆଦାନୀ ପୋର୍ଟ୍ସ

ପାରାଦୀପ ବନ୍ଦରର ଦୁଇ ବର୍ଥ ପାଇଁ ସର୍ବୋଚ୍ଚ...

ଭୁବନେଶ୍ୱର:ଓଡ଼ିଶାର ପାରାଦୀପ ବନ୍ଦରର ଦୁଇଟି ଡ୍ରାଏ ବଲ୍କ...

ବନ୍ୟା-ଭୂସ୍ଖଳନରେ ଛାରଖାର ନେପାଳ, ପୁନଃନିର୍ମାଣ ପାଇଁ ଦରକାର ୫୦ ହଜାର କୋଟି; ଆଗକୁ ବିପଦ ଆଶଙ୍କା

ବନ୍ୟା-ଭୂସ୍ଖଳନରେ ଛାରଖାର ନେପାଳ, ପୁନଃନିର୍ମାଣ ପାଇଁ ଦରକାର...

ନେପାଳରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ଏବେ ବି ଟଳିନାହିଁ। ଅ...

ଅଗଷ୍ଟରେ ତାତିଲା ପୃଥିବୀ: ବିଶ୍ୱ ତାପମାତ୍ରା ଶିଳ୍ପ ବିପ୍ଳବ ପୂର୍ବ ସ୍ତରଠାରୁ ୧.୬୫°C ଅଧିକ

ଅଗଷ୍ଟରେ ତାତିଲା ପୃଥିବୀ: ବିଶ୍ୱ ତାପମାତ୍ରା ଶିଳ୍ପ...

ପୃଥିବୀରେ ବଢ଼ୁଥିବା ତାପମାତ୍ରାକୁ ନେଇ ପୁଣି ଚିନ୍ତା ବଢ଼ି...

‘ଭାଲେନ୍ସିଆ ବହୁତ ଦୁର୍ବଳ’ କହିଥିବା ନେଇ ମାପ ମାଗିଲେ ବାର୍ସେଲୋନାର ରୋଡ୍ରି, କହିଲେ- ‘ଅପମାନ କରିବା ଉଦ୍ଦେଶ୍ୟ ନଥିଲା’

‘ଭାଲେନ୍ସିଆ ବହୁତ ଦୁର୍ବଳ’ କହିଥିବା ନେଇ ମାପ...

ଲା ଲିଗାରେ ଭାଲେନ୍ସିଆ ବିପକ୍ଷରେ ବାର୍ସେଲୋନାର ବଡ଼ ବିଜୟ...

ଇରାନ-ଆମେରିକା ଯୁଦ୍ଧରେ ପେଣ୍ଟାଗନ୍‌କୁ ବଡ଼ ଝଟକା! ୯ ଆମେରିକୀୟ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଥିବା ଦାବି

ଇରାନ-ଆମେରିକା ଯୁଦ୍ଧରେ ପେଣ୍ଟାଗନ୍‌କୁ ବଡ଼ ଝଟକା! ୯...

ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ସାମରିକ ଉତ୍ତେଜନ...

କେନ୍ଦ୍ରାପଡ଼ା ଆଉଳର ଲକ୍ଷ୍ମୀ ବରାହ ମନ୍ଦିରରୁ ୬୫ ଫୁଟ ଉଚ୍ଚରୁ ଖସିଲା ସିଂହ ମୂର୍ତ୍ତି, ଅଳ୍ପକେ ବର୍ତ୍ତିଲେ ଭକ୍ତ

କେନ୍ଦ୍ରାପଡ଼ା ଆଉଳର ଲକ୍ଷ୍ମୀ ବରାହ ମନ୍ଦିରରୁ ୬୫...

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା ଆଉଳସ୍ଥିତ ଲକ୍ଷ୍ମୀ...

T20 ନୁହେଁ, ଏହି ଫର୍ମାଟ୍‌ ହେଉଛି ତିଲକ ବର୍ମାଙ୍କ ପସନ୍ଦ; କହିଲେ- ‘ଏହା ମୋର A Game’

T20 ନୁହେଁ, ଏହି ଫର୍ମାଟ୍‌ ହେଉଛି ତିଲକ...

ଭାରତୀୟ କ୍ରିକେଟର ତିଲକ ବର୍ମା ଏବେ ରେଡ୍‌-ବଲ୍&zwnj...

NIT ରାଉରକେଲାର ୨୪ତମ ସମାବର୍ତ୍ତନ: ୨,୦୩୩ ଛାତ୍ରଛାତ୍ରୀଙ୍କୁ ମିଳିବ ଡିଗ୍ରୀ, ୮୬ ପଦକ ଓ ପୁରସ୍କାର

NIT ରାଉରକେଲାର ୨୪ତମ ସମାବର୍ତ୍ତନ: ୨,୦୩୩ ଛାତ୍ରଛାତ୍ରୀଙ୍କୁ...

ରାଉରକେଲା: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (NIT) ରାଉରକେଲ...

ଆମେରିକାରେ ମିଡ୍‌ଟର୍ମ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ବାର୍ତ୍ତା, ରିପବ୍ଲିକାନ୍‌ ସମ୍ମିଳନୀରେ ଦଳୀୟ ଶକ୍ତି ପ୍ରଦର୍ଶନ

ଆମେରିକାରେ ମିଡ୍‌ଟର୍ମ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବଡ଼...

ଆମେରିକାର ରିପବ୍ଲିକାନ୍‌ ପାର୍ଟି ପ୍ରଥମଥର ପାଇଁ ମିଡ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+