ଗଞ୍ଜାମ ଜିଲ୍ଲାରେ ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଅନେକ ଅଞ୍ଚଳରେ ନଦୀ ଓ ନାଳାର ଜଳସ୍ତର ବଢ଼ିବା ସହ ରାସ୍ତାଘାଟ ପ୍ରଭାବିତ ହୋଇଛି।
ବିଶେଷ କରି ନନ୍ଦିନୀ ନଦୀ ଉପରେ ନିର୍ମାଣାଧୀନ ବ୍ରିଜ୍କୁ ଯୋଡ଼ୁଥିବା ଅସ୍ଥାୟୀ ଆପ୍ରୋଚ୍ ରୋଡ୍କୁ ବନ୍ୟାଜଳ ଧୋଇ ନେବାରୁ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବରେ ନୂଆଗାଁ, ବାଦପୁର, କରତାଳି, ବେଲପଡ଼ା ଓ ଖଣ୍ଡିପଡ଼ା ଭଳି ଗାଁକୁ ଯାତାୟାତ ପ୍ରଭାବିତ ହୋଇଥିବା ରିପୋର୍ଟ ମିଳିଛି।
ଏପଟେ ଗଞ୍ଜାମର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ଗଛ ଉପୁଡ଼ି ରାସ୍ତା ଅବରୋଧ ହେବାର ଖବର ମଧ୍ୟ ଆସିଛି। ପାତ୍ରପୁରର ଚାରିଆବାଡ଼ା ନିକଟରେ ଭୂସ୍ଖଳନ ଯୋଗୁ ରାସ୍ତାରେ ବଡ଼ ପଥର ପଡ଼ିଥିବା ବେଳେ ଅନ୍ୟ କିଛି ଅଞ୍ଚଳରେ ମଧ୍ୟ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ବର୍ଷା ଜାରି ରହିଥିବାରୁ ନଦୀ, ନାଳା ଓ ନିମ୍ନାଞ୍ଚଳର ଜଳସ୍ତର ଉପରେ ପ୍ରଶାସନ ନଜର ରଖିଛି। ଗଞ୍ଜାମର ବିଭିନ୍ନ ବିପଦପ୍ରବଣ ଅଞ୍ଚଳରେ ସତର୍କତା ବଢ଼ାଯାଇଛି।
କକରୋଚ ଜନତା ପାର୍ଟି (CJP)ର ଜାତୀୟ କନଭେନର ଅଭିଜୀତ ଦୀପକେ...
SIRକୁ ନେଇ ନିର୍ବାଚନ ଆୟୋଗର ଆଭ୍ୟନ୍ତରୀଣ କାର୍ଯ୍ୟପ୍ରଣାଳୀ...
ପୂର୍ବ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା Hurricane...
ବଙ୍ଗୋପସାଗରରେ ଗଠିତ ଲଘୁଚାପ କ୍ରମେ ଶକ୍ତିଶାଳୀ ହେଉଥିବାରୁ...
ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଜାତିସ...
ଦିଲ୍ଲୀରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସେ...
ତୃଣମୂଳ କଂଗ୍ରେସର ଦଳୀୟ ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ଚ...
ଆଗାମୀ ପଞ୍ଚାୟତ ନିର୍ବାଚନରେ OBC/SEBC ବର୍ଗକୁ ୨୭% ସଂରକ୍...
ମେଘାଳୟରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ଭବିଷ୍ୟତରେ ମରୁଡ଼ି...
ଚୀନ୍ ରାଷ୍ଟ୍ରପତିସି ଜିନପିଙ୍ଗପତ୍ନୀ ପେଙ୍ଗ ଲିୟୁଆନଙ୍କ ସହ...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଡେନମାର୍କ ପ୍ରଧାନ...