କେମ୍ବ୍ରିଜ୍:କେବେ କେବେ ବଡ଼ scientific breakthrough ଏକ high-tech laboratoryରୁ ନୁହେଁ, ସାଧାରଣ ଆଲୋଚନାରୁ ମଧ୍ୟ ଆରମ୍ଭ ହୋଇପାରେ।August 26, 1997ରେ Cambridgeର Panton Arms pubରେ ଏମିତି ଗୋଟିଏ ମୁହୂର୍ତ୍ତ ଘଟିଥିଲା, ଯାହା ପରେ DNA sequencingର ଦୁନିଆକୁ ପରିବର୍ତ୍ତନ କରିଦେଲା।
ସେହିଦିନ University of Cambridgeର chemistsShankar Balasubramanian ଓ David Klenerman, postdoctoral researchersMark Osborne ଓ Colin Barnesଙ୍କ ସହ ଗୋଟିଏ “beer summit”ରେ ମିଶିଥିଲେ। Balasubramanian ସେଠାରେ colour-coded, solid-phase DNA sequencingକୁ massively parallel କରିବାର ଏକ concept ରଖିଥିଲେ।
ସେତେବେଳେ Balasubramanian ଓ Klenerman fluorescently labelled nucleotides ବ୍ୟବହାର କରି DNA polymerase କିପରି DNA ସୃଷ୍ଟି କରୁଛି ତାହା single-molecule levelରେ observe କରୁଥିଲେ। ସେମାନେ ବୁଝିଲେ—ଯଦି DNA copy ହେବା ପ୍ରକ୍ରିୟାକୁ ସିଧାସଳଖ ଦେଖାଯାଇପାରେ, ତେବେ ସେହି ସମୟରେ DNA sequenceକୁ ମଧ୍ୟ “read” କରାଯାଇପାରିବ। ଏହି idea ପରେsequencing by synthesis (SBS)technologyର ଭିତ୍ତି ହେଲା।
ଏହି approachର ଲକ୍ଷ୍ୟ ଥିଲା genome sequencingକୁ ଅଧିକfast, accurate, scalable ଏବଂ affordableକରିବା। Cambridgeର ଏହି researchକୁ commercial technologyରେ ପରିଣତ କରିବା ପାଇଁ Balasubramanian ଓ Klenerman 1998ରେSolexaନାମକ company ସ୍ଥାପନ କରିଥିଲେ।
Solexaର technology ପରେ rapidly advance କଲା। 2007ରେIllumina Solexaକୁ acquireକରିଥିଲା ଏବଂ sequencing by synthesis technologyକୁ ଆହୁରି ବିକଶିତ କରାଗଲା। Cambridge University ଅନୁଯାୟୀ, Solexa-Illumina sequencing ଆଜି genome sequencingର ବିଶାଳ ଅଂଶ ପାଇଁ ବ୍ୟବହୃତ ହେଉଛି।
ଏହି technology ଆଜି100,000 Genomes Project, International Cancer Genome Project ଏବଂ GenomeAsia 100Kପରି ବଡ଼ genomic programmeର ମୁଖ୍ୟ ଆଧାର ହୋଇଛି। COVID-19 pandemic ସମୟରେ coronavirus variants track କରିବାରେ ମଧ୍ୟ Illumina sequencing ବ୍ୟବହାର ହୋଇଥିଲା।
DNA sequencing technology medicineରେ ମଧ୍ୟ ଗଭୀର ପ୍ରଭାବ ପକାଇଛି। Rare genetic diseases ଚିହ୍ନଟ କରିବା, cancer-related genetic signatures ଖୋଜିବା, personalised medicine develop କରିବା ଏବଂ ନୂଆ therapies ଉପରେ research କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ tool ହୋଇଛି।
ତାଙ୍କର next-generation DNA sequencing technology ପାଇଁ Shankar Balasubramanian ଓ David Klenermanଙ୍କୁ2021 Millennium Technology Prizeଏବଂ2022 Breakthrough Prize in Life Sciencesସହିତ ଅନେକ ସମ୍ମାନ ମିଳିଛି।
ଏହି କାହାଣୀ ଦେଖାଏ ଯେ, 1997ରେ ଏକ pubରେ ହୋଇଥିବା ଗୋଟିଏ ସାଧାରଣ scientific discussion ପରେ ବିଶ୍ୱର genome ପଢ଼ିବା ଧାରାକୁ ବଦଳାଇଦେଇଥିବା technologyର ଜନ୍ମ ହୋଇଥିଲା।
କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକର ଟିଖିରି ସରପଞ୍ଚ ଚମେଲି...
ପୁରୀ:ଶ୍ରୀଜଗନ୍ନାଥ ମନ୍ଦିରରେ ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତମା...
ବ୍ରହ୍ମପୁର:Ganjam districtର Berhampur ସହରରେ Friday...
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର Master Canteen Squar...