TGT ପଦଗୁଡ଼ିକ ପାଇଁPay Level-7ଅନୁସାରେ ଦରମା ରହିଛି। ଅନ୍ୟ ପଦରେ ନିର୍ଦ୍ଦିଷ୍ଟ ମାସିକ ପାରିଶ୍ରମିକ ରହିଛି—Horse Riding Instructor ଓ Band Master ପାଇଁ ପ୍ରାୟ₹୩୫,୦୦୦, Mess Manager ପାଇଁ₹୨୯,୨୦୦, Nursing Sister ପାଇଁ₹୩୦,୦୦୦ଏବଂ Ward Boys ପାଇଁ₹୨୫,୦୦୦ପ୍ରତିମାସ।
ସମସ୍ତ ପ୍ରାର୍ଥୀଙ୍କ ପାଇଁ₹୫୦୦ଆବେଦନ ଶୁଳ୍କ ରହିଛି। ଏହାPrincipal, Sainik School Kunjpura, Karnalଙ୍କ ନାମରେ Karnalରେ payable ଥିବା non-refundable Bank Draft ମାଧ୍ୟମରେ ଦେବାକୁ ହେବ।
ପ୍ରାର୍ଥୀମାନେSainik School Kunjpuraର ଅଫିସିଆଲ୍ ୱେବସାଇଟ୍ରୁ prescribed application form download କରିବେ। ଫର୍ମ ସହିତ ଆବଶ୍ୟକ ଶିକ୍ଷାଗତ ପ୍ରମାଣପତ୍ର, experience certificate/testimonials, ମାର୍କଶିଟ୍, passport-size photograph ଓ ₹୫୦୦ର Bank Draft ଦାଖଲ କରିବାକୁ ହେବ। ଆବେଦନPrincipal, Sainik School Kunjpura, Karnal, Haryana–132023ଠିକଣାରେ ପହଞ୍ଚିବା ଆବଶ୍ୟକ।
ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା୨୫ ସେପ୍ଟେମ୍ବର ୨୦୨୬ରୁ ଆରମ୍ଭ ହୋଇଛି ଏବଂ ଆବେଦନ ପହଞ୍ଚିବାର ଶେଷ ତାରିଖ୩୧ ଅକ୍ଟୋବର ୨୦୨୬। ଚୟନ ପାଇଁ ପଦ ଅନୁସାରେ written test, practical examination ଓ interview ହୋଇପାରେ।
ଯୋଗ୍ୟ ପ୍ରାର୍ଥୀମାନେ ଶେଷ ତାରିଖ ପୂର୍ବରୁ ଅଫିସିଆଲ୍ notification ଭଲ ଭାବେ ପଢ଼ି ଆବେଦନ କରନ୍ତୁ।
ମେଷ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ନିଜ କ୍ୟାରିୟର ଓ ବ୍...
ଛତିଶଗଡ଼ର ସମ୍ବେଦନଶୀଳ ଅବୁଝମାଡ଼ ଅଞ୍ଚଳରେ ସୁରକ୍ଷାବାହିନୀ...
ଭୁବନେଶ୍ୱର: ବାଲିପାଟଣା ବଜାରରେ ଘଟିଥିବା ଅକ୍ଷୟ କୁମାର ମା...
ପେନସନ ଟଙ୍କା ମିଳୁନଥିବାକୁ ନେଇ କୋରାପୁଟ ଜିଲ୍ଲା ବୈପାରିଗ...
ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରସାଦକୁ ନେଇ ଏକ ସମ୍ବେଦନଶୀଳ ଅ...
SIR ବିବାଦରେ BJDର ରଣନୀତି ବଦଳ! ‘Save Democracy...