ଓଡ଼ିଶା ପାଇଁ ଆଉ ଏକ ଗର୍ବର ଖବର। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ଛାତ୍ରୀପ୍ରସୁସି ପଣ୍ଡା‘ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ୨୦୨୬’ ମୁକୁଟ ଜିତି ଦେଶର ଗର୍ବ ବଢ଼ାଇଛନ୍ତି। ଏହି ସଫଳତା ସହ ସେ ଆସନ୍ତା ବର୍ଷ ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିବେ।
ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ପ୍ରସୁସି ନିଜର ଆତ୍ମବିଶ୍ୱାସ, ମଞ୍ଚ ଉପସ୍ଥାପନା ଏବଂ ବ୍ୟକ୍ତିତ୍ୱ ଦ୍ୱାରା ବିଚାରକମାନଙ୍କୁ ପ୍ରଭାବିତ କରି ପ୍ରଥମ ଥର ପାଇଁ ଜାତୀୟ ସ୍ତରର ବିୟୁଟି ପେଜେଣ୍ଟରେ ଅଂଶଗ୍ରହଣ କରି ବିଜୟୀ ହୋଇଛନ୍ତି।
ପ୍ରସୁସି କହିଛନ୍ତି ଯେ, ସେ ଏପ୍ରିଲ ମାସରୁ ଏହି ପ୍ରତିଯୋଗିତା ପାଇଁ କଠିନ ପ୍ରସ୍ତୁତି ଆରମ୍ଭ କରିଥିଲେ। ରାମ୍ପ ୱାକ୍, ଯୋଗାଯୋଗ କୌଶଳ, ମଞ୍ଚରେ ଉପସ୍ଥାପନା ଓ ବ୍ୟକ୍ତିତ୍ୱ ବିକାଶ ଉପରେ ସେ ନିୟମିତ ଅଭ୍ୟାସ କରିଥିଲେ।
ପ୍ରସୁସି କହିଛନ୍ତି,
"ମୁଁ ବ୍ରହ୍ମପୁରରୁ ଆସିଛି। ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ଟାଇଟଲ୍ ଜିତି ବହୁତ ଖୁସି ଅନୁଭବ କରୁଛି। ଆସନ୍ତା ବର୍ଷ ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ପ୍ରତିନିଧିତ୍ୱ କରିବି। ଏହି ଯାତ୍ରା ମୋ ପାଇଁ ସ୍ମରଣୀୟ ରହିବ।"
ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା୩୭ ଜଣ ପ୍ରତିଯୋଗୀଙ୍କୁପଛରେ ପକାଇ ପ୍ରସୁସି ଏହି ସମ୍ମାନଜନକ ମୁକୁଟ ହାସଲ କରିଛନ୍ତି।
ପ୍ରତିଯୋଗିତାରେ ଆତ୍ମବିଶ୍ୱାସ, ବ୍ୟକ୍ତିତ୍ୱ, ଯୋଗାଯୋଗ କୌଶଳ, ମଞ୍ଚ ଉପସ୍ଥାପନା ଓ ସାମଗ୍ରିକ ପ୍ରଦର୍ଶନକୁ ଆଧାର କରି ବିଜେତା ଚୟନ କରାଯାଇଥିଲା।
ପ୍ରସୁସି କହିଛନ୍ତି ଯେ, ଏବେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଅନ୍ତର୍ଜାତୀୟ ପ୍ରତିଯୋଗିତା ଉପରେ ରହିବ।ଗ୍ଲାମାନନ୍ଦ ଟିମ୍ତାଙ୍କୁ ଆଗାମୀ ପର୍ଯ୍ୟାୟ ପାଇଁ ସ୍ୱତନ୍ତ୍ର ଗ୍ରୁମିଂ ଓ ପ୍ରଶିକ୍ଷଣ ଦେବ।
ନିଜ ସଫଳତା ଉପରେ ପ୍ରସୁସି କହିଛନ୍ତି,
ଲଗାତାର ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେସୁବର୍...
ଭଦ୍ରକ ଜିଲ୍ଲାରଚାନ୍ଦବାଲି ବ୍ଲକ ଅଧୀନ ପଞ୍ଚୁଟିକ୍ରି ଘାଟନି...
ଓଡ଼ିଶାର ପ୍ରସିଦ୍ଧମା’ ବିରଜା ମନ୍ଦିରସମ୍ମୁଖରେ ପ୍ର...
ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ଥିବା ଏକ ସରକାରୀ ଆଶ୍ରମ ବି...
୨୦୧୬ ମସିହାରେ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ପ୍ରାୟ...
ବୁର୍ଲାସ୍ଥିତ **ବୀର ସୁରେନ୍ଦ୍ର ସାଇ ପ୍ରଯୁକ୍ତି ବିଶ୍ୱବିଦ...
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଶକ୍ତିଶାଳୀ ହୋଇ ଗଭୀ...
ଭାରତୀୟ ରେଳବାଇରେ ବୃତ୍ତିଗତ ପ୍ରଶିକ୍ଷଣ ନେବାକୁ ଇଚ୍ଛୁକ ଯ...
ଲଗାତାର ବର୍ଷା ଯୋଗୁଁ କଟକ ଜିଲ୍ଲାରନିଆଳି ବ୍ଲକଅନ୍ତର୍ଗତପୋ...
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ରେସନ ପ୍ରଭାବରେ ଓଡ଼ି...
ଅନଲାଇନରେ LPG ସିଲିଣ୍ଡର ବୁକିଂ କରୁଥିବା ବେଳେ ସତର୍କ ରୁହ...