ନୂଆଦିଲ୍ଲୀ:ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଅନିବାସୀ ଭାରତୀୟ (NRI)ଙ୍କ ପାଇଁForeign Currency Non-Resident [FCNR (B)] Deposit Schemeଉପଲବ୍ଧ କରାଇଛି। ଏହି ଯୋଜନା ମାଧ୍ୟମରେ NRIମାନେ ବିଦେଶୀ ମୁଦ୍ରାରେ ନିଜ ସଞ୍ଚୟ ରଖି ସୁଧ ଆର୍ଜନ କରିପାରିବେ।
କେବଳ ଅନିବାସୀ ଭାରତୀୟ (NRI)ମାନେ FCNR (B) ଖାତା ଖୋଲିପାରିବେ। ପାକିସ୍ତାନ ଓ ବାଂଲାଦେଶର ଆବେଦକଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ର ପୂର୍ବ ଅନୁମତି ଆବଶ୍ୟକ। ଏହି ଖାତା NRIଙ୍କୁ ନିଜେ ଖୋଲିବାକୁ ପଡ଼ିବ, ପାୱାର ଅଫ୍ ଅଟର୍ଣ୍ଣି ମାଧ୍ୟମରେ ଏହା ସମ୍ଭବ ନୁହେଁ।
FCNR (B) ଖାତାରେ ନିମ୍ନଲିଖିତ ୬ଟି ବିଦେଶୀ ମୁଦ୍ରା ଗ୍ରହଣ କରାଯାଏ:
ଏହି ଯୋଜନା କେବଳ ଫିକ୍ସଡ୍ ଡିପୋଜିଟ୍ ଆକାରରେ ଉପଲବ୍ଧ। ନ୍ୟୁନତମ ଅବଧି୧ ବର୍ଷଓ ସର୍ବାଧିକ୫ ବର୍ଷ।
ବିଦେଶରୁ ବ୍ୟାଙ୍କିଂ ଚ୍ୟାନେଲ୍ ମାଧ୍ୟମରେ ବିଦେଶୀ ମୁଦ୍ରା ପଠାଇ ଖାତା ଖୋଲାଯାଇପାରିବ। ଏହାସହ NRE କିମ୍ବା FCNR ଖାତାରୁ ଟଙ୍କା ସ୍ଥାନାନ୍ତର କରିବା ସହ ବିଦେଶୀ ମୁଦ୍ରା ନୋଟ୍ କିମ୍ବା ଟ୍ରାଭେଲର୍ସ ଚେକ୍ ମାଧ୍ୟମରେ ମଧ୍ୟ ଜମା କରାଯାଇପାରିବ।
FCNR (B) ଡିପୋଜିଟ୍ର ସୁଧ ୩୬୦ ଦିନିଆ ଆର୍ଥିକ ବର୍ଷ ଆଧାରରେ ଗଣନା କରାଯାଏ। ଏକ ବର୍ଷ ପର୍ଯ୍ୟନ୍ତ ଡିପୋଜିଟ୍ରେ ସରଳ ସୁଧ ଦିଆଯାଏ। ଏକ ବର୍ଷରୁ ଅଧିକ ଅବଧିରେ ଗ୍ରାହକ ଚାହିଲେ ପ୍ରତି ୧୮୦ ଦିନରେ ସୁଧ ପାଇପାରିବେ କିମ୍ବା ପରିପକ୍ୱତା ସମୟରେ ଚକ୍ରବୃଦ୍ଧି ସୁଧ ସହ ସମ୍ପୂର୍ଣ୍ଣ ରାଶି ଗ୍ରହଣ କରିପାରିବେ।
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ଭୁବନେଶ୍ୱର: ବନ୍ୟା ପରିସ୍ଥିତିକୁ ନେଇ ଚାଉଳ ବଣ୍ଟନରେ କୌଣସ...
ସ୍ପେନ୍‌ର ଉତ୍ତର ଆଫ୍ରିକାସ୍ଥିତ ସ୍ୱୟଂଶାସିତ ଅଞ୍ଚଳ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...
ଚେନ୍ନାଇ: ତାମିଲନାଡୁର ଶାସକ ଦଳ DMK କଂଗ୍ରେସ ବିରୋଧରେ ଗୁ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ୍ ମିଡି...
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପର୍ବତାରୋହୀ ଭାବେ ପରିଚିତ ନେପାଳ...
ନୂଆଦିଲ୍ଲୀ: ୨୦୨୦ ମସିହାରେ ଘଟିଥିବା ଦିଲ୍ଲୀ ସାମ୍ପ୍ରଦାୟି...
ଦକ୍ଷିଣ-ପଶ୍ଚିମ ଜାପାନର କ୍ୟୁଶୁ ଦ୍ୱୀପରେ ଭୟଙ୍କର ଭୂମିକମ୍...
ଭୁବନେଶ୍ୱର: ବନ୍ୟା ପରିସ୍ଥିତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ...