ଓଡ଼ିଶା କ୍ୟାଡରର ୨୦୦୨ ବ୍ୟାଚ୍ର ବରିଷ୍ଠ IPS ଅଧିକାରୀଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ସୀମା ସୁରକ୍ଷା ବଳ (BSF)ର ଇନ୍ସପେକ୍ଟର ଜେନେରାଲ୍ (IG) ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ସେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ (CRPF)ର IG ଭାବେ ଦାୟିତ୍ୱ ତୁଲାଉଥିଲେ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିହ୍ନାଙ୍କ ନିଯୁକ୍ତି ସମ୍ପର୍କରେ ନୋଟିଫିକେସନ୍ ଜାରି ହୋଇଛି। ଆଦେଶ ଅନୁସାରେ, ସେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ୧୦ ଜୁଲାଇ ୨୦୨୮ପର୍ଯ୍ୟନ୍ତ କିମ୍ବା ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ BSF IG ଭାବେ କାର୍ଯ୍ୟ କରିବେ।
ଏହି କାର୍ଯ୍ୟକାଳ ତାଙ୍କର୫ ବର୍ଷର କେନ୍ଦ୍ରୀୟ ଡେପୁଟେସନ୍ ଅବଧିମଧ୍ୟରେ ଅନ୍ତର୍ଭୁକ୍ତ ହେବ। ସିହ୍ନା୧୧ ଜୁଲାଇ ୨୦୨୩ରୁ କେନ୍ଦ୍ରୀୟ ଡେପୁଟେସନ୍ରେ ରହିଛନ୍ତି।
କେନ୍ଦ୍ରୀୟ ଡେପୁଟେସନ୍କୁ ଯିବା ପୂର୍ବରୁ ଅମିତେନ୍ଦ୍ର ନାଥ ସିହ୍ନା ଓଡ଼ିଶା ପୋଲିସ୍ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ। ସେ ଓଡ଼ିଶା ପୋଲିସ୍ରକ୍ରାଇମ୍ ବ୍ରାଞ୍ଚର IGଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। କ୍ରାଇମ୍ ବ୍ରାଞ୍ଚରେ କାର୍ଯ୍ୟ କରିବା ସମୟରେ ସେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଦନ୍ତ ସହ ଜଡ଼ିତ ଥିଲେ।
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ତାମିଲନାଡୁରେ ଜବାହର ନବୋଦୟ ବିଦ୍ୟାଳୟ ସ୍ଥାପନ ଓ ଭାଷା ନୀତ...
ଯୁବ ପ୍ରଫେସନାଲ୍ମାନଙ୍କ ପାଇଁ ଚାକିରିରେ ଅଧିକ salary ପାଇ...
Android ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ମାଲୱେର୍‌କୁ...
ବାୟୁ ପ୍ରଦୂଷଣ କେବଳ ଫୁସଫୁସ ଓ ଶାରୀରିକ ସ୍ୱାସ୍ଥ୍ୟକୁ ନୁହ...
ନୂଆ ସପ୍ତାହ ଆରମ୍ଭ ହେବା ସହ ଗ୍ରହ ଓ ନକ୍ଷତ୍ରଙ୍କ ଗତିରେ ମ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଭାରତୀୟ ବଜାରରେ ବିକ୍ରି ହେଉଥିବା କିଛି ପାକିସ୍ତାନୀ ନିର୍ମ...
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...
ବାୟୁ ପ୍ରଦୂଷଣ କେବଳ ଫୁସ୍ଫୁସ୍ ଓ ଶ୍ୱାସକ୍ରିୟା ଉପରେ ପ୍ରଭ...
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...