ନେତାନ୍ୟାହୁଙ୍କ ଅଭିଯୋଗକୁ ଖାରଜ କଲେ ଜୋହରାନ ମାମଦାନି, କହିଲେ– ବିବାଦରେ ପଶିବିନି

ଗାଜା ଯୁଦ୍ଧକୁ ନେଇ ଇସ୍ରାଏଲ ସରକାରଙ୍କ ସମାଲୋଚନା କରୁଥିବା ନ୍ୟୁୟର୍କ ସିଟି ମେୟର ଜୋହରାନ ମାମଦାନିଙ୍କ ବିରୋଧରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଅଭିଯୋଗ ଆଣିଛନ୍ତି। ତେବେ ମାମଦାନି ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ସେ କୌଣସି ବିବାଦରେ ପଡ଼ିବାକୁ ଚାହୁଁନାହାନ୍ତି ଏବଂ ମାନବୀୟ ପ୍ରସଙ୍ଗରେ ନିଜର ମତ ରଖିବେ।
Zohran Mamdani responds to Benjamin Netanyahu's allegations over Gaza war remarks.
Zohran Mamdani responds to Benjamin Netanyahu's allegations over Gaza war remarks.

ଗାଜା ଯୁଦ୍ଧକୁ ନେଇ ଇସ୍ରାଏଲ ସରକାରଙ୍କ ନୀତିର ସମାଲୋଚନା କରୁଥିବା ନ୍ୟୁୟର୍କ ସିଟିର ମେୟର ଜୋହରାନ ମାମଦାନିଙ୍କୁ ଟାର୍ଗେଟ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଏକ ସାକ୍ଷାତ୍କାରରେ ନେତାନ୍ୟାହୁ ଅଭିଯୋଗ କରିଛନ୍ତି ଯେ ମାମଦାନି ଘୃଣାର ପରିବେଶ ସୃଷ୍ଟି କରୁଛନ୍ତି ଏବଂ ସମାଜକୁ ବିଭକ୍ତ କରିବାକୁ ଚେଷ୍ଟା କରୁଛନ୍ତି। ସେ ନିଜ ବିରୋଧରେ ଆସିଥିବା ଆନ୍ତର୍ଜାତିକ ଅପରାଧ ଅଦାଲତ (ICC)ର ଯୁଦ୍ଧ ଅପରାଧ ଅଭିଯୋଗକୁ ମଧ୍ୟ ଭିତ୍ତିହୀନ ବୋଲି କହିଛନ୍ତି।

ଏହି ଅଭିଯୋଗର ଜବାବରେ ଜୋହରାନ ମାମଦାନି କହିଛନ୍ତି ଯେ ସେ ଏଭଳି ଅଭିଯୋଗକୁ ନେଇ କୌଣସି ବାକ୍‌ଯୁଦ୍ଧରେ ସାମିଲ ହେବେ ନାହିଁ। ତାଙ୍କର ଲକ୍ଷ୍ୟ ହେଉଛି ଗାଜାର ମାନବୀୟ ସଙ୍କଟ ଓ ଆନ୍ତର୍ଜାତିକ ଆଇନ ପ୍ରସଙ୍ଗରେ ନିଜର ମତ ଉପସ୍ଥାପନ କରିବା।

ଏହାପୂର୍ବରୁ ମାମଦାନି କହିଥିଲେ ଯେ ଆଇସିସିର ଗିରଫ ପରୱାନା ଆଧାରରେ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଗିରଫ କରାଯିବା ଉଚିତ। ତେବେ ପରେ ସେ ସ୍ପଷ୍ଟ କରିଥିଲେ ଯେ ନ୍ୟୁୟର୍କ ସହର ପ୍ରଶାସନଙ୍କ ପାଖରେ ଏପରି ଗିରଫ କରିବାର କୌଣସି ଆଇନଗତ କ୍ଷମତା ନାହିଁ।

ଏହି ବାକ୍‌ଯୁଦ୍ଧ ଏଭଳି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ବେଞ୍ଜାମିନ ନେତାନ୍ୟାହୁ ହ୍ୱାଇଟ୍‌ ହାଉସ୍‌ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ଗାଜା ଯୁଦ୍ଧ, ଆମେରିକା-ଇସ୍ରାଏଲ ସମ୍ପର୍କ ଏବଂ ମଧ୍ୟପୂର୍ବର ସୁରକ୍ଷା ପ୍ରସଙ୍ଗ ଉପରେ ଉଚ୍ଚସ୍ତରୀୟ ଆଲୋଚନା ହେବାର ସମ୍ଭାବନା ରହିଛି।

LIVE TV
LIVE
Latest News
‘ରାମାୟଣ ପାର୍ଟ-୨’ରେ ସୁଗ୍ରୀବ ହେବେ ସୁହେଲ ନୟ୍ୟର! ରାମଙ୍କ ସହ ସୁଗ୍ରୀବଙ୍କ ବନ୍ଧୁତ୍ୱର ଭାବନାକୁ ନେଇ କହିଲେ ଅଭିନେତା

‘ରାମାୟଣ ପାର୍ଟ-୨’ରେ ସୁଗ୍ରୀବ ହେବେ ସୁହେଲ ନୟ୍ୟର!...

ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ ହୋଇଛି ୧ କୋଟି, ଜାଣନ୍ତୁ କେମିତି ହୋଇଥିଲା ପ୍ରସ୍ତୁତ

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ...

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...

ଦୁଇଟି ବାତ୍ୟା ପରେ ପୁଣି ଆଉ ଏକ ଆଶଙ୍କା! ସତ ହେଉଛି କି ପାଞ୍ଜି ଗଣନା?

ଦୁଇଟି ବାତ୍ୟା ପରେ ପୁଣି ଆଉ ଏକ...

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...

‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ କଣ୍ଠରେ ହନୁମାନ ଚାଳିଶା ରିଲିଜ୍‌, ଭାଇରାଲ୍ ହେଉଛି ପୋଷ୍ଟ-କ୍ରେଡିଟ୍‌ ସିନ୍‌

‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ...

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...

ନବରଙ୍ଗପୁରରେ ଅଭାବନୀୟ କାଣ୍ଡ! ତନ୍ତ୍ରବିଦ୍ୟା ପାଇଁ ମଶାଣିରେ ବୀଭତ୍ସ କାଣ୍ଡ ! ସମାଧି ଖୋଳି ଶବରୁ କାଟିନେଲେ ମୁଣ୍ଡ

ନବରଙ୍ଗପୁରରେ ଅଭାବନୀୟ କାଣ୍ଡ! ତନ୍ତ୍ରବିଦ୍ୟା ପାଇଁ ମଶାଣିରେ...

ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...

‘ରାମାୟଣ’ ଦେଖି ଭାବବିହ୍ୱଳ ମହେଶ ଭଟ୍ଟ! ରଣବୀରଙ୍କ ରାମ ରୂପ ଦେଖି ଆଖିରେ ଆସିଗଲା ଲୁହ

‘ରାମାୟଣ’ ଦେଖି ଭାବବିହ୍ୱଳ ମହେଶ ଭଟ୍ଟ! ରଣବୀରଙ୍କ...

ମୁମ୍ବାଇ: ବଡ଼ ପରଦାରେ ଜୀବନ୍ତ ହୋଇଉଠିଛି ପିଲାଦିନରୁ ଶୁଣି...

ଦୁର୍ବଳ ହେଲା ବାତ୍ୟା ‘ମୁରାସୁ’, ଓଡ଼ିଶାରେ ବର୍ଷା ଓ ବଜ୍ରପାତ ଆଶଙ୍କା! ପାଣିପାଗ ବିଭାଗର ସତର୍କ ସୂଚନା

ଦୁର୍ବଳ ହେଲା ବାତ୍ୟା ‘ମୁରାସୁ’, ଓଡ଼ିଶାରେ ବର୍ଷା...

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...

ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର୍ଷା! ୮ ତାରିଖରୁ ବଦଳିବ ପାଗ

ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି...

ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+