କୋଲକାତା:ବଲିଉଡର 'ଦାଦା' ଭାବେ ପରିଚିତ ବରିଷ୍ଠ ଅଭିନେତା ତଥା ବିଜେପି ନେତାମିଥୁନ ଚକ୍ରବର୍ତ୍ତୀଅସୁସ୍ଥ ହୋଇ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଏକ ଛୋଟ ଅସ୍ତ୍ରୋପଚାର ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ପୁରୁଣା ଦୁର୍ଘଟଣା ପରେ ତାଙ୍କ ହାତରେ ଲାଗିଥିବା ମେଟାଲ ପ୍ଲେଟ୍କୁ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରାଯାଇଛି। ଅସ୍ତ୍ରୋପଚାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ମିଥୁନଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀହସ୍ପିଟାଲରେ ତାଙ୍କୁ ଭେଟିଥିଲେ। ଭେଟିବା ପରେ ସେ ଅଭିନେତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅପଡେଟ୍ ଦେଇଥିଲେ।
ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟକୁ ନେଇ ଖବର ପ୍ରଚାର ପାଇବା ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଚିନ୍ତା ବଢ଼ିଥିଲା। ତେବେ ଅସ୍ତ୍ରୋପଚାର ପରେ ତାଙ୍କ ଅବସ୍ଥା ସ୍ଥିର ଥିବା ଖବର ଆସିବା ପରେ ଫ୍ୟାନ୍ସଙ୍କୁ ଆଶ୍ୱସ୍ତି ମିଳିଛି।
ସୋନପୁର ଜିଲ୍ଲାର ବିନିକା ସ୍ଥିତଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ନୂଆଦିଲ୍ଲୀ: ଗ୍ଲାସଗୋରେ ଆୟୋଜିତ କମନୱେଲଥ ଗେମ୍ସ ୨୦୨୬ରେ ପ...
ଭାରତୀୟ କ୍ରିକେଟ ଦଳର ୱିକେଟକିପର-ବ୍ୟାଟର ରିଷଭ ପନ୍ତ ନିଜ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
କମନୱେଲଥ ଗେମ୍ସରେ ଭାରତୀୟ ଜୁଡୋ ନୂଆ ଇତିହାସ ରଚିଛି। ୨୦୨୬...
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...
କଲମ୍ବୋ, ଅଗଷ୍ଟ ୭: ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟେଷ୍ଟ ସିରି...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...