Meta Oneନାମରେ ନୂଆ ସବ୍ସକ୍ରିପସନ୍ ସେବା ଲଞ୍ଚ କରିଛି Meta। ଏହି ସେବା ମାଧ୍ୟମରେInstagram, Facebook, WhatsApp ଏବଂ Meta AIର ଅଧିକ ଫିଚର୍ସ ଓ AI ବ୍ୟବହାର ସୁବିଧା ମିଳିବ। Metaର ଘୋଷଣା ଅନୁସାରେ, Meta Oneରେ ଲଞ୍ଚ ସମୟରେ ୫୦ରୁ ଅଧିକ ଫିଚର୍ସ ରହିଛି ଏବଂ ଆଗକୁ Edits ଓ AI glasses ଭଳି ଉତ୍ପାଦକୁ ମଧ୍ୟ ଏଥିରେ ସାମିଲ କରାଯିବ।
Meta ସ୍ପଷ୍ଟ କରିଛି ଯେInstagram, Facebook, WhatsApp ଓ Meta AIର ମୌଳିକ ଅନୁଭୂତି ମାଗଣା ରହିବ। ତେବେ ଅଧିକ AI ବ୍ୟବହାର, ଅତିରିକ୍ତ କ୍ରିଏଟିଭ୍ ଫିଚର୍ସ ଓ ପ୍ରଫେସନାଲ୍ ଟୁଲ୍ସ ଚାହୁଁଥିବା ବ୍ୟବହାରକାରୀ ସବ୍ସକ୍ରିପସନ୍ ନେଇପାରିବେ।
Core Plan — $7.99/ମାସ:ଏହି ପ୍ଲାନ୍ରେ Instagram Plus, WhatsApp Plus ଓ Facebook Plusର ଫିଚର୍ସ ସହ Meta AIର ଅଧିକ ବ୍ୟବହାର ମିଳିବ। ଏଥିରେ ଅଧିକ AI image ଓ video generation, Instagramର Restyle, voice effects ଓ ଅନ୍ୟାନ୍ୟ creative tools ବ୍ୟବହାର କରିହେବ।
Premium Plan — $19.99/ମାସ:ଏଥିରେ Coreର ସମସ୍ତ ସୁବିଧା ସହ Meta AI ଏବଂ Metaର ବିଭିନ୍ନ ଆପ୍ରେ ଆହୁରି ଅଧିକ AI usage ମିଳିବ।
Meta କହିଛି ଯେ ପ୍ରାରମ୍ଭିକ ପରୀକ୍ଷଣରେ Meta Oneର bundled plans ବ୍ୟବହାର କରୁଥିବା ଅଧିକାଂଶ subscribers AI ଏବଂ expression features—ଦୁଇଟି ମଧ୍ୟ ବ୍ୟବହାର କରିଥିଲେ।
Meta One କେବଳ ସାଧାରଣ users ପାଇଁ ନୁହେଁ,creators ଓ businessesପାଇଁ ମଧ୍ୟ ଅଲଗା ପ୍ଲାନ୍ ରହିଛି।
ଏହି ପ୍ଲାନ୍ଗୁଡ଼ିକରେ verified badge, impersonation protection, enhanced profile, Meta Business Agent ଏବଂ ଅଧିକ professional tools ଭଳି ସୁବିଧା ରହିଛି।
Advancedପ୍ଲାନ୍ରେ ୩୦ ଦିନ ପୂର୍ବରୁ Stories schedule କରିବା, organic posts ଓ Reelsରେ links ଯୋଡ଼ିବା, analytics export କରିବା ଏବଂ ଅଧିକ detailed audience insights ଭଳି ଫିଚର୍ସ ମିଳିବ। Team membersଙ୍କୁ password share ନକରି account access ଦେବାର ସୁବିଧା ମଧ୍ୟ ରହିଛି।
Meta କହିଛି ଯେମୂଲ୍ୟ, ଫିଚର୍ସ ଓ availability ଅଞ୍ଚଳ, app ଏବଂ account ଅନୁସାରେ ଭିନ୍ନ ହୋଇପାରେ। Meta Oneର rollout ବର୍ତ୍ତମାନ ବିଶ୍ୱବ୍ୟାପୀ ଭାବେ ଚାଲିଛି।
ଓଡ଼ିଶାର ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାରେ ଆଉ ଏକ ବଡ଼ ପ...
ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ‘ସାଗର କବଚ’...
ଗଣେଶୋତ୍ସବ ସମୟରେ ଦେଶର ବିଭିନ୍ନ ଗଣେଶ ମନ୍ଦିରରେ ଭକ୍ତଙ୍କ...
ଭାରତୀୟ ବଜାରରେ ବିକ୍ରି ହେଉଥିବା କିଛି ପାକିସ୍ତାନୀ ନିର୍ମ...
ମହାରାଷ୍ଟ୍ରର ମୀରା-ଭାୟନ୍ଦରରେ ଦୀର୍ଘଦିନ ଧରି ଚାଲିଥିବା ଜ...
Tatkal ସମୟରେ ଟ୍ରେନ୍ ଟିକେଟ୍ ବୁକ୍ କରିବା ଯାତ୍ରୀଙ୍କ ପା...
ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ଟି...
ଭୁବନେଶ୍ୱରର ଭରତପୁର ଜଙ୍ଗଲରେ ଏକ ଆହତ ଦନ୍ତା ହାତୀର ଚିକିତ...