Oscar 2027 ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ହେଲା ମରାଠୀ ଫିଲ୍ମ ‘Gondhal’

ମରାଠୀ ଫିଲ୍ମ ‘Gondhal’ 99ତମ Academy Awards (Oscar 2027) ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ଚୟନ ହୋଇଛି।
Oscar 2027 ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ହେଲା ମରାଠୀ ଫିଲ୍ମ ‘Gondhal’!
Oscar 2027 ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ହେଲା ମରାଠୀ ଫିଲ୍ମ ‘Gondhal’!

ମରାଠୀ ଫିଲ୍ମ‘Gondhal’99ତମ Academy Awards ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ଚୟନ ହୋଇଛି। ମୁମ୍ବାଇରେ ଶୁକ୍ରବାର, ସେପ୍ଟେମ୍ବର 18ରେ ଏନେଇ ଘୋଷଣା କରାଯାଇଛି। Film Federation of India (FFI)ର 14 ଜଣିଆ ଚୟନ କମିଟି ନିର୍ଦ୍ଦେଶକସନ୍ତୋଷ ଦାଭଖରଙ୍କ ଏହି ଫିଲ୍ମକୁ ଭାରତର ପ୍ରତିନିଧି ଭାବେ ବାଛିଛନ୍ତି।

ଏଥର ଭାରତର ଅଫିସିଆଲ୍ Oscar ଏଣ୍ଟ୍ରି ପାଇଁ୩୩ଟି ଫିଲ୍ମବିଚାରାଧୀନ ଥିଲା। ଏଥିରେDhurandharଫିଲ୍ମ ସିରିଜ୍,Hanuman Ansh, Border 2, Ikkis, Angh, Gandhi Talks, Haqଓ ଅନ୍ୟାନ୍ୟ ଫିଲ୍ମ ସାମିଲ ଥିଲା।

‘Gondhal’ ଏକମନୋବୈଜ୍ଞାନିକ ଓ ସାଂସ୍କୃତିକ ଥ୍ରିଲର୍। ମହାରାଷ୍ଟ୍ରର ପାରମ୍ପରିକGondhalଲୋକକଳା ଓ ଧାର୍ମିକ ରୀତିନୀତିକୁ କାହାଣୀର ମୁଖ୍ୟ ପୃଷ୍ଠଭୂମି କରାଯାଇଛି। ଏହି ରାତିସାରା ଚାଲୁଥିବା ପାରମ୍ପରିକ ଲୋକ ପ୍ରଦର୍ଶନୀରେ ସଙ୍ଗୀତ, ନୃତ୍ୟ ଓ ପୌରାଣିକ କାହାଣୀର ସମନ୍ୱୟ ରହିଥାଏ।

ଫିଲ୍ମର କାହାଣୀ ଜଣେ ଯୁବ ବିବାହିତ ମହିଳାଙ୍କୁ କେନ୍ଦ୍ର କରି ଗଢ଼ାଯାଇଛି। ବିବାହିତ ଜୀବନର ସମସ୍ୟା ମଧ୍ୟରେ ତାଙ୍କ ପ୍ରେମିକଙ୍କ Gondhal ପ୍ରତି ଆସକ୍ତି ଏକ ବିପଜ୍ଜନକ ଖେଳର ରୂପ ନିଏ। ଏହା ପରେ କାହାଣୀରେପ୍ରେମ, ଇର୍ଷ୍ୟା, ବିଶ୍ୱାସଘାତ, ଇଚ୍ଛା ଓ କ୍ଷମତାର ଲଢ଼େଇସାମ୍ନାକୁ ଆସେ।

ଫିଲ୍ମରେKishor Kadam, Ishita Deshmukh, Yogesh Sohoni, Nishad BhoirଓAnuj Prabhuଅଭିନୟ କରିଛନ୍ତି। ଏହା ସନ୍ତୋଷ ଦାଭଖରଙ୍କ ଫିଚର୍ ଫିଲ୍ମ ନିର୍ଦ୍ଦେଶନରେ ଡେବ୍ୟୁ। Goaର International Film Festival of Indiaରେ ଏହି ଫିଲ୍ମSilver Peacock for Special Jury recognitionପୁରସ୍କାର ପାଇଥିଲା।

ତେବେ ଫିଲ୍ମର ଥିଏଟର୍ ପ୍ରଦର୍ଶନ ଏହାର ଫେଷ୍ଟିଭାଲ୍ ଯାତ୍ରା ତୁଳନାରେ ସୀମିତ ରହିଥିଲା। 2025 ନଭେମ୍ବରରେ ରିଲିଜ୍ ହୋଇଥିବା ‘Gondhal’ର ବକ୍ସ ଅଫିସ୍ ପ୍ରଦର୍ଶନକୁ ଟ୍ରେଡ୍ ରିପୋର୍ଟଗୁଡ଼ିକ ଦୁର୍ବଳ ବୋଲି ବର୍ଣ୍ଣନା କରିଥିଲେ।

Oscar ଦୌଡ଼ରେ ‘Gondhal’ର ଚୟନ ଏବେ ପ୍ରଥମ ପର୍ଯ୍ୟାୟ। Academyର International Feature Film voting ପ୍ରକ୍ରିୟାରେ ପ୍ରଥମେ ୧୫ଟି ଫିଲ୍ମର shortlist ପ୍ରସ୍ତୁତ ହେବ। ପରେ ସେଥିରୁ ଅନ୍ତିମ୫ଟି ଫିଲ୍ମnominee ଭାବେ ଚୟନ ହେବ। 99ତମ Academy Awardsମାର୍ଚ୍ଚ 14,2027ରେ ଅନୁଷ୍ଠିତ ହେବାକୁ ଥିବା ରହିଛି।

LIVE TV
LIVE
Latest News
ଗୃହମନ୍ତ୍ରୀଙ୍କ ଦକ୍ଷତା ପଦକ ପାଇବେ ୪୯୦ ପୋଲିସ କର୍ମଚାରୀ, ନକ୍ସଲ ବିରୋଧୀ ଅଭିଯାନରେ CRPFକୁ ବଡ଼ ସ୍ୱୀକୃତି

ଗୃହମନ୍ତ୍ରୀଙ୍କ ଦକ୍ଷତା ପଦକ ପାଇବେ ୪୯୦ ପୋଲିସ...

ନୂଆଦିଲ୍ଲୀ: ପୋଲିସିଂ, ଆଭ୍ୟନ୍ତରୀଣ ସୁରକ୍ଷା, ଅପରାଧ ତଦନ୍...

AIIMS କେବଳ ଏକ ନାମ ନୁହେଁ, ଏହା ଏକ ସଂସ୍କୃତି: ଡାକ୍ତର ରାକେଶ ଯାଦବ

AIIMS କେବଳ ଏକ ନାମ ନୁହେଁ, ଏହା...

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS), ଦିଲ୍ଲୀ କ...

ବାତ୍ୟା ‘ଅର୍ଣ୍ଣବ’ ପରେ ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା, ଓଡ଼ିଶାର ପାଣିପାଗ ଉପରେ IMDର ନଜର

ବାତ୍ୟା ‘ଅର୍ଣ୍ଣବ’ ପରେ ବଙ୍ଗୋପସାଗରରେ ପୁଣି ବାତ୍ୟା...

ଅର୍ଣ୍ଣବ ପରେ ବଙ୍ଗୋପସାଗରରେ ନୂଆ ପ୍ରଣାଳୀ ବାତ୍ୟା &ls...

୧୯୯୯ରେ ଲାଗ ଲାଗ ଦୁଇ ବାତ୍ୟା, ୨୭ ବର୍ଷ ପରେ ପୁଣି ଆଶଙ୍କା! ‘ମୁରାସୁ’କୁ ନେଇ ଦକ୍ଷିଣ ଓଡ଼ିଶା ସତର୍କ

୧୯୯୯ରେ ଲାଗ ଲାଗ ଦୁଇ ବାତ୍ୟା, ୨୭...

ଭୁବନେଶ୍ୱର, ନଭେମ୍ବର ୧: ବାତ୍ୟା ‘ଅର୍ଣ୍ଣବ’...

କୋଟିଆ ଉପରେ ତିନି ଦଳର ନଜର: ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଏକାଠି ହେଲେ ନେତା

କୋଟିଆ ଉପରେ ତିନି ଦଳର ନଜର: ଓଡ଼ିଶାର...

କୋରାପୁଟ: ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋଟିଆ ଅଞ୍...

ବାରବାଟୀ T20 ପରେ ହେବ OCA ନିର୍ବାଚନ, ସ୍ୱତନ୍ତ୍ର ବୈଠକରେ ସହମତି

ବାରବାଟୀ T20 ପରେ ହେବ OCA ନିର୍ବାଚନ,...

କଟକ, ୧ ନଭେମ୍ବର: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ (O...

ସବୁ ହେଲ୍‌ଥ ଚେକ୍‌ଅପ୍ ଜରୁରୀ ନୁହେଁ! କେଉଁ ଟେଷ୍ଟ କେବେ କରିବେ, ଡାକ୍ତରଙ୍କ ପରାମର୍ଶ

ସବୁ ହେଲ୍‌ଥ ଚେକ୍‌ଅପ୍ ଜରୁରୀ ନୁହେଁ! କେଉଁ...

ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକା ପ୍ରକାରର ହେଲ୍ଥ ପ୍ୟାକେଜ...

କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା ମେଲଣ ଓ ଭସାଣି ପାଇଁ କଡ଼ା ସୁରକ୍ଷା, ମୁତୟନ ହେବେ ୩୦ରୁ ଅଧିକ ପ୍ଲାଟୁନ୍ ପୋଲିସ

କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା ମେଲଣ ଓ ଭସାଣି ପାଇଁ...

କେନ୍ଦ୍ରାପଡ଼ା, ନଭେମ୍ବର ୧: କେନ୍ଦ୍ରାପଡ଼ାର ଐତିହାସିକ ଲକ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+