Satellite image showing underground missile facilities in Iran

ଆମେରିକାକୁ ପୁଣି ଚ୍ୟାଲେଞ୍ଜ୍ କରୁଛି ଇରାନ: ସାଟେଲାଇଟ୍‌ ଚିତ୍ରରେ ଭୂତଳ କ୍ଷେପଣାସ୍ତ୍ର ଘାଟିର ସକ୍ରିୟତା

ଆମେରିକା-ଇରାନ ଅସ୍ତ୍ରବିରତି ଜାରି ଥିବା ସମୟରେ ସାଟେଲାଇଟ୍‌ ଚିତ୍ର ଦ୍ୱାରା ଇରାନର ଭୂତଳ କ୍ଷେପଣାସ୍ତ୍ର ଘାଟି ପୁନଃସକ୍ରିୟ ହେଉଥିବା ସୂଚନା ମିଳିଛି।

ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ଅସ୍ତ୍ରବିରତି ଚାଲିଥିବା ସତ୍ତ୍ୱେ ମଧ୍ୟ ଉଭୟ ଦେଶର ମଧ୍ୟରେ ତଣ୍ଟା ବର୍ତ୍ତମାନ ମଧ୍ୟ ଜାରି ରହିଛି । ଏହି ପରିସ୍ଥିତିରେ ସାଟେଲାଇଟ୍ ଚିତ୍ରଗୁଡ଼ିକ ଇରାନର ନୂତନ କୌଶଳକୁ ପ୍ରକାଶ କରିଛି ।

ରିପୋର୍ଟ ଅନୁଯାୟୀ, ଯୁଦ୍ଧବିରତିର ସୁଯୋଗ ନେଇ ଇରାନ ତାହାର ଭୂତଳ କ୍ଷେପଣାସ୍ତ୍ର ଘାଟିଗୁଡ଼ିକୁ ପୁନଃନିର୍ମାଣ କରୁଛି । ପୂର୍ବରୁ ଆମେରିକା ଏବଂ ଇସ୍ରାଏଲ ଏହି ସ୍ଥାନଗୁଡ଼ିକ ଉପରେ ତୀବ୍ର ଆକ୍ରମଣ କରିଥିଲେ, ଯାହାରେ ଅନେକ ସୁଡ଼ଙ୍ଗ ପ୍ରବେଶପଥକୁ ଧ୍ୱଂସ କରାଯାଇଥିଲା । ଏହି ଆକ୍ରମଣ ପ୍ରାୟ ଛଅ ସପ୍ତାହ ଧରି ଚାଲିଥିଲା ।

ତେବେ ବର୍ତ୍ତମାନ ଇରାନ ଏହି ସ୍ଥାନଗୁଡ଼ିକର ପ୍ରବେଶପଥକୁ ପୁଣି ଖୋଲିବା ସହିତ କ୍ଷତିଗ୍ରସ୍ତ ବଙ୍କରଗୁଡ଼ିକୁ ଦ୍ରୁତ ଗତିରେ ମରାମତି କରୁଛି । ଅନେକ ଘାଟି ଗଭୀର ପର୍ବତ ମଧ୍ୟରେ ନିର୍ମିତ ହେବାରୁ ସେଗୁଡ଼ିକୁ ଧ୍ୱଂସ କରିବା ଦୁର୍ଲଭ ହେଉଛି ।

ଏହା ସହିତ ଇରାନ ମୋବାଇଲ୍ ଲଞ୍ଚ ସିଷ୍ଟମ୍ ମଧ୍ୟ ବିକଶିତ କରିଛି, ଯାହାକୁ ସହଜରେ ଲୁଚାଇବା ଓ ସ୍ଥାନାନ୍ତର କରିବା ସମ୍ଭବ । ଏହା ଦ୍ୱାରା ଶତୃ ପକ୍ଷ ପାଇଁ ଏହାକୁ ଟ୍ରାକ୍ କରିବା ଅଧିକ କଷ୍ଟକର ହେବ ।

ଆମେରିକା ଓ ଇସ୍ରାଏଲ ବହୁ ଲଞ୍ଚରକୁ ଧ୍ୱଂସ କରିଥିବା ଦାବି କରିଥିବା ସତ୍ତ୍ୱେ, ପ୍ରକୃତ କ୍ଷତିର ପରିମାଣ ସ୍ପଷ୍ଟ ନୁହେଁ । କିଛି ରିପୋର୍ଟ ଅନୁଯାୟୀ, ଇରାନ ନକଲି ସ୍ଥାନ ବ୍ୟବହାର କରି ଶତୃଙ୍କୁ ଭ୍ରମିତ କରୁଛି ।

ବିଶେଷଜ୍ଞମାନଙ୍କ ମତାନୁସାରେ, ଇରାନ ଦୀର୍ଘକାଳୀନ ଯୁଦ୍ଧ ପାଇଁ ନିଜ ରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାରେ ଲାଗିଛି, ଯାହା ଭବିଷ୍ୟତରେ ତଣ୍ଟାକୁ ଆହୁରି ବଢ଼ାଇପାରେ ।

Latest News
‘ବନ୍ଦେ ମାତରମ୍’କୁ ଅସମ୍ମାନ କଲେ ୩ ବର୍ଷ ଜେଲ୍! ସଂସଦରେ ଆଗତ ବିଲ୍‌କୁ ନେଇ ହଟ୍ଟଗୋଳ

‘ବନ୍ଦେ ମାତରମ୍’କୁ ଅସମ୍ମାନ କଲେ ୩ ବର୍ଷ...

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହ ହଟ୍ଟଗୋଳ ମଧ୍ୟରେ...

ବଲାଙ୍ଗିରରେ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ; ଶୁଖିଲା ମକା ବସ୍ତା ଆଢ଼ରେ ଚାଲୁଥିଲା ଆନ୍ତଃରାଜ୍ୟ ରାକେଟ

ବଲାଙ୍ଗିରରେ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ; ଶୁଖିଲା...

ବଲାଙ୍ଗିର ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ବିଭାଗ...

ଗୁଜରାଟରେ ପ୍ରବଳ ବର୍ଷାର ପ୍ରଭାବ: ଟ୍ରାକ୍ ୱାଶଆଉଟ୍ ପରେ ବାତିଲ ହେଲା ଏକ୍ସପ୍ରେସ୍ ଟ୍ରେନ୍, ରେଳ ଚଳାଚଳ ବାଧାପ୍ରାପ୍ତ

ଗୁଜରାଟରେ ପ୍ରବଳ ବର୍ଷାର ପ୍ରଭାବ: ଟ୍ରାକ୍ ୱାଶଆଉଟ୍...

ଗୁଜୁରାଟରେ ଲଗାଣ ବର୍ଷାର ପ୍ରଭାବରେ ରେଳ ଚଳାଚଳ ଗୁରୁତର ଭା...

ତିନି ଭଉଣୀ, ଜଣେ ବର! ରିଲ୍ସରୁ ଆରମ୍ଭ ହୋଇ ଅମରୋହାରେ ‘ଅଜବ ବିବାହ’କୁ ନେଇ ଚର୍ଚ୍ଚା

ତିନି ଭଉଣୀ, ଜଣେ ବର! ରିଲ୍ସରୁ ଆରମ୍ଭ...

ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରୁ ଏକ ଅସାଧାରଣ ଘଟଣା ସାମ୍ନ...

ଟ୍ରାଫିକ୍ ଚାଲାଣକୁ ନେଇ ଉନ୍ନାଓରେ ହାଇଡ୍ରାମା: ଆତ୍ମଦାହ ଉଦ୍ୟମ କଲେ ଅଟୋ ଚାଳକ, ବଡ଼ ଅଘଟଣ ଟଳିଲା

ଟ୍ରାଫିକ୍ ଚାଲାଣକୁ ନେଇ ଉନ୍ନାଓରେ ହାଇଡ୍ରାମା: ଆତ୍ମଦାହ...

ଉତ୍ତରପ୍ରଦେଶର ଉନ୍ନାଓରେ ଟ୍ରାଫିକ୍ ଚାଲାଣକୁ କେନ୍ଦ୍ର କରି...

୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଅଗଷ୍ଟ ୩ରେ ଭୁବନେଶ୍ୱରରେ ପହଞ୍ଚିବେ

୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ...

ରଥଯାତ୍ରା ବେଳେ ପୁରୀରେ ବଡ଼ ସଫଳତା: ୧୯ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ରଥଯାତ୍ରା ବେଳେ ପୁରୀରେ ବଡ଼ ସଫଳତା: ୧୯...

ରଥଯାତ୍ରା ସମୟରେ ପୁରୀରେ ନିଶା କାରବାର ଉପରେ କଡ଼ା ନଜର ରଖ...

ବ୍ଲାକମେଲ୍ ଓ ଦାଦାବଟି ମାମଲା: ଫେରାର ନ୍ୟୁଜ୍ ଏଡିଟରଙ୍କ ୪ଟି ବ୍ୟାଙ୍କ ଖାତା ଫ୍ରିଜ୍ କଲା ଓଡ଼ିଶା ପୋଲିସ

ବ୍ଲାକମେଲ୍ ଓ ଦାଦାବଟି ମାମଲା: ଫେରାର ନ୍ୟୁଜ୍...

ଦାଦାବଟି ଓ ବ୍ଲାକମେଲ୍ ଅଭିଯୋଗକୁ ନେଇ ଚର୍ଚ୍ଚାରେ ଥିବା ଏକ...

ଅଗଷ୍ଟରୁ ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଆନ୍ତର୍ଜାତୀୟ ଗମନାଗମନ  ବ୍ୟବସ୍ଥା, କେବଳ ରାତିରେ ମିଳିବ ବିଦେଶ ଯାତ୍ରା ସୁବିଧା

ଅଗଷ୍ଟରୁ ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଆନ୍ତର୍ଜାତୀୟ ଗମନାଗମନ...

ଅଗଷ୍ଟ ମାସରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବ...

ଭୁବନେଶ୍ୱର ମହର୍ଷି କଲେଜରେ ଗଣ୍ଡଗୋଳ: କ୍ୟାମ୍ପସ ଭିତରେ ଉପଦ୍ରବ ସୃଷ୍ଟି ଘଟଣାରେ ୩ ଜଣ ଗିରଫ

ଭୁବନେଶ୍ୱର ମହର୍ଷି କଲେଜରେ ଗଣ୍ଡଗୋଳ: କ୍ୟାମ୍ପସ ଭିତରେ...

ଭୁବନେଶ୍ୱରର ମହର୍ଷି କଲେଜ କ୍ୟାମ୍ପସରେ ଘଟିଥିବା ଗଣ୍ଡଗୋଳ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+