India ତାର next-generation intercontinental missile ଉପରେ କାମ କରୁଛି, ଯାହା ବିଶ୍ୱର advanced missile defense system ଯଥା Russia ର S-500, America ର THAAD ଓ China ର HQ-19 କୁ ମାତ୍ ଦେବାରେ ସକ୍ଷମ ହେବ ବୋଲି ଖବର ମିଳିଛି ।
ଏହି project କୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଛି । ନୂଆ missile ର range ଓ power Agni-5 ଠାରୁ ଅଧିକ ହେବ । ଏହା ପ୍ରାୟ 10,000 km ପର୍ଯ୍ୟନ୍ତ target କୁ hit କରିପାରିବ ।
ଏହି missile platform 10 ରୁ 12ଟି warhead ବହନ କରିପାରିବ ବୋଲି ଆଶା କରାଯାଉଛି ।
ଶତ୍ରୁର defense system କୁ ଚକମା ଦେବା ପାଇଁ ଏଥିରେ Manoeuvrable Re-entry Vehicles (MaRV) technology ବ୍ୟବହାର କରାଯିବ ।
MaRV ଏକ ପ୍ରକାର ballistic missile payload, ଯାହା atmosphere ରେ re-entry ପରେ ନିଜର path change କରିପାରେ । ଏହା ଦ୍ୱାରା enemy radar system ଏହାକୁ track କରିବା କଠିନ ହୋଇପାରେ ।
ଏହା ସହିତ advanced decoy system ଓ radar-absorbing coating ବ୍ୟବହାର କରାଯିବ, ଯାହା missile କୁ ଆହୁରି stealthy କରିବ ।
ରିପୋର୍ଟ ଅନୁଯାୟୀ, ଏହି missile ର design 2025 ସୁଦ୍ଧା ସମ୍ପୂର୍ଣ୍ଣ ହୋଇଛି ।
ଏଥିରେ submarine-launched ballistic missile (SLBM) K-5 ଓ K-6 ର technology ବ୍ୟବହାର କରାଯାଉଛି ।
Missile ର weight ପ୍ରାୟ 20% କମାଇବା ପାଇଁ steel ବଦଳରେ advanced composite material ବ୍ୟବହାର କରାଯାଉଛି । ଏହା fuel efficiency ବଢ଼ାଇବ ଓ range ଅଧିକ କରିବ ।
ଏହି missile ପ୍ରାୟ 3 ton ଓଜନର warhead ବହନ କରିପାରିବ ।
Central Board of Secondary Education ଖୁବ୍ ଶୀଘ୍ର ଦଶ...
ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍...
ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆଜିକାଲି ଅନେକ ମହିଳା ଏବଂ ପୁର...
ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ଆର୍ଥିକ, ପ୍ରଯୁକ୍ତିଗତ ଏବଂ...
ଭାରତରେ ମାନସିକ ସ୍ୱାସ୍ଥ୍ୟ ଏବେ ଏକ ଗୁରୁତର ସାମାଜିକ ଏବଂ...
National Testing Agency ପକ୍ଷରୁ NEET-UG 2026 ପୁନଃପର...
ପଶ୍ଚିମବଙ୍ଗ ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ପରେ ଭାରତୀୟ ଜ...
ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (NEET-UG) 2026...
ନିଟ୍-ୟୁଜି ୨୦୨୬ ପୁନଃପରୀକ୍ଷାକୁ ନେଇ ଚର୍ଚ୍ଚା ମଧ୍ୟରେ ନା...
ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ...
ମୟୂରଭଞ୍ଜ ଜିଲ୍ଲା ପାଇଁ ଆସନ୍ତା ଜୁନ୍ ୨୦ ତାରିଖ ଏକ ଐତିହା...
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକରେ...