ଇମ୍ରାନ ହାଶମୀଙ୍କ ୪ ବଡ଼ ଫିଲ୍ମ, ‘ଆୱାରାପନ୍ ୨’ ଠାରୁ ‘ରୁହ୍’ ପର୍ଯ୍ୟନ୍ତ

ଇମ୍ରାନ ହାଶମୀ ପୁଣିଥରେ ବଡ଼ ପରଦାରେ ନିଜ ଦମଦାର ଅନ୍ଦାଜ୍ ନେଇ ଫେରୁଛନ୍ତି। ତାଙ୍କ ଆଗାମୀ ପ୍ରୋଜେକ୍ଟ ମଧ୍ୟରେ ‘ଆୱାରାପନ୍ ୨’, ‘G2’, ‘ଗନମାଷ୍ଟର G9’ ଏବଂ ‘ରୁହ୍’ ଭଳି ଫିଲ୍ମ ରହିଛି। ବିଶେଷକରି ‘ଆୱାରାପନ୍ ୨’କୁ ନେଇ ଏବେ ଦର୍ଶକଙ୍କ ଉତ୍ସାହ ବଢ଼ିଛି। ଫିଲ୍ମଟି ୧୪ ଅଗଷ୍ଟ ୨୦୨୬ରେ ରିଲିଜ୍ ହେବ।
Emraa Hasmin
Emraa Hasmin

ମୁମ୍ବାଇ:ବଲିଉଡ୍ର ଲୋକପ୍ରିୟ ଅଭିନେତା ଇମ୍ରାନ ହାଶମୀ ଏବେ ତାଙ୍କ ଆଗାମୀ ଫିଲ୍ମଗୁଡ଼ିକୁ ନେଇ ଚର୍ଚ୍ଚାରେ। ଦୀର୍ଘ ସମୟ ପରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକାଧିକ ଭିନ୍ନ ଜୋନର ଫିଲ୍ମ ଆସୁଛି।

‘ଆୱାରାପନ୍ ୨’

ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ୨୦୦୭ର କଲ୍ଟ ଫିଲ୍ମ ‘ଆୱାରାପନ୍’ର ସିକ୍ୱେଲ୍ ‘ଆୱାରାପନ୍ ୨’। ଇମ୍ରାନ ହାଶମୀ ପୁଣିଥରେଶିବମ୍ ପଣ୍ଡିତଭୂମିକାରେ ଫେରିଛନ୍ତି। ଫିଲ୍ମରେ ତାଙ୍କ ସହ ଦିଶା ପାଟନୀ ଓ ଶବାନା ଆଜମୀ ମଧ୍ୟ ଅଛନ୍ତି। ନିତିନ କକ୍କର ନିର୍ଦ୍ଦେଶିତ ଏହି ଫିଲ୍ମ୧୪ ଅଗଷ୍ଟ ୨୦୨୬ରେ ରିଲିଜ୍ ହେବ।

ଅଗଷ୍ଟ ୬ରେ ଟ୍ରେଲର ରିଲିଜ୍ ପରେ ଇମ୍ରାନଙ୍କ ସ୍କ୍ରିନ୍ ପ୍ରେଜେନ୍ସକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସା ମିଳୁଛି।

‘G2’

ଇମ୍ରାନ ହାଶମୀ ତେଲୁଗୁ ସ୍ପାଇ ଥ୍ରିଲର୍ ‘ଗୁଡାଚାରୀ’ର ସିକ୍ୱେଲ୍ ‘G2’ରେ ମଧ୍ୟ ନଜର ଆସିବେ। ଏଥିରେ ଆକ୍ସନ୍, ସସ୍ପେନ୍ସ ଓ ଜାସୁସୀ କାହାଣୀର ମିଶ୍ରଣ ରହିବ। ଅଦିଭି ଶେଷ ମଧ୍ୟ ଫିଲ୍ମର ମୁଖ୍ୟ ଅଂଶ।

‘ଗନମାଷ୍ଟର G9’

ଆକ୍ସନ୍ ଓ କମେଡିର ମିଶ୍ରଣ ଥିବା ‘ଗନମାଷ୍ଟର G9’ ମଧ୍ୟ ଇମ୍ରାନଙ୍କ ଆଗାମୀ ପ୍ରୋଜେକ୍ଟ ମଧ୍ୟରେ ରହିଛି। ଏଥିରେ ଜେନେଲିଆ ଦେଶମୁଖ ଓ ଅପାରଶକ୍ତି ଖୁରାନାଙ୍କ ସହ ଇମ୍ରାନଙ୍କୁ ଦେଖିବାକୁ ମିଳିବ।

‘ରୁହ୍’

ହରର୍ ଜୋନରେ ମଧ୍ୟ ଇମ୍ରାନ ପୁଣିଥରେ ଫେରୁଛନ୍ତି। ‘ରୁହ୍’ ଏକ ମ୍ୟୁଜିକାଲ୍ ହରର୍ ପ୍ରୋଜେକ୍ଟ ଭାବେ ଚର୍ଚ୍ଚାରେ ରହିଛି ଏବଂ ୨୦୨୭ରେ ରିଲିଜ୍ ହେବା ନେଇ ଖବର ରହିଛି।

ଏହି ଚାରିଟି ପ୍ରୋଜେକ୍ଟ ମାଧ୍ୟମରେ ଇମ୍ରାନ ହାଶମୀ ଆକ୍ସନ୍, ରୋମାନ୍ସ, ସ୍ପାଇ ଥ୍ରିଲର୍ ଓ ହରର୍—ବିଭିନ୍ନ ଜୋନରେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ପ୍ରସ୍ତୁତ।

LIVE TV
LIVE
Latest News
‘ଇସ୍ରାଏଲ୍‌ରେ ମୋର ଲୋକପ୍ରିୟତା ୯୯%’, ଆମେରିକୀୟମାନେ ଥକିଗଲେ ସେଠାକୁ ଯାଇ ପ୍ରଧାନମନ୍ତ୍ରୀ ହେବି: ଟ୍ରମ୍ପ

‘ଇସ୍ରାଏଲ୍‌ରେ ମୋର ଲୋକପ୍ରିୟତା ୯୯%’, ଆମେରିକୀୟମାନେ ଥକିଗଲେ...

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିଜର ମ...

IPL ୨୦୨୭ ପୂର୍ବରୁ ବଡ଼ ଟ୍ରେଡ୍‌ ଚର୍ଚ୍ଚା! ପଞ୍ଜାବକୁ ଯାଇପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଅଧିନାୟକ ହେବେନି?

IPL ୨୦୨୭ ପୂର୍ବରୁ ବଡ଼ ଟ୍ରେଡ୍‌ ଚର୍ଚ୍ଚା!...

IPL ୨୦୨୭ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ବଦଳ ଚର୍ଚ...

ଆଜି ପୃଥିବୀରେ ଖସିପାରେ ନାସାର ୧.୫ ଟନ୍‌ର ମହାକାଶ ଟେଲିସ୍କୋପ୍! ଭାରତରେ ମଧ୍ୟ ପଡ଼ିପାରେ ଭଗ୍ନାବଶେଷ

ଆଜି ପୃଥିବୀରେ ଖସିପାରେ ନାସାର ୧.୫ ଟନ୍‌ର...

ନୂଆଦିଲ୍ଲୀ: ମହାକାଶରେ ୨୨ ବର୍ଷ ଧରି କାର୍ଯ୍ୟ କରିବା ପରେ...

ସ୍ପେନ୍‌ରେ ଟ୍ରେନ୍ ଦୁର୍ଘଟଣାରେ ୬୯ ମୃତ୍ୟୁ, ଇସ୍ତଫା ଦେଲେ ପରିବହନ ମନ୍ତ୍ରୀ! ରେଳ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ସ୍ପେନ୍‌ରେ ଟ୍ରେନ୍ ଦୁର୍ଘଟଣାରେ ୬୯ ମୃତ୍ୟୁ, ଇସ୍ତଫା...

୬୯ ଜଣଙ୍କ ମୃତ୍ୟୁ ପରେ ମନ୍ତ୍ରୀଙ୍କ ଇସ୍ତଫା ସ୍ପେନ୍&zw...

ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟ୍‌ଙ୍କ ବଡ଼ ବିଜୟ, ୩ ଗଭର୍ଣ୍ଣର, ୬ ହାଉସ୍ ଓ ୨ ସିନେଟ୍ ଆସନ ଦଖଲ

ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟ୍‌ଙ୍କ ବଡ଼ ବିଜୟ,...

ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟ୍‌ଙ୍କ...

ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟଙ୍କ ଚମତ୍କାର କ୍ୟାଚ୍, ପରେ ଧନୁ-ତୀର ଚଳାଇବା ଢଙ୍ଗରେ ଦୀପାବଳି ଜଶ୍ନ!

ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟଙ୍କ ଚମତ୍କାର କ୍ୟାଚ୍, ପରେ...

ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଖେଳାଳି ବିରାଟ କୋହଲି ପୁଣି...

ଆଜିଠୁ ନୁହେଁ, କାଲିଠୁ ମହାମୁକାବିଲା! ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେ ରୋହିତ-କୋହଲି, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଆଜିଠୁ ନୁହେଁ, କାଲିଠୁ ମହାମୁକାବିଲା! ନ୍ୟୁଜିଲାଣ୍ଡ ବିପକ୍ଷରେ...

ରୋହିତ-କୋହଲିଙ୍କ ପ୍ରତ୍ୟାବର୍ତ୍ତନ, ନ୍ୟୁଜିଲାଣ୍ଡ ବିପକ୍ଷର...

ଜନ୍ମଦିନର ଦିନକ ପୂର୍ବରୁ ବିରାଟଙ୍କ ବ୍ୟାଟ୍‌ରୁ ରନ୍ ବର୍ଷା! ୭୪ ରନ୍‌ର ଧମାକାଦାର ଇନିଂସ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

ଜନ୍ମଦିନର ଦିନକ ପୂର୍ବରୁ ବିରାଟଙ୍କ ବ୍ୟାଟ୍‌ରୁ ରନ୍...

ଭାରତୀୟ କ୍ରିକେଟ୍‌ର ରନ୍‌ମେସିନ୍ ବିରାଟ କୋହଲି...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+