US President Donald Trump will attend the FIFA World Cup final in New Jersey.

ଫିଫା ବିଶ୍ୱକପ୍ ଫାଇନାଲ୍‌ ଦେଖିବେ ଡୋନାଲ୍ଡ ଟ୍ରମ୍ପ, ନ୍ୟୁଜର୍ସି ଷ୍ଟାଡିୟମ୍‌ରେ ରହିବେ ଉପସ୍ଥିତ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ନ୍ୟୁଜର୍ସିରେ ହେବାକୁ ଥିବା ଫିଫା ବିଶ୍ୱକପ୍ ଫାଇନାଲ୍‌ରେ ଯୋଗଦେବେ। ହ୍ୱାଇଟ୍ ହାଉସ୍ ପକ୍ଷରୁ ଏହାର ପୁଷ୍ଟି କରାଯାଇଥିବାବେଳେ ଟ୍ରମ୍ପ କେଉଁ ଦଳକୁ ସମର୍ଥନ କରିବେ ସେନେଇ କୌଣସି ସୂଚନା ଦିଆଯାଇନାହିଁ।

ଆମେରିକାର ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପରବିବାର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଥିବାଫିଫା ବିଶ୍ୱକପ୍ ଫାଇନାଲ୍ମ୍ୟାଚ୍ରେ ଯୋଗଦେବେ। ଏହି ସୂଚନା ହ୍ୱାଇଟ୍ ହାଉସ୍ର ଗଣମାଧ୍ୟମ ସଚିବକାରୋଲିନ୍ ଲିଭିଟ୍ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି।

ଚଳିତ ବିଶ୍ୱକପ୍ର ଫାଇନାଲ୍ରେଆର୍ଜେଣ୍ଟିନାଏବଂସ୍ପେନ୍ମଧ୍ୟରେ ଟ୍ରଫି ପାଇଁ ମୁକାବିଲା ହେବ। ଏହି ହାଇ-ଭୋଲ୍ଟେଜ୍ ମ୍ୟାଚ୍କୁ ନେଇ ବିଶ୍ୱ ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଉଛି।

ହ୍ୱାଇଟ୍ ହାଉସ୍ର ଗଣମାଧ୍ୟମ ସଚିବ କାରୋଲିନ୍ ଲିଭିଟ୍ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ଏହି ଫାଇନାଲ୍ରେ ଯୋଗଦେବେ ଏବଂ ତାଙ୍କ ଉପସ୍ଥିତିରେ ଆମେରିକା ଇତିହାସର ସବୁଠୁ ସଫଳ, ସୁରକ୍ଷିତ ଏବଂ ସର୍ବାଧିକ ଦର୍ଶକ ଦେଖିଥିବା ବିଶ୍ୱକପ୍ର ସମାପନ ହେବ ବୋଲି ଆଶା କରାଯାଉଛି।

ଟ୍ରମ୍ପ କେଉଁ ଦଳକୁ ସମର୍ଥନ କରୁଛନ୍ତି ବୋଲି ପଚରାଯିବାରେ ଲିଭିଟ୍ କହିଥିଲେ ଯେ ଏହାର ଉତ୍ତର ରାଷ୍ଟ୍ରପତି ନିଜେ ଦେବେ। ସେ ଏ ବିଷୟରେ କୌଣସି ମତାମତ ଦେବାକୁ ଇଚ୍ଛା ପ୍ରକାଶ କରିନଥିଲେ।

ଏହାପୂର୍ବରୁ ଶନିବାର ନ୍ୟୁୟର୍କ ସହରରଟ୍ରମ୍ପ ଟାୱରରେ ଆୟୋଜିତ ହେବାକୁ ଥିବା ଫିଫାର ବିଶେଷ ନୈଶ୍ୟଭୋଜରେ ମଧ୍ୟ ଟ୍ରମ୍ପ ଯୋଗଦେବେ ବୋଲି ହ୍ୱାଇଟ୍ ହାଉସ୍ ସୂଚନା ଦେଇଛି।

Latest News
ଶବ ନମିଳିଲେ ବି ହେବ ହତ୍ୟା ମାମଲାରେ ସଜ୍ଜା: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ଶବ ନମିଳିଲେ ବି ହେବ ହତ୍ୟା ମାମଲାରେ...

ହତ୍ୟା ମାମଲାରେ ମୃତଦେହ ନମିଳିଲେ ମଧ୍ୟ ବିଶ୍ୱସନୀୟ ପ୍ରମ...

‘ଆଲାୟାନ୍ସ’ରେ ଅର୍ସଲାନ ଗୋନିଙ୍କ ଦବଦବା, ଶାନ୍ତ ଖେଳରେ ହେଲେ ସବୁଠୁ ଶକ୍ତିଶାଳୀ ଖେଳାଳି

‘ଆଲାୟାନ୍ସ’ରେ ଅର୍ସଲାନ ଗୋନିଙ୍କ ଦବଦବା, ଶାନ୍ତ ଖେଳରେ...

ଆମାଜନ୍ ପ୍ରାଇମ୍ ଭିଡିଓର ଲୋକପ୍ରିୟ ରିଆଲିଟି ଶୋ‘ଆଲ...

ପାଠ୍ୟପୁସ୍ତକ ତ୍ରୁଟି ମାମଲା: OSEPA କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚର ଛାନଭିନ, ଉପ-ନିର୍ଦ୍ଦେଶିକାଙ୍କୁ କଲା ପଚରାଉଚରା

ପାଠ୍ୟପୁସ୍ତକ ତ୍ରୁଟି ମାମଲା: OSEPA କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚର...

ଓଡ଼ିଶା ସରକାରୀ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଚ...

‘ରାମାୟଣ’କୁ ଅଷ୍ଟ୍ରେଲିଆରେ ମିଳିଲା ‘M’ ରେଟିଂ, ୩୪ ମିନିଟ୍‌ର ଫୁଟେଜ୍‌ ୧୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ ଅନୁପଯୁକ୍ତ

‘ରାମାୟଣ’କୁ ଅଷ୍ଟ୍ରେଲିଆରେ ମିଳିଲା ‘M’ ରେଟିଂ, ୩୪...

ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’କୁ...

ଚିଲିକା ଜଳରେ ରଥଯାତ୍ରା: ତିନି ଡଙ୍ଗାରେ ନିର୍ମିତ ଭାସମାନ ରଥରେ ଯାତ୍ରା କରୁଛନ୍ତି ମହାପ୍ରଭୁ

ଚିଲିକା ଜଳରେ ରଥଯାତ୍ରା: ତିନି ଡଙ୍ଗାରେ ନିର୍ମିତ...

ସାରା ବିଶ୍ୱରେ ରଥଯାତ୍ରା ସାଧାରଣତଃ ରାସ୍ତା ଉପରେ ଆୟୋଜିତ...

ବାପା ବିଜୟଙ୍କ ପରେ ଅଭିନୟ ଦୁନିଆରେ ପାଦ ରଖିବେ ଜେସନ୍ ସଞ୍ଜୟ? ‘Sigma’ ପରେ ଦେଲେ ବଡ଼ ସଙ୍କେତ

ବାପା ବିଜୟଙ୍କ ପରେ ଅଭିନୟ ଦୁନିଆରେ ପାଦ...

ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ତଥା ତାମି...

ନବରଙ୍ଗପୁରରେ ଟ୍ରାଙ୍କୁଲାଇଜ୍ ପରେ ‘ମଣିଷଖିଆ’ ଭାଲୁର ମୃତ୍ୟୁ, ବନ ବିଭାଗର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

ନବରଙ୍ଗପୁରରେ ଟ୍ରାଙ୍କୁଲାଇଜ୍ ପରେ ‘ମଣିଷଖିଆ’ ଭାଲୁର ମୃତ୍ୟୁ,...

ନବରଙ୍ଗପୁର ଜିଲ୍ଲା ଝରିଗାଁ ଫରେଷ୍ଟ ରେଞ୍ଜ ଅଧୀନ କୁସୁମୀ ଗ...

'OMG 2'ରୁ କାହିଁକି ଦୂରେଇଗଲେ ପରେଶ ରାୱଲ? ଫିଲ୍ମର ମୂଳ କାହାଣୀ ନିଜର ବୋଲି କଲେ ଦାବି

'OMG 2'ରୁ କାହିଁକି ଦୂରେଇଗଲେ ପରେଶ ରାୱଲ?...

୨୦୨୩ ମସିହାରେ ମୁକ୍ତିଲାଭ କରିଥିବା 'OMG 2' ବ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+