ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ସମ୍ବଲପୁରବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

ସମ୍ବଲପୁରର ପ୍ରତ୍ୟେକ ନାଗରିକଙ୍କୁ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବାକୁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଅକ୍ଟୋବର ୧୦ରେ ସମଗ୍ର ସମ୍ବଲପୁର ଜିଲ୍ଲାରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଆୟୋଜନ ହେବ।
Dharmendra Pradhan appeals to Sambalpur people to join cleanliness campaign
Dharmendra Pradhan appeals to Sambalpur people to join cleanliness campaign

ସମ୍ବଲପୁର: ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ସମ୍ବଲପୁରବାସୀଙ୍କୁ ଆହ୍ୱାନ ଦେଇଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଅକ୍ଟୋବର ୫ ତାରିଖରେ ଜାରି କରିଥିବା ଏକ ଭିଡିଓ ବାର୍ତ୍ତାରେ ସେ ଜିଲ୍ଲାବାସୀଙ୍କୁ ଅକ୍ଟୋବର ୧୦ ସକାଳେ ହେବାକୁ ଥିବା ବ୍ୟାପକ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବାକୁ ନିବେଦନ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ସ୍ୱଚ୍ଛତା ଓ ପବିତ୍ରତାକୁ ସର୍ବଦା ଗୁରୁତ୍ୱ ଦିଆଯାଇଛି। ‘ଲକ୍ଷ୍ମୀ ପୁରାଣ’ର ଉଦାହରଣ ଦେଇ ସେ କହିଛନ୍ତି ଯେ, ଯେଉଁଠି ସ୍ୱଚ୍ଛତା ରହେ ସେଠାରେ ମା’ ଲକ୍ଷ୍ମୀଙ୍କ ବାସ ରହିଥାଏ। ତେଣୁ ସ୍ୱଚ୍ଛତା କେବଳ ଘର ପରିଷ୍କାର ରଖିବାର ବିଷୟ ନୁହେଁ, ଏହା ସାମାଜିକ ଓ ଆଧ୍ୟାତ୍ମିକ ଦାୟିତ୍ୱ ବୋଲି ସେ କହିଛନ୍ତି।

‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଅକ୍ଟୋବର ୧୦ ତାରିଖ ସକାଳେ ସମଗ୍ର ସମ୍ବଲପୁର ଜିଲ୍ଲାରେ ସଫେଇ ଅଭିଯାନ ଆୟୋଜନ କରାଯିବ। ଏଥିରେ ଯୁବକ, ମହିଳା, ଜନପ୍ରତିନିଧି ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟଙ୍କ ସହ ସମସ୍ତ ନାଗରିକ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି। 

ସମ୍ବଲପୁରର ଗାଁ, ପଡ଼ା, ୱାର୍ଡ, ଅଞ୍ଚଳ ଓ ସାଧାରଣ ସ୍ଥାନଗୁଡ଼ିକୁ ସଫା କରି ଏହାକୁ ଏକ ସ୍ୱଚ୍ଛ, ସୁନ୍ଦର, ଆବର୍ଜନାମୁକ୍ତ ଓ ସୁସ୍ଥ ଜିଲ୍ଲାରେ ପରିଣତ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍ତି। 

LIVE TV
LIVE
Latest News
ଏସିଆନ୍ ଗେମ୍ସରେ ଭାରତ-ପାକିସ୍ତାନ ମ୍ୟାଚ୍‌ର ଧମାକା, ଦର୍ଶକଙ୍କ ମଧ୍ୟରେ ଭାଙ୍ଗିଲା ସବୁ ରେକର୍ଡ

ଏସିଆନ୍ ଗେମ୍ସରେ ଭାରତ-ପାକିସ୍ତାନ ମ୍ୟାଚ୍‌ର ଧମାକା, ଦର୍ଶକଙ୍କ...

ଜାପାନର ନାଗୋୟାରେ ଆୟୋଜିତଏସିଆନ୍ ଗେମ୍ସ ୨୦୨୬ରେ ଭାରତ-ପାକ...

ମାଆଙ୍କ ପରେ ପୁଅଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର!

ମାଆଙ୍କ ପରେ ପୁଅଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର!

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସେପ୍ଟେମ୍ବର ୫ ତାରିଖରେ ଶିକ୍...

ଭାଇଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ୍ କରି ସାଇମ୍ ଆୟୁବଙ୍କ ‘ବେବି କ୍ରାଡଲ୍’ ସେଲିବ୍ରେସନ୍‌କୁ ନେଇ ବିବାଦ, କମରାନ୍ ଅକମଲ୍ କହିଲେ- ‘ପ୍ରଦର୍ଶନ ଉପରେ ଧ୍ୟାନ ଦିଅ’

ଭାଇଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ୍ କରି ସାଇମ୍ ଆୟୁବଙ୍କ...

ଏସିଆନ୍ ଗେମ୍ସ ୨୦୨୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯା...

ବ୍ୟାଟରଙ୍କୁ ଛୁଇଁଲାନି ବଲ୍, ତଥାପି ବାଉଣ୍ଡାରୀ! Ali Khanଙ୍କ ବାଉନ୍ସରରେ ମିଳିଲା ୫ ରନ୍, ଭିଡିଓ ଭାଇରାଲ୍

ବ୍ୟାଟରଙ୍କୁ ଛୁଇଁଲାନି ବଲ୍, ତଥାପି ବାଉଣ୍ଡାରୀ! Ali...

ଭାଙ୍କୁଭର: Canada Super60 ଟି-୧୦ ଲିଗ୍‌ର ସେମିଫାଇ...

ପଦକ ସଂଖ୍ୟା କମିଲା, କିନ୍ତୁ ରାଙ୍କିଙ୍ଗ୍‌ରେ ପରିବର୍ତ୍ତନ ନାହିଁ: ଏସିଆନ୍ ଗେମ୍ସରେ ଭାରତର ଦମଦାର ପ୍ରଦର୍ଶନ

ପଦକ ସଂଖ୍ୟା କମିଲା, କିନ୍ତୁ ରାଙ୍କିଙ୍ଗ୍‌ରେ ପରିବର୍ତ୍ତନ...

ମୋଟ ପଦକରେ ହ୍ରାସ, ତଥାପି ଚତୁର୍ଥ ସ୍ଥାନରେ ଭାରତ ଜାପା...

୫ରୁ ୧୨ ଅକ୍ଟୋବର ସାପ୍ତାହିକ ରାଶିଫଳ: କାହାର ଖୋଲିବ ଭାଗ୍ୟ, କାହାକୁ ମିଳିବ ନୂଆ ସୁଯୋଗ? ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ

୫ରୁ ୧୨ ଅକ୍ଟୋବର ସାପ୍ତାହିକ ରାଶିଫଳ: କାହାର...

ମେଷ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ନିଜ କ୍ୟାରିୟର ଓ ବ୍...

JEE Advanced 2026ର ସବୁଠୁ କଠିନ ପ୍ରଶ୍ନ କେଉଁଗୁଡ଼ିକ? ଗୋଟିଏ Physics ପ୍ରଶ୍ନକୁ ୭୦%ରୁ ଅଧିକ ପରୀକ୍ଷାର୍ଥୀ କଲେନି

JEE Advanced 2026ର ସବୁଠୁ କଠିନ ପ୍ରଶ୍ନ...

JEE Advanced ଦେଶର ସବୁଠୁ କଠିନ ଇଞ୍ଜିନିୟରିଂ ପ୍ରବେଶିକା...

ଅମରାବତୀ ହେବ ‘କ୍ୱାଣ୍ଟମ୍ ଭ୍ୟାଲି’! ₹୫୦୦ କୋଟିର ଡିପ୍‌ଟେକ୍ ଫଣ୍ଡ ଘୋଷଣା କଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ ହେବ ‘କ୍ୱାଣ୍ଟମ୍ ଭ୍ୟାଲି’! ₹୫୦୦ କୋଟିର...

ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀକୁ ଦେଶର ଏକ ପ୍ରମୁଖ କ୍ୱ...

ଦେଶର ପ୍ରାୟ ଅର୍ଧେକ Medical Collegeରେ ନିୟମ ଅନୁପାଳନ ହୋଇନି; 44.5% କଲେଜରେ ନାହିଁ Enabling Unit

ଦେଶର ପ୍ରାୟ ଅର୍ଧେକ Medical Collegeରେ ନିୟମ...

ଦେଶର ମେଡିକାଲ୍ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଦିବ୍ୟାଙ୍ଗ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+