ମୁମ୍ବାଇ:ଦୀପିକା ପାଦୁକୋନଙ୍କ ମାଟର୍ନିଟି ବ୍ରେକ୍କୁ ନେଇ ଚର୍ଚ୍ଚା ମଧ୍ୟରେ ତାଙ୍କ ଆଗାମୀ ବିଗ୍ ବଜେଟ୍ ଫିଲ୍ମ ‘ରାକା’କୁ ନେଇ ବଡ଼ ଅପଡେଟ୍ ଆସିଛି।
ଦୀପିକା ସେପ୍ଟେମ୍ବରରେ ବ୍ରେକ୍ ନେବା ପୂର୍ବରୁ ତାଙ୍କ ପ୍ରଥମ ସୁଟିଂ ସିଡ୍ୟୁଲ୍ ଶେଷ କରିବେ। ଏହାପରେ ସେ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ବିରତିରେ ରହିବେ। ତେବେ ତାଙ୍କ ଅନୁପସ୍ଥିତିରେ ଅଲ୍ଲୁ ଅର୍ଜୁନ ଓ ଅନ୍ୟ କଳାକାରଙ୍କ ସହ ଫିଲ୍ମର ସୁଟିଂ ଜାରି ରହିବ।
‘ରାକା’ରେ ପ୍ରଥମ ଥର ପାଇଁ ଅଲ୍ଲୁ ଅର୍ଜୁନ ଓ ଦୀପିକା ପାଦୁକୋନଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ମିଳିବ। ଫିଲ୍ମରେ ରଶ୍ମିକା ମନ୍ଦାନା, ଜାହ୍ନବୀ କପୁର ଓ ମୃଣାଳ ଠାକୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ଖବର ରହିଛି।
ଫିଲ୍ମଟିକୁ ଦୁଇ ଭାଗରେ ରିଲିଜ୍ କରିବା ପାଇଁ ଯୋଜନା ହୋଇଥିବା ବେଳେ ଉଭୟ ଭାଗ ୨୦୨୭ରେ ଆସିବାର ସମ୍ଭାବନା ରହିଛି। ଦୀପିକା ବ୍ରେକ୍ ଶେଷ କରିବା ପରେ ଅବଶିଷ୍ଟ ସୁଟିଂ ଓ ପ୍ରମୋସନାଲ୍ କାମରେ ଯୋଗଦେବେ।
ଭୁବନେଶ୍ୱରର ହରିଦାସପୁର ଅଞ୍ଚଳରେ ଲଗାଣ ବର୍ଷା ପରେ ପରିସ୍ଥ...
ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗ (IMD), ନୂଆଦିଲ୍ଲୀ ଓଡ...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧାକୁ ନେ...
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଉଦ୍ଧବ ପାଢ଼...
୨୦ ଜଣ ଗିରଫ, ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍ ସୂଚନା ଅନ...
ଭୁବନେଶ୍ୱରର ଶିଶୁ ଭବନ ଛକ ଅଞ୍ଚଳରେ ଜଣେ ନାବାଳକଙ୍କ ମୃତ୍ୟ...
ଟୋକିଓ/ବେଜିଂ:ଜାପାନର ଦକ୍ଷିଣ ଓକିନାୱା ପ୍ରାନ୍ତରେ ଶନିବାର...
ପୁଲିସର ସୂଚନା ଅନୁସାରେ, ଅଗଷ୍ଟ ୧ ତାରିଖରେ ମହାନୀ ଦାସ ଚନ...
ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୫ ଦିନ...
ଆମେରିକାର ଇଲିନୋଇସ୍‌ର ଇଷ୍ଟ ସେଣ୍ଟ ଲୁଇସ୍‌ରେ...
ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...