ବାତ୍ୟା ‘ମୁରାସୁ’ର ପ୍ରଭାବ କେତେ? ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ!

ବାତ୍ୟା ‘ମୁରାସୁ’ର ପ୍ରଭାବ ଓ ରାଜ୍ୟର ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଜିଲ୍ଲାପାଳ, ଏସ୍‌ଆର୍‌ସି ଓ ଅଗ୍ନିଶମ ବିଭାଗର ଡିଜିଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି।
Cyclone Murasu
Cyclone Murasu

ବାତ୍ୟା ‘ମୁରାସୁ’କୁ ନେଇ ସମୀକ୍ଷା ବୈଠକ

ଭୁବନେଶ୍ୱର: ବାତ୍ୟା ‘ମୁରାସୁ’ର ପ୍ରଭାବ ଏବଂ ଆଗାମୀ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା କରିଛନ୍ତି। ଏନେଇ ସେ ଜିଲ୍ଲାପାଳ, ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ଓ ଅଗ୍ନିଶମ ବିଭାଗର ଡିଜିଙ୍କ ସହ ବୈଠକ କରି ବାତ୍ୟାର ପ୍ରଭାବ ଓ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି।

ଏଯାଏଁ ବିଶେଷ ପ୍ରଭାବ ନାହିଁ

ସମୀକ୍ଷା ବୈଠକ ପରେ ଅନୁ ଗର୍ଗ କହିଛନ୍ତି ଯେ ଏଯାଏଁ ବାତ୍ୟାର ସେଭଳି କୌଣସି ବିଶେଷ ପ୍ରଭାବ ଦେଖାଯାଇନାହିଁ। କିଛି ସ୍ଥାନରେ ହାଲୁକା ବର୍ଷା ହେଉଥିବା ବେଳେ ସ୍ଥିତି ସ୍ୱାଭାବିକ ରହିଛି। ତେବେ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ପ୍ରସ୍ତୁତି ଜାରି ରହିଛି। ବିପଦ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ବିଭିନ୍ନ ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ସ୍ଥିତି ଉପରେ ନଜର ରଖାଯାଉଛି।

ଗଞ୍ଜାମ ଓ ଗଜପତିରେ ପୁନରୁଦ୍ଧାର କାର୍ଯ୍ୟ

ବାତ୍ୟାରେ ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ପୂର୍ବରୁ ଘୋଷଣା ହୋଇଥିବା ସହାୟତା ପ୍ୟାକେଜ୍ ବଣ୍ଟନ ମଧ୍ୟ ଆରମ୍ଭ ହୋଇଛି। ବର୍ଷା ଯୋଗୁଁ ଭୂସ୍ଖଳନ ପ୍ରଭାବିତ କେତେକ ସ୍ଥାନରେ ପୁନରୁଦ୍ଧାର କାମ ବାଧାପ୍ରାପ୍ତ ହୋଇଥିଲା। ତେବେ ମଙ୍ଗଳବାର ସକାଳଠାରୁ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି।

କ୍ଷୟକ୍ଷତି ଆକଳନ ପାଇଁ ଗଜପତି ଯିବ କେନ୍ଦ୍ରୀୟ ଟିମ୍

ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ନଭେମ୍ବର ୩ ତାରିଖରେ ଗଜପତି ଜିଲ୍ଲା ଗସ୍ତ କରିବେ। ଏହାପରେ ନଭେମ୍ବର ୪ ତାରିଖରେ ଗଞ୍ଜାମ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବା ସହ ଟିମ୍ ସହ ବୈଠକ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

LIVE TV
LIVE
Latest News
ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲିଙ୍କ ଶତକ ନିଶ୍ଚିତ? ପୂଜାରାଙ୍କ ବଡ଼ ଆକଳନ, ସିରିଜ୍‌ ଫଳାଫଳ ନେଇ ମଧ୍ୟ ଭବିଷ୍ୟବାଣୀ

ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲିଙ୍କ ଶତକ ନିଶ୍ଚିତ? ପୂଜାରାଙ୍କ...

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଦ...

ଜେଟ୍ ଇନ୍ଧନ ଦର ବୃଦ୍ଧିରେ ଚୀନ୍‌ର ୩ ବଡ଼ ବିମାନ କମ୍ପାନୀଙ୍କୁ ଝଟକା, କ୍ଷତିରେ ଚାଲିବା ଆଶଙ୍କା

ଜେଟ୍ ଇନ୍ଧନ ଦର ବୃଦ୍ଧିରେ ଚୀନ୍‌ର ୩...

ବେଜିଂ: ଚୀନ୍‌ର ବିମାନ ଚଳାଚଳ ଶିଳ୍ପ ଏବେ ଆର୍ଥିକ ଚା...

ଫ୍ଲୋରିଡା ବିମାନ ଦୁର୍ଘଟଣା ପୂର୍ବରୁ ପାଇଲଟ୍‌ଙ୍କ ଶେଷ ଆର୍ତ୍ତନାଦ—“ଆମ ପାଖରେ ଆଉ ସମୟ ନାହିଁ”

ଫ୍ଲୋରିଡା ବିମାନ ଦୁର୍ଘଟଣା ପୂର୍ବରୁ ପାଇଲଟ୍‌ଙ୍କ ଶେଷ...

ଫ୍ଲୋରିଡା, ଆମେରିକା: ଆମେରିକାର ଫ୍ଲୋରିଡାରେ ଘଟିଥିବା ଏକ...

ବୈଭବ ସୂର୍ଯ୍ୟବଂଶୀଙ୍କୁ ଅଣଦେଖା କରୁଛି ଟିମ୍ ଇଣ୍ଡିଆ! ଗମ୍ଭୀରଙ୍କ ରଣନୀତିକୁ ନେଇ ବର୍ଷିଲେ ଶ୍ରୀକାନ୍ତ

ବୈଭବ ସୂର୍ଯ୍ୟବଂଶୀଙ୍କୁ ଅଣଦେଖା କରୁଛି ଟିମ୍ ଇଣ୍ଡିଆ!...

ନୂଆଦିଲ୍ଲୀ: ଯୁବ କ୍ରିକେଟ୍ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍...

ଟିମ୍ ଇଣ୍ଡିଆକୁ ଗମ୍ଭୀରଙ୍କ ଚେତାବନୀ: ଶ୍ରୀଲଙ୍କାକୁ ହାଲୁକା ଭାବେ ନିଅନି, ଫିଟ୍ ରୁହ!

ଟିମ୍ ଇଣ୍ଡିଆକୁ ଗମ୍ଭୀରଙ୍କ ଚେତାବନୀ: ଶ୍ରୀଲଙ୍କାକୁ ହାଲୁକା...

ହାମିଲଟନ୍: ନ୍ୟୁଜିଲାଣ୍ଡ ମାଟିରେ T20I ସିରିଜ୍ ଜିତିବା ପର...

ଦିଲ୍ଲୀରେ ହେବନି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ! ଅରୁଣ ଜେଟଲୀ ଷ୍ଟାଡିୟମ୍‌ର ଆଉଟ୍‌ଫିଲ୍ଡ କାମ ଯୋଗୁଁ ଅନିଶ୍ଚିତତା

ଦିଲ୍ଲୀରେ ହେବନି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ! ଅରୁଣ...

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଗାମୀ ଡିସେମ୍ବର...

କ୍ୱାଡ୍‌ର ନୂଆ ଚେତାବନୀ: ଇଣ୍ଡୋ-ପାସିଫିକ୍ ଯୋଗାଣ ଶୃଙ୍ଖଳା ପାଇଁ ଚୀନ୍‌ ହେଉଛି ବଡ଼ ଚ୍ୟାଲେଞ୍ଜ?

କ୍ୱାଡ୍‌ର ନୂଆ ଚେତାବନୀ: ଇଣ୍ଡୋ-ପାସିଫିକ୍ ଯୋଗାଣ ଶୃଙ୍ଖଳା...

ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଚୀନ୍‌ର ଆର୍ଥିକ ପ୍ରଭାବ ଓ...

ଚନ୍ଦ୍ରରେ ଘାଟି ନିର୍ମାଣ କରିବ ଚୀନ୍! ୨୦୩୦ ପୂର୍ବରୁ ମହାକାଶଚାରୀଙ୍କୁ ଅବତରଣ କରାଇବା ଲକ୍ଷ୍ୟ

ଚନ୍ଦ୍ରରେ ଘାଟି ନିର୍ମାଣ କରିବ ଚୀନ୍! ୨୦୩୦...

ବେଜିଂ: ମହାକାଶ ଗବେଷଣା କ୍ଷେତ୍ରରେ ନିଜର ଦବଦବା ବଢ଼ାଇବା...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+